ୟୁଜର୍ସଙ୍କର ଆଉ ହେବନି ହାତ ବିନ୍ଧା, ବିନା ସ୍କ୍ରଲିଂରେ ଚାଲିବ ରିଲ୍ସ !
ସୋସିଆଲ ମିଡିଆକୁ ନେଇ ଏକ୍ସପର୍ଟସମାନେ ସବୁବେଳେ ସତର୍କ କରୁଛନ୍ତି । ଯାହାର ନିଶା ମାନସିକ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହା ସତ୍ତ୍ବେ ପ୍ଲାଟଫର୍ମଗୁଡିକ ୟୁଜର୍ସଙ୍କ ସାମ୍ନାରେ ନୂଆ ନୂଆ ଫିଚର୍ସ ରଖୁଛନ୍ତି । ଯାହା ୟୁଜର୍ସଙ୍କୁ ସେମାନଙ୍କ ପ୍ଲାଟଫର୍ମରେ ବାନ୍ଧି ରଖିପାରିବ ।…