Browsing Tag

indianews

ଯାଆଁଳା ଶିଶୁ ଜନ୍ମ ହେଲେ ଭିନ୍ନ ଭିନ୍ନ ବର୍ଷରେ, ଜଣେ ୨୦୨୧ ବର୍ଷରେ ତ ଅନ୍ୟ ଜଣେ ୨୦୨୨ରେ

ଆପଣମାନେ ସମସ୍ତେ ଜାଣନ୍ତି କି ଯାଆଁଳା ଜନ୍ମ ବିଷୟରେ । ଗୋଟିଏ ପରେ ଗୋଟିଏ ବା ଅଳ୍ପ ବ୍ୟବଧାନରେ ପିଲା ଦୁଇଟି ଜନ୍ମ ହେଲେ ସେମାନଙ୍କୁ ଟୁଇନ୍‌ ବା ଯାଆଁଳା ବୋଲି କୁହାଯାଏ । ତେବେ ଏକଥା ବୋଧହୁଏ ଆଶ୍ଚର୍ଯ୍ୟ କରିବ ଯେ ଯାଆଁଳା ଶିଶୁଙ୍କ ଜନ୍ମର ବ୍ୟବଧାନ ପାଖାପାଖି ବର୍ଷେ ବି ହୋଇ ପାରେ ।…

ହାଇ ସ୍ପିଡ 4G ଇଣ୍ଟରନେଟ ପାଇଁ Jio APN ସେଟିଙ୍ଗ, ଜାଣନ୍ତୁ ନେଟ ସ୍ପିଡ କରିବାର ସହଜ ଉପାୟ

ଆଜିର ଇଣ୍ଟରନେଟ ଯୁଗରେ ସମସ୍ତଙ୍କୁ ଦରକାର ହାଇସ୍ପିଡ ଇଣ୍ଟରନେଟ ଡାଟା। କାରଣ ବର୍ତ୍ତମାନ ପ୍ରାୟ ସବୁ କାମ ଇଣ୍ଟରନେଟ ମାଧ୍ୟମରେ ହିଁ ହେଉଛି । ତେଣୁ ଆପଣ ନିଜର ଫୋନ ରେ ଜିଓ ଏପିଏନ ସେଟିଙ୍ଗ କରି ୪ଜି ଇଣ୍ଟରନେଟ ର ସ୍ପିଡ କୁ ବଢାଇପାରିବେ । ବର୍ତ୍ତମାନ ଜିଓ ସିମ ବ୍ୟବହାରକାରୀମାନେ…

ମହାକାଶରେ ଭାସୁଛି ରହସ୍ୟମୟ ରୂପା ଚଟାଣ , ୨୦୧୭ ମସିହାରେ ହୋଇଥିଲା ପୃଥିବୀର ନିକଟତର

ଆପଣ ଜାଣିଥିବେ ମହାକାଶରେ ଅନେକ ମହାଜାଗତିକ ଦୃଶ୍ୟ ବେଳେ ବେଳେ ଆମେ ଦେଖିଥାଉ । କିଛି ସମୟରେ ଆପଣ ଆକାଶରେ ଅନେକ ପ୍ରକାର ଦୃଶ୍ୟ ଦେଖିଥିବେ, ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିବେ । ପୁଣି ଇଚ୍ଛା କରିଥିବେ ସେହି ବସ୍ତୁ ବିଷୟରେ ଜାଣିବା ପାଇଁ । ତେବେ ଆକାଶରେ ଘଟୁଥିବା…

ପୃଥିବୀ ପୃଷ୍ଠରେ ଆମେ ଚାହୁଁଛୁ ଶାନ୍ତି , ସମୟ ଆସିଲେ ନିଶ୍ଚିତ ଦେଖା ଦେବୁ କହିଛନ୍ତି ଏଲିଏନ୍ସ : ଇସ୍ରାଏଲ ବୈଜ୍ଞାନିକ…

ଆପଣ ଜାଣିଛନ୍ତି ବର୍ତ୍ତମାନ ଏଲିଏନଙ୍କୁ ନେଇ ଅନେକ ପ୍ରକାର ରିସର୍ଚ୍ଚ ଚାଲିଛି । ଏମିତିକି ଏହି ପ୍ରାଣୀକୁ ନେଇ ବିଭିନ୍ନ ବୈଜ୍ଞାନିକମାନଙ୍କର ଭିନ୍ନ ଭିନ୍ନ ମତ ମଧ୍ୟ ରହିଛି । ଏମିତିକି ଆପଣ ଜାଣିଥିବେ କିଛି ଦିନ ପୂର୍ବରୁ ଚୀନ ର ଆକାଶରେ ଏମାନଙ୍କର ବଳୟ ଦେଖିଥିବାର ଜଣେ ପାଇଲଟ ଦାବି…

ବିଜୟ ମାଲ୍ୟାଙ୍କ ଉପରେ ହେଉଥିବା ୱେବସିରିଜ ରୁ ହେଲା ବଡ ଖୁଲାସା, ଏହି ଓଟିଟି ପ୍ଲାଟଫର୍ମ କରିବ ରିଲିଜ

ଆପଣ ଜାଣିଥିବେ ଭାରତର ସବୁଠାରୁ ବଡ ଚର୍ଚ୍ଚିତ ଓ ବିବାଦୀୟ ବ୍ୟକ୍ତି ବିଜୟ ମାଲ୍ୟା , ଯାହାର କଳା କାରନାମା ଓ ସାମ୍ରାଜ୍ୟ ବିଷୟରେ ସମସ୍ତଙ୍କୁ ଜଣା । ଦେଶର ସବୁଠୁ ବଡ ମନି ଲଣ୍ଡ୍ରିଙ୍ଗ ଓ କୋଟି କୋଟି ଟଙ୍କା ଧାର କରି ୟୁକେ ରେ ବସିଥିବା ବିଜୟ ମାଲ୍ୟାଙ୍କ ଜୀବନ କାହାଣୀ କୁ ନେଇ ବର୍ତ୍ତମାନ…

ଆପଲ ୟୁଜର୍ସଙ୍କ ପାଇଁ ସରକାର ଜାରୀ କଲେ ଆଲର୍ଟ , ଜଲ୍ଡି କରନ୍ତୁ ନିଜର ଆଇଫୋନ୍‌, ଆପଲ୍‌ ୱାଚ, ମ୍ୟାକ୍‌ ବୁକ ଓ…

ବର୍ତ୍ତମାନ ଯେତେ ପ୍ରକାରର ଫୋନ ଓ କମ୍ୟୁଟର ଆସୁଛି , ତାକୁ ହ୍ୟାକ କରିବା ପାଇଁ ମଧ୍ୟ ହ୍ୟାକର୍ସମାନେ ସେତେ ନୂଆ ନୂଆ ପ୍ରଣାଳୀ ଆପଣାଉଛନ୍ତି । ସେମିତିରେବି ବର୍ତ୍ତମାନ ଦିନକୁ ଦିନ ବଢିବାରେ ଲାଗିଛନ୍ତି ଡିଜିଟାଲ ହ୍ୟାକର୍ସ । ସେଥି ପାଇଁ ତ ଫୋନ କମ୍ପାନୀ ଗୁଡିକ ସିଷ୍ଟମ ବ୍ୟବହାରକାରୀଙ୍କୁ…

ୟୁଏସ୍‌ ରିପୋର୍ଟ : ଆତଙ୍କବାଦ ର ବିନାଶ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ପାକିସ୍ତାନ

ବର୍ତ୍ତମାନ ଦିନକୁ ଦିନ ସବୁ ଦେଶରେ କିଛି ନା କିଛି ଅସୁବିଧା ଦେଖିବାକୁ ମିଳୁଛି। ଯାହା କି କୋଭିଡ ଆସିବା ପରଠାରୁ ଦେଖାଯାଇଛି କିନ୍ତୁ ଏହାରି ଭିତରେ ବି ଆତଙ୍କବାଦୀମାନେ ମଧ୍ୟ ନିଜର ଯୋଜନା ବନେଇବାରେ ଲାଗିଛନ୍ତି । ଯାହା ଉପରେ କଡା ନଜର ରଖୁଛନ୍ତି ପ୍ରାୟ ସବୁ ଦେଶ କିନ୍ତୁ ଏହି ଆତଙ୍କବାଦ ର…

ପାଦ ଓ ହାତ ରେ କୌଶଳ ଦେଖାାଇ ବିଶାଳ ଅହିରାଜକୁ କାବୁ କଲେ ଯବାନ,ଭିଡିଓ ସେୟାର କଲେ IFS ଅଫିସର ସୁସାନ୍ତ ନନ୍ଦ

ଆପଣ ଅନେକ ସମୟରେ ଜୀବଜନ୍ତୁ ମାନଙ୍କର ଅନେକ ଭିଡିଓ ଭାଇରାଲ ହେବାର ଦେଖିଥିବେ । କିଛି ଖତରନାକ ଭିଡିଓ ହୋଇଥିବା ବେଳେ ଆଉ କିଛି ଭିଡିଓ ହୋଇଥାଏ ଅଧିକ ଫନି । କିଛି ସମୟରେ ଏହି ଜୀବଜନ୍ତୁ  ଏମିତି କିଛି କରିଦିଅନ୍ତି ଯେ ତାଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଯାଏ । ଆପଣ ଜାଣିଥିବେ ସରିଶୃପ ମଧ୍ୟରୁ…

ଦୁଇଟି ମନ ଓ ଦୁଇଟି ମୁଣ୍ଡ ହେଲେ ଗୋଟିଏ ଶରୀର,ଏବେ ଏହି କାମ କରୁଛନ୍ତି ଦୁନିଆର ସବୁଠାରୁ ଫେମସ ଟ୍ଵିନ୍ସ ଆବି ଓ…

ଆବି ଓ ବ୍ରିଟ୍ନି ଦୁନିଆର ସବୁଠାରୁ ଫେମସ ଟ୍ଵିନ୍ସ ,ଏମାନଙ୍କୁ କିଏ ବା ନ ଜାଣେ । ଶରୀର ଗୋଟିଏ ହେଲେ ଦୁଇଟି ମନ ,ଏମିତି ଅଦ୍ଭୁତ ଏହି ଟ୍ଵିନ୍ସ । ଜନ୍ମ ନେବା ପର ଠାରୁ ହିଁ ବଞ୍ଚିବା ପାଇଁ ସଂଘର୍ଷ କରିଆସିଛନ୍ତି ଆବି ଓ ବ୍ରିଟ୍ନି । ଏମାନଙ୍କ କାହଣୀ ଯେତିକି ସଂଘର୍ଷମୟ ସେତିକି…

LIC ସରଲ ପେନ୍ସନ୍ ସ୍କିମ୍: ଗୋଟିଏ ପ୍ରିମିୟମରେ ପାଆନ୍ତୁ ଆଜୀବନ ପେନ୍ସନ୍! ଜାଣନ୍ତୁ ସଂପୂର୍ଣ୍ଣ ଯୋଜନା

ବର୍ତ୍ତମାନ ବ୍ୟାଙ୍କ ଗୁଡିକ ନିଜର ଉପଭୋକ୍ତାମାନଙ୍କୁ ଯୋଗାଇ ଦେଉଛି ବିଭିନ୍ନ ପ୍ରକାର ସହାୟତା। ତେବେ ଏହା ସହିତ ଯଦି ଆପଣଙ୍କର କୌଣସି ପେନ୍ସନ୍ ବ୍ୟବସ୍ଥା ରହିଛି ତାହା ମଧ୍ୟ ବ୍ୟାଙ୍କ ସହ ମିଶି ଆପଣଙ୍କୁ ସବୁ ସୁବିଧା ଯୋଗାଇ ଦେଉଛି । ଆପଣ ଯଦି ଏଲଆଇସି ଉପଭୋକ୍ତା। ତେବେ ଆପଣଙ୍କ ପାଇଁ…

EPFO ନୂଆ ରୁଲ, ନୂଆ ବର୍ଷ ପୂର୍ବରୁ ଜଲ୍ଦି ସାରି ଦିଅନ୍ତୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାମ

ବର୍ତ୍ତମାନ ସବୁ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବ୍ୟାଙ୍କ ହେଉ ଅବା ଅଟୋ ମୋବାଇଲ , ସବୁ ଥିରେ ଟେକ୍ନୋଲୋଜିର ପରିବର୍ତ୍ତନ ହେଉଛି । ନୂଆ ରୁଲ ରେଗୁଲେସନ ସବୁ ଆସୁଛି , ଏମିତିକି ନିଜ ପରିଚୟପତ୍ରର ମଧ୍ୟ ଅପଡେଟ ହେଉଛି । ଯଦି ଆପଣ ଚାକିରୀ କରିଛନ୍ତି ଓ ଆପଣଙ୍କ ଖାତା ପିଏଫ…

କଳିଯୁଗ ପରେ ଆସିବ ଏହି ଯୁଗ, ଏବେଠୁ ହୋଇଯାଆନ୍ତୁ ସତର୍କ

ପୂର୍ବରୁ ସତ୍ୟ, ତ୍ରେତୟା ଓ ଦ୍ୱାପର ଯୁଗ ଥିଲା । ଅବଶ୍ୟ ସବୁ ଜିନିଷ ଆରମ୍ଭ ହୋଇଛି ମାନେ ଅନ୍ତ ମଧ୍ୟ ସୁନିଶ୍ଚିତ । ହିନ୍ଦୁ ଧର୍ମ ଗ୍ରନ୍ଥରେ ଚାରିଟି ଯୁଗ ସତ୍ୟଯୁଗ , ତ୍ରେତୟାଯୁଗ , ଦ୍ୱାପର ଯୁଗ ଓ କଳିଯୁଗ ବିଷୟରେ ବର୍ଣ୍ଣନା କରାଯାଇଛି । ବର୍ତ୍ତମାନ ଆମେ କଳିଯୁଗରେ ହିଁ ବଞ୍ଚିଛୁ ।…