Browsing Tag

husband kill his wife

ସଇତାନ ସ୍ୱାମୀ, ପାରିବାରିକ କଳହ ପାଇଁ ସ୍ତ୍ରୀକୁ ଭୁଜାଲିରେ ହାଣି କଲା ହତ୍ୟା

ଭଦ୍ରକ (କେନ୍ୟୁଜ): ସ୍ବାମୀ ସାଜିଲା ସୈତାନ । ନୃଶଂସ ହୋଇଗଲା । ସ୍ତ୍ରୀକୁ ଭୁଜାଲିରେ ହାଣି ହତ୍ୟା କଲା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜି ଦରଡ଼ା ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ। ଅଭିଯୋଗ ଅନୁଯାୟୀ ସ୍ବାମୀ ସେକ ମୋଜାଲ ହୋସେନ ଓ ତାଙ୍କ ସ୍ତ୍ରୀ ରାନୁ ବିବିଙ୍କ ମଧ୍ୟରେ ଅନେକ ସମୟ ଧରି…

ସ୍ତ୍ରୀର ମୁଣ୍ଡ କାଟି ନେଇ ମାଟିରେ ପୋତିଲା ହତ୍ୟାକାରୀ ସ୍ୱାମୀ, ପରେ ଥାନାରେ କଲା ଆତ୍ମସମର୍ପଣ

କରଞ୍ଜିଆ (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ। ସ୍ତ୍ରୀର ମୁଣ୍ଡକୁ କଟୁରି କାଟି ହତ୍ୟା କରିଛି ସ୍ୱାମୀ। ଶୁକ୍ରବାର ସକାଳ ପ୍ରାୟ ୯ ଟା ସମୟରେ ଗ୍ରାମର ରାଜେନ୍ଦ୍ର ମହାକୁଡ଼ ତାର ସ୍ତ୍ରୀ ପ୍ରତିମାକୁ ନିଜ ଘରଭିତରେ ଏକ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲା ସ୍ୱାମୀ

ମୟୂରଭଞ୍ଜ: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟାକଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଗଡିଗାଁ ହାଣ୍ଡିଭଙ୍ଗା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳା ହେଲେ ବୁଦୁଲୁ କଟୁଆଳ। ସ୍ତ୍ରୀକୁ ହତ୍ୟା କରି ଘର ଆଗରେ…

ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ବାମୀ, ଘଟଣା ଶୁଣିଲେ ଲୋମ ଟାଙ୍କୁରୀ ଉଠିବ

ଉତ୍ତରପ୍ରଦେଶ:  ସ୍ତ୍ରୀର କଟା ମୁଣ୍ଡ ଧରି ଗାଁ ଓ ବଜାର ବୁଲିଲା ସ୍ବାମୀ। ପରେ ମୁଣ୍ଡଟିକୁ ଧରି ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ କହିଲା ‘ମୁଁ ମୋ ସ୍ତ୍ରୀକୁ ମାରିଦେଇଛି ମୋତେ ଗିରଫ କର’।  ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଉତ୍ତରପ୍ରଦେଶ ବାରବାଙ୍କୀ ଜିଲ୍ଲାର ବାହାଦୁରପୁର ଗାଁରେ ।…

ସ୍ତ୍ରୀକୁ ହତ୍ୟା କରି ନଦୀରେ ଭସାଇବାକୁ ଯାଉଥିଲେ ସ୍ୱାମୀ, କିନ୍ତୁ ହେଲା କିଛି ଅଲଗା ନିଜେ ବୁଡି ମଲେ ପାଣିରେ

ସ୍ୱାମୀଙ୍କର ଲମ୍ବା ଆୟୁଷ ପାଇଁ ସବୁବେଳେ ସ୍ତ୍ରୀ ପତ୍ନୀ ଧର୍ମ ପାଳନ କରି ବ୍ରତ ରଖନ୍ତି। କିନ୍ତୁ ସେହି ସ୍ତ୍ରୀ ଯଦି ନ ରୁହେ ତେବେ ବିଚାରୀ ସ୍ୱାମୀଙ୍କ ଲମ୍ବା ଆୟୁଷ ବିଷୟରେ କିଏ ଚିନ୍ତା କରିବ? ଆପଣ ଏମିତି ବହୁତ ମାମାଲା ଦେଖିଥିବେ ଯେ ପ୍ରାଣପ୍ରିୟା ପତ୍ନୀଙ୍କ ମୃତ୍ୟୁର ତୁରନ୍ତ ପରେ…

ସମ୍ବଲପୁର: ଧନୁପାଲି ସାକ୍ଷୀପଡ଼ାରେ ବିବାହିତ ମହିଳା ଆରତୀ ଦେବୀ ନିଖୋଜ ଘଟଣାର ଖୋଲିଲା ଗୁମର,ହତ୍ୟା କରି ପୋତିଥିଲା…

ସମ୍ବଲପୁର(କେନ୍ୟୁଜ୍): ଧନୁପାଲି ସାକ୍ଷୀପଡ଼ାରେ ବିବାହିତ ମହିଳା ଆରତୀ ଦେବୀ ନିଖୋଜ ଘଟଣାର ଗୁମର ଖୋଲିଛି। ମହିଳାଙ୍କୁ ହତ୍ୟା କରିବା ପରେ ପୋତି ଦେଇଥିଲା ସ୍ୱାମୀ କୁନାଲ ସିଂହ। ଘରଠାରୁ ୫ କିଲୋମିଟର ଦୂରରେ ମହିଳାଙ୍କ ମୃତଦେହକୁ ପୋତିବା କଥା ସ୍ୱାମୀ ମାନିଥିଲା। ୭ ଦିନ ପରେ ଆଜି ଅତିରିକ୍ତ…

ଜୟପୁର:ସ୍ୱାମୀ ସାଜିଲା ପିଶାଚ,ଟଙ୍କା ମାଗିବାକୁ କେନ୍ଦ୍ର କରି ନେଇଗଲା ସ୍ତ୍ରୀର ଜୀବନ

ଜୟପୁର(କେନ୍ୟୁଜ୍): ସ୍ୱାମୀ ସାଜିଲା ପିଶାଚ। ନେଲା ନିଜ ସ୍ତ୍ରୀର ଜୀବନ। ଜୟପୁର ସଦର ବ୍ରାହ୍ମଣି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଳିରୁ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ସ୍ୱାମୀ ଜଣକ ହେଲେ ରମେଶ ବାଘ। ରମେଶ ସ୍ତ୍ରୀ ଡମ୍ବୁଣି ପରଜାକୁ ଟଙ୍କା ମାଗିଥିଲେ। ସେ ଟଙ୍କା ନଦେବାରୁ…

କନ୍ଧମାଳ: ଆଶାକର୍ମୀଙ୍କୁ ହତ୍ୟା ଘଟଣା, ଜୁଆ ଖେଳକୁ ନେଇ ସ୍ୱାମୀ ସ୍ତ୍ରୀ ଦେହରେ ନିଆଁ ଲଗାଇ ଦେଇଥିଲେ

କନ୍ଧମାଳ(କେନ୍ୟୁଜ୍): ବାଲିଗୁଡା ଥାନା କତ୍ତରିଭଟା ଗାଁର ଆଶାକର୍ମୀଙ୍କୁ ହତ୍ୟା ଘଟଣା । ଆଶାକର୍ମୀ ମଞ୍ଜୁଲତା ନାଗଙ୍କୁ ତାଙ୍କ ସ୍ୱାମୀ ଭୁଲେଶ୍ୱର ଗୌଡ଼ କିରୋସିନି ଢାଳି ପୋଡି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜୁଆ ଖେଳକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା…