ଆଇସକ୍ରିମ ଖାଇ ହେଉଥିଲା ନିଶା, ଖବର ପାଇ ଅବକାରୀ ବିଭାଗ ତୁରନ୍ତ କଲା ଚଢ଼ାଉ
ଦୋକାନରେ ବିକ୍ରି ହେଉଛି ହ୍ଵିସ୍କି ଆଇସକ୍ରିମ୍ । ଯାହାକୁ ଖାଇଲା ପରେ ଘାରୁଛି ନିଶା । ଆଇସକ୍ରିମ୍ ଖାଇ ଲୋକେ ବୁଡି ରହୁଛନ୍ତି ନିଶାରେ । ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେତେବେଳେ ଏଠାରେ ଏକ ଆଇସ୍କ୍ରିମ୍ ପାର୍ଲର ଉପରେ ଅବକାରୀ ବିଭାଗ…