Browsing Tag

interesting news

ଏହି ଘୋଡାର ଅଜବ ସଉକ ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ !

କେବେ ଆପଣ ଶୁଣିଛନ୍ତି କି କୌଣସି ଘୋଡା ମଦ ପିଇବାର? ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଘୋଡା ବିଷୟରେ କହିବୁ, ଯିଏ କେବଳ ଘାସ ଖାଏନାହିଁ, ବରଂ ଏହାସହିତ ବିୟର ମଧ୍ୟ ଜମେଇକି ପିଇଥାଏ। ଏପରିକି, ବିୟର ପିଇସାରିବା ପରେ ଘୋଡା ଝୁମିବାରେ ଲାଗିଥାଏ। ସାଧାରଣତଃ କୌଣସି ପବରେ ଆପଣ ବିୟର କେବଳ…

ପାହାଡ଼, ପର୍ବତ ଘେରା ଏହି ସୁନ୍ଦର ଗାଁରେ ରହିବା ପାଇଁ ମିଳୁଛି ୩୮.୬ ଲକ୍ଷ ଟଙ୍କା ! ୧୫୦୦ ଲୋକ କରିସାରିଲେଣି ଆବେଦନ

ପାହାଡ଼, ପର୍ବତ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଛୁଟି ଦିନମାନଙ୍କରେ ହିଲ ଷ୍ଟେସନରେ ଅଧିକ ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ଟିକେ ଭାବନ୍ତୁ ତ, ଯଦି କୌଣସି ସୁନ୍ଦର ପାହାଡି ଗାଁରେ ରହିବା ପାଇଁ ଆପଣଙ୍କୁ ସେଠାକାର ପ୍ରଶାସନ ଓଲଟା ପଇସା ଦେବେ, ତ ଆପଣ କ'ଣ କରିବେ। ନିଶ୍ଚୟ ମନ ହେବ…

ଗ୍ରାହକ ବସିଥିବା ବେଳେ ରେଷ୍ଟୁରାଣ୍ଟ ଭିତରେ ପଶିଲା ଚିତାବାଘ, ପୁଣିଥରେ ଭାଇରଲ ହେଉଛି ଏହି Video

ଏକ ମାସ ତଳେ ଦକ୍ଷିଣ ଆଫ୍ରିକାରେ ସାବି ସ୍ୟାଣ୍ଡସ ଗେମ ରିଜର୍ଭର Singita Ebony Lodgeରେ କିଛି ଗ୍ରାହକ ଏକ ଚିତାବାଘ ବୁଲୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ସମୟରେ ଏହି ଭିଡ଼ିଓକୁ Kruger Sightings ଦ୍ୱାରା ୟୁଟ୍ୟୁବରେ ସେୟାର କରାଯାଇଥିଲା। ଏବେ ଏହି ଭିଡ଼ିଓ ପୁଣିଥରେ ଭାଇରଲ…

ବିବାହ କରିବାକୁ ଯାଉଥିଲେ ବର-କନ୍ୟା, ହଠାତ ରାସ୍ତାରେ ହେଲା ଭୀଷଣ ବର୍ଷା, ପାଦରେ ଚାଲି ଚାଲି ପାର ହେଲେ ଉଛୁଳା ନଦୀ

ଫିଲିପାଇନ୍ସରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି। ଘଟଣାଟି ହେଲା, ଏକ ବର, କନ୍ୟା ବିବାହ କରିବାକୁ ଚର୍ଚ୍ଚ ଯାଉଥିଲେ। ରାସ୍ତାରେ ଲୁୟାଙ୍ଗ ନଦୀ ପଡ଼ିଥିଲା। କିନ୍ତୁ ସେମାନେ ଏକାଠି ମିଶି ନଦୀ ପାର ହୋଇଥିଲେ ଏବଂ ଶେଷରେ…

ବ୍ରିଟିଶ ପ୍ରଫେସର ‘ଇଡିଲି’କୁ କହିଲେ ସବୁଠୁ ବୋରିଂ, ସୋସିଆଲ ମିଡିଆରେ ଆରମ୍ଭ ହୋଇଗଲା ହଙ୍ଗାମା

ବ୍ରିଟେନର ଜଣେ ପ୍ରଫେସର ଭାରତୀୟ ଖାଦ୍ୟ 'ଇଡଲି'କୁ ସବୁଠାରୁ ବୋରିଂ ବୋଲି କହିଛନ୍ତି, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କିଛି ଲୋକଙ୍କ କହିବା ହେଲା, ପ୍ରଫେସରଙ୍କ କଥାକୁ ଅଯଥାରେ ପ୍ରସଙ୍ଗ କରାଯାଉଛି। ଅନ୍ୟ କିଛି ଲୋକ କହିଛନ୍ତି, ଏହା ଆମ ସଂସ୍କୃତି ଏବଂ ସଭ୍ୟତାର…

୨,୦୦୦ ଫୁଟ ଉଚ୍ଚ ଆକାଶରେ ବିମାନ ଭିତରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା, ଖୁସିରେ ନବଜାତକକୁ ସାରା ଜୀବନ ପାଇଁ ମିଳିଲା…

ଭୂମିଠାରୁ ୨,୦୦୦ ଫୁଟ ଉଚ୍ଚ ଆକାଶରେ ଉଡ଼ୁଥିବା ଏକ ଫ୍ଲାଇଟରେ ଜଣେ ମହିଳା ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଘଟଣାଟି ଘଟିଛି The Egyptians Flight MS777ରେ। ଏହା କୈରୋରୁ ଲଣ୍ଡନ ଯାଉଥିଲା। ଫ୍ଲାଇଟରେ ୟମନର ଜଣେ ମହିଳା ପାସେଞ୍ଜର ଯାତ୍ରା କରୁଥିଲେ, ଯିଏକି ଗର୍ଭବତୀ ଥିଲେ। ତାଙ୍କ ନାଁ ହିୟ…

ନିଜ ଛୁଆକୁ ଗଛ ଉପରେ ଚଢ଼ାଇବା ଶିଖାଉଥିଲା ମା’ ଭାଲୁ, ତା’ ପରେ କ’ଣ ହେଲା ଦେଖନ୍ତୁ Viral Video

ଏକ ଭାଲୁ ତା' ଛୁଆକୁ ଗଛ ଉପରେ ଚଢ଼ାଇବା ଶିଖାଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ, ପ୍ରଥମେ ମା' ଭାଲୁ ଗଛ ଉପରେ ଚଢୁଛି। ଏହାକୁ ଗଛ ତଳେ ଛିଡା ହୋଇଥିବା ତା' ଛୁଆ ଧ୍ୟାନର ସହ ଦେଖୁଛି। କିଛି ସମୟ ପରେ ମା' ଭାଲୁ ତଳକୁ ଆସିବାକୁ ଚେଷ୍ଟା…

ଜମ୍ମୁ ଷ୍ଟେସନ ବାହାରେ ଯାତ୍ରୀଙ୍କ ମନୋରଞ୍ଜନ କଲେ ପୋଲିସ ଯବାନ, ହାତରେ ଗୀଟାର ଧରି ଗାଇଲେ, ‘ଗୁଲାବି…

ଜମ୍ମୁ ପୋଲିସ କପର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଭିଡ଼ିଓରେ ଦେଖାଯାଉଛି, ଜମ୍ମୁ ଷ୍ଟେସନ ବାହାରେ ଛିଡ଼ାହୋଇଥିବା ଯାତ୍ରୀମାନଙ୍କ ମନୋରଞ୍ଜନ କରିବା ପାଇଁ ନିଜେ ପୋଲିସ ସବଡିଭିଜନାଲ ଅଫିସର ହାତରେ ଗୀଟାର ଧରି ଗୀତ ଗାଉଛନ୍ତି। ସେ 1970 ମସିହାର ଫିଲ୍ମ 'ଦ ଟ୍ରେନ'ର…

କୁକୁର ଛୁଆ ଭାବି ଘରକୁ ନେଇଆସିଥିଲେ, ଟୁଇଟ କରି ଲେଖିଲେ, ‘କିଏ ଏହାର ମାଲିକ’? ହେଲେ ପରେ ସାମ୍ନାକୁ…

ଜାପାନର ଜଣେ ବ୍ୟକ୍ତି ଟୁଇଟରରେ କରିଥିବା ନିଜ ପୋଷ୍ଟକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନିଜ ଟୁଇଟର ହ୍ୟାଣ୍ଡେଲରୁ ଏକ ଛୋଟ ଜନ୍ତୁର କିଛି ଫଟୋ ସେୟାର କରିଛନ୍ତି। ଏଥିରେ ସେ କ୍ୟାପସନ ଲେଖିଛନ୍ତି, 'ମୋତେ ଏହି କୁକୁର ଛୁଆ ରାସ୍ତାରୁ ମିଳିଛି। ମୁଁ ଏହାକୁ ବର୍ତ୍ତମାନ ମୋ ଘରକୁ ନେଇ…

ସୋସିଆଲ ଡିଷ୍ଟାନସିଂ ପାଳନର ଅଜବ ଯୁଗାଡ଼, ରେଷ୍ଟୁରାଣ୍ଟ ବାହାରେ ବସିଥିବା ଗ୍ରାହକ ମୁଣ୍ଡରେ ପିନ୍ଧିଛନ୍ତି ଏମିତି…

ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ଜାରି ରହିଛି। ସବୁଠି ଲୋକେ ସୋସିଆଲ ଡିଷ୍ଟାନସିଂ ପାଳନ କରୁଥିବାର ନଜର ଆସୁଛନ୍ତି। ଜର୍ମାନୀର ରେଷ୍ଟୁରାଣ୍ଟ 'Cafe and Conditory Roth' ମଧ୍ୟ ସୋସିଆଲ ଡିଷ୍ଟାନସିଂର ଏକ ନୂଆ ତରିକା ବାହାର କରିଛି, ଯାହାକି ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି। ଏହି…

ଲକଡାଉନରେ ଘରେ ରୁଟି ବେଲୁଥିବା ବେଳେ ମହିଳାଙ୍କ ସହ ଘଟିଗଲା ଏମିତି ଘଟଣା, ୯୦ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି…

ବେକ କରିବା ସବୁବେଳେ ସହଜ ହୋଇ ନ ଥାଏ। ବୁଧବାର ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡ଼ିଓରୁ ଏହା ଜଣାପଡିଛି। ଆଣ୍ଡ୍ରେସ ପେର୍କୁ ଏଲେଗ୍ରୀଆ ନାମ୍ନୀ ମହିଳା ଭିଡ଼ିଓଟିକୁ ସେୟାର କରିଛନ୍ତି। ଏଥିରେ ସେ ଅଟାରେ ରୁଟି ବେଲୁଥିବା ବେଳେ କିପରି ଫେଲ ମାରୁଛନ୍ତି, ତାହା ଦେଖିବାକୁ ମିଳୁଛି।…

ସେଲିବ୍ରିଟି ସେଫ ବିକାଶ ଖାନ୍ନା ବହୁ ବର୍ଷ ତଳେ ଏହି ବୃଦ୍ଧଙ୍କୁ ଠୁ ଶିଖିଥିଲେ ‘ଡବା ରୁଟି’ ତିଆରି…

ସେଲିବ୍ରିଟି ସେଫ ବିକାଶ ଖାନ୍ନା ନିକଟରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଗୁରୁ ଦକ୍ଷିଣା ଦେଇଛନ୍ତି, ଯିଏକି ତାଙ୍କୁ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ 'ଡବା ରୁଟି' ତିଆରି କରିବା ଶିଖାଇଥିଲେ। ବିକାଶ ସୋମବାର ଏକ ଟୁଇଟ କରି ଆନ୍ଧ୍ରପ୍ରଦେଶରେ 'ଡବା ରୁଟି' ତିଆରି କରୁଥିବା ସେଫ ସତ୍ୟମଙ୍କୁ ଖୋଜିବା ପାଇଁ…