Browsing Tag

hottest city

ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ, ତାପମାତ୍ରା ଶୁଣିଲେ ଉଡିଯିବ ହୋସ୍

ଆଜିକାଲି ଅତ୍ୟଧିକ ଗରମ ହେତୁ ପୃଥିବୀର ଅନେକ ଦେଶ ଉତ୍ତାପରେ ଅତ୍ୟନ୍ତ ପୀଡିତ । ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଦୁନିଆର କିଛି ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାର ତାପମାତ୍ରା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତର ସବୁଠାରୁ ଗରମ ମାସ ହେଉଛି ମେ ଏବଂ ଜୁନ୍ । ଏଭଳି…

ପ୍ରଚଣ୍ଡ ଖରା, ଜଳୁଛି ସାରା ଓଡ଼ିଶା: ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର (କେନ୍ୟୁଜ): ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ। ୪୧.୪ ଡିଗ୍ରୀ ସେଲସିୟସରେ ଜଳୁଛି ସହର । ୪୦ ଡିଗ୍ରୀ ଉପରେ ରହୁଛି ୫ ସହରର ତାପମାତ୍ରା । ଭୁବନେଶ୍ବରରେ ୪୧.୨, କେନ୍ଦୁଝରରେ ୪୦.୬, ବାଲେଶ୍ବରରେ ୪୦.୧ ଓ ସମ୍ବଲପୁରରେ ୪୦ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି ।…

ଦିନ ୧୧ଟା ୩୦ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର, ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ବର (କେନ୍ୟୁଜ): ତାତିରେ ଲାଗୁନି ବ୍ରେକ । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ ।  ଆଜି ୧୧ଟା ୩୦ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ।  ଭୁବନେଶ୍ବରରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ବାଲେଶ୍ବରରେ ୩୯ ଡିଗ୍ରୀ ତାପମାତ୍ରା ଥିବା ବେଳେ…

ମୁଣ୍ଡଫଟା ଖରା ସାଙ୍ଗକୁ ଝାଂଜି ପବନ, ସକାଳ ୮ଟା ୩୦ରେ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର

ଭୁବନେଶ୍ୱର (କେନ୍ୟୁଜ): ବଢୁଛି ତାତି ଗୁଳୁଗୁଳି । ମୁଣ୍ଡଫଟା ଖରା ସାଙ୍ଗକୁ ଝାଂଜି ପବନରେ ଅସହ୍ୟ ହୋଇପଡୁଛି ଜନଜୀବନ । ଆଜି ସକାଳ ୮ଟା ୩୦ ସୁଦ୍ଧା ୩୫ ଟପିଲାଣି ପାରଦ । ୩୫.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର । ପାରାଦୀପରେ ୩୩.୪, ଭୁବନେଶ୍ବରରେ ୩୩.୨ ଓ ଭବାନୀପାଟଣାରେ…

ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା: ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା, ଭୁବନେଶ୍ୱରରେ ତାତି ୩୯.୮ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌):  ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା । ଝାରସୁଗୁଡାର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ଥିବା ବେଳେ କେନ୍ଦୁଝରରେ ମଧ୍ୟ ୩୯.୮ ଡିଗ୍ରୀ ତାପେମାତ୍ରା…

ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହର ମାଲକାନଗିରି ଜିଲ୍ଲା, ମାର୍ଚ୍ଚ ମାସରୁ ଅସହ୍ୟ ହେଲାଣି ତାତି

ମାଲକାନଗିରି (କେନ୍ୟୁଜ): ମାର୍ଚ୍ଚ ମାସରୁ ଅସହ୍ୟ ହେଲାଣି ତାତି । ଏବେଠୁ ଜଳୁଛି ମାଲକାନଗିରି ଜିଲ୍ଲା । ବଢ଼ିବାରେ ଲାଗିଛି ତାତି । ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହର ମାଲକାନଗିରି ଜିଲ୍ଲା । ଆଜି ୩୬ ଡିଗ୍ରୀ ତାପମାତ୍ରା ରହିଛି । ଗତ ତିନିଦିନ ହେବ ଜିଲ୍ଲାର ତାପମାତ୍ରା ପାଖାପାଖି ୩୭…

ତତଲା ତାୱାରେ ଭାଜି ହେଉଛି ପୂରା ଓଡ଼ିଶା : ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା

ଭୁବନେଶ୍ୱର (କେନ୍ୟୁଜ): ତତଲା ତାୱାରେ ଭାଜି ହେଉଛି ପୂରା ଓଡ଼ିଶା । ତାତିରୁ ମିଳୁନି ନିସ୍ତାର। ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁରରେ ୪୦.୪,…

ଚଳିତବର୍ଷ ରେକର୍ଡ ଭାଙ୍ଗିବ ତାତି! ଏବେଠୁ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର

(କେନ୍ୟୁଜ): ଫେବୃଆରୀରେ ଟାଇଁ ଟାଇଁ ଖରା। ସକାଳ ୧୦ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଲାଣି। ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ପ୍ରାୟ ୩୫ ଡିଗ୍ରୀ ଛୁଇଁଛି। ୩୮ ଦଶମିକ ୩ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସବୁଠୁ ତାତି ସହର ପାଲଟିଛି ସୋନପୁର । ସେହିପରି ତାଳଚେରରେ ୩୮.୨…

ପାଣିପାଗ ବିଭାଗର ଆକଳନ ଆହୁରି ୩ ଦିନ ଜାରି ରହିବ ହିଟ୍ ୱେଭ୍, ଏପ୍ରିଲ ମାସରେ ରେକର୍ଡ ଛୁଇଁଲା ବୌଦ୍ଧ ତାପମାତ୍ରା

ଭୁବନେଶ୍ବର(କେନ୍ୟୁଜ୍): ଆହୁରି ୩ ଦିନ ଯାଏ କଲବଲ। ଉତ୍ତରୁ ଦକ୍ଷିଣ, ପଶ୍ଚିମରୁ ପୂର୍ବ। ତାତିରେ ଜଳୁଛି ଜୀବନ। ଆଜି ୧୧ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ବୌଦ୍ଧରେ ୪୫ ଡିଗ୍ରୀ ଟପିଛି ତାପମାତ୍ରା। ପାଣିପାଗ ରେକର୍ଡ…

ଜଳୁଛି ଓଡ଼ିଶା: ୪୪.୫ ଡିଗ୍ରୀ ସହ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବୌଦ୍ଧ

ଭୁବନେଶ୍ୱର (କେନ୍ୟୁଜ୍‌) : ବଢୁଛି ପାରଦ । ଜଳୁଛି ଓଡ଼ିଶା । ୪୪.୫ ଡିଗ୍ରୀ ସେଲସିୟସ ସହ ଆଜିର ସବୁଠୁ ଉତ୍ତପ୍ତ ସହର ରହିଛି ବୌଦ୍ଧ । ଝାରସୁଗୁଡା ୪୩.୯ ଓ ବଲାଙ୍ଗିରରେ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଛି । ଆଜି ରାଜଧାନୀ ଭୁବନେଶ୍ୱରେ ୩୯.୬ ଏବଂ କଟକରେ ତାପମାତ୍ରା ୩୮.୮ ରହିଛି ।…

ତାତି ଛୁଇଁଲା ୪୪ ଡିଗ୍ରୀ , ରାଜ୍ୟରେ ସୋନପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ତାତିରେ ଜଳୁଛି ସାରା ଓଡ଼ିଶା । ଆଜି ସବୁଠୁ ଉତ୍ତପ୍ତ ସହର ସୋନପୁର । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୪ ଦଶମିକ ୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି । ବାରିପଦା, ଝାରସୁଗୁଡା, ବଲାଙ୍ଗୀର ଓ ବୈଦ୍ଧର ତାପମାତ୍ରା ୪୨ ଡିଗ୍ରୀ ସେଲିସୟସ ଉପରେ ରହିଛି । ଆସନ୍ତା ୧୭…

ରାଜ୍ୟରେ ଆଜି ସବୁଠୁ ଉତ୍ତପ୍ତ ସହର ହେଲା ଅନୁଗୁଳ , ମଙ୍ଗଳବାର ୩୯. ୭ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ପାରଦ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଆଜି ସବୁଠୁ ଉତ୍ତପ୍ତ ସହର ହେଲା ଅନୁଗୁଳ । ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ଆଜି ଅନୁଗୁଳର ତାପମାତ୍ରା ରହିଥିଲା ୩୯ .୭ ଡିଗ୍ରୀ ସେଲସିୟସ୍ । ସେହିପରି ସୋନପୁରରେ ତାପମାତ୍ରା ୩୯.୫ ଡିଗ୍ରୀ ଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର…