Browsing Tag

iraq

ଇରାକ୍‌ରେ ବଡ଼ ଏୟାରଷ୍ଟ୍ରାଇକ୍‌ କଲା ଆମେରିକା, ୧୬ ନାଗରିକଙ୍କ ମୃତ୍ୟୁ; ୨୫ ଆହତ

ନିଜର ୩ ସୈନିକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଆମେରିକା । ଜୋର୍ଡାନରେ ଆମେରିକୀୟ ସୈନିକମାନଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା ଏବଂ ଇରାକ୍‌ ଓ ସିରିୟାରେ ମୃତ୍ୟୁର ତାଣ୍ଡବ ରଚିଛି । ଇରାକରେ ଇରାନ ସମର୍ଥିତ ଠିକଣା ଉପରେ ଆମେରିକା…

ୟୁନିଭରସିଟି ହଷ୍ଟେଲରେ ନିଆଁ: ୧୪ ମୃତ, ୧୮ ଗୁରୁତର

ଇରାକ : ଇରାକର ଏରାବିଲ ସ୍ଥିତ ଏକ ୟୁନିଭରସିଟିରେ ନିଆଁ ଲାଗିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିବା ଜଣାପଡିଛି । ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କୁର୍ଦ୍ଦିସ୍ତାନ ଅଞ୍ଚଳରେ…

ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ: ବର, କନ୍ୟାଙ୍କ ସମେତ ଶତାଧିକ ମୃତ

ନୂଆଦିଲ୍ଲୀ : ଖୁସିରେ ଲାଗିଗଲା ଗ୍ରହଣ । ଆଖି ଆଗରେ ଚାଲିଗଲା ବର, କନ୍ୟାଙ୍କ ସହ ଶହେରୁ ଅଧିକ ଜୀବନ। ଇରାକର ହାମଦାନିଆ ଜିଲ୍ଲାରେ ଥିବା ନିନଭେଦ ପ୍ରୋଭିନ୍ସ ସହରରେ ଘଟିଛି ଏପରି ଏକ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦେଢ ଶହରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।…

ଫୁଟବଲ୍‌ ଷ୍ଟାଡିୟମ ପାଖରେ ବିସ୍ଫୋରଣ; ୧୦ ମୃତ, ୨୦ରୁ ଅଧିକ ଗୁରୁତର

ଇରାକର ରାଜଧାନୀ ବାଗଦାଦର ଫୁଟବଲ ଷ୍ଟାଡିୟମ ନିକଟରେ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଫୁଟବଲ ଖେଳିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ମୃତକ ଏବଂ ଆହତଙ୍କ ମଧ୍ୟରେ ଫୁଟବଲ ଖେଳୁଥିବା ଲୋକ ସାମିଲ…

ଇରାକ୍‌ରେ ସିୟା ଧର୍ମଗୁରୁ ରାଜନୀତି ଛାଡ଼ିବା ପରେ ସ୍ଥିତି ଅଣାୟତ୍ତ, ରାଷ୍ଟ୍ରପତି ଭବନରେ ପଶିଲେ ଲୋକ; ଗୁଳିମାଡ଼ରେ ୮…

ଇରାକରେ ଏବେ ଦେଖାଦେଇଛି ଶ୍ରୀଲଙ୍କା ଭଳି ସ୍ଥିତି। ଦେଶରେ ଅରାଜକତା ବଢ଼ିଛି। ସୋମବାର ଦିନ ଶକ୍ତିଶାଳୀ ସିୟା ମୁସ୍‌ଲିମ୍‌ ଧର୍ମଗୁରୁ ମୁକ୍ତଦା ଅଲସଦର ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ଏ ନେଇ ସେ ଘୋଷଣା କରିବା ପରଠାରୁ ଦେଶରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବାଗଦାଦ ଧର୍ମଗୁରୁଙ୍କ ସମର୍ଥକ ଓ…

ଇରାକ୍‌ରେ ଆମେରିକା ଦୂତାବାସ ଉପରେ ୧୨ ମିସାଇଲ୍‌ ମାଡ଼, କାରଣ ଜାଣିନଥିବା କହିଲେ ସରକାର

ଇରାକରେ ଆମେରିକାର ଦୂତାବାସ ନିକଟରେ ୧୨ଟି ମିସାଇଲ୍‌ ମାଡ଼ ହୋଇଛି। ଏହି ମିସାଇଲ୍‌ ମାଡ଼ ହେବା ପରେ ପୂରା ସହର ଭୟରେ ଥରୁଛି। ଲୋକମାନେ ଏତେ ସଂଖ୍ୟକ ମିସାଇଲ୍‌ ମାଡ଼ ହେବାର କାରଣ ସମ୍ପର୍କରେ କିଛି ବୁଝି ପାରିନାହାନ୍ତି। ଫଳରେ ପୂରା ସହର ସ୍ତବ୍ଧ ହୋଇଯାଇଛି। ତେବେ ଏହି ମିସାଇଲ୍‌ ଆକ୍ରମଣ…

କୋଭିଡ୍ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ୪୪ ମୃତ ୬୭ ଆହତ

ଇରାକର ନାସିରିଆରେ ଏକ କୋଭିଡ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ। କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୭ ଜଣ ଆହତ ହୋଇଛନ୍ତି। ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ୍ ବିସ୍ଫୋରଣ ହେବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ଘଟଣା ପରେ ପ୍ରଧାନମନ୍ତ୍ରୀ…

ପୋଖରୀ ତଳୁ ଉଦ୍ଧାର ହେଲା  ୩୪୦୦ ବର୍ଷ ତଳର ରାଜମହଲ, ଜାଣନ୍ତୁ କେଉଁଠି

ବେଳେ ବେଳେ ଆମ ଅଜାଣତରେ ଏମିତି କିଛି ବସ୍ତୁ ମିଳିଯାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଆଉ ଏହି ମିଳିଥିବା ବସ୍ତୁ ଯଦି ପୁରାତନ ହୋଇଥାଏ  ତେବେ ତ ତାହା ବିଷୟରେ ଜଣିବାର କୌତୁହଳ ବଢିଯାଏ। ଏମିତି କିଛି ଘଟଣା ଘଟିଛି ଇରାକର କୁର୍ଦିସ୍ତାନ ଅଞ୍ଚଳରେ ଯେଉଁଠି ଏକ ପୋଖରୀ ଶୁଖିବା ପରେ ଏକ…