Browsing Tag

israel

କ’ଣ ରହିଛି ଇସ୍ରାଏଲ୍‌ର ଏହି ବିବାଦୀୟ ସିଡିର କାହାଣୀ, ଜାଣନ୍ତୁ କାହିଁକି ବର୍ଷ ବର୍ଷ ଧରି ସେହିଠାରେ ପଡ଼ିଛି

ହମାସ ସହ ଯୁଦ୍ଧ ଯୋଗୁ ଏବେ ଇସ୍ରାଏଲ୍ ଚର୍ଚ୍ଚାରେ ରହିଛି । ଲୋକମାନେ ଏହି ଛୋଟିଆ ଦେଶ ଏବଂ ଏହାର ନାଗରିକମାନଙ୍କ ବିଷୟରେ ସବୁକିଛି ଜାଣିବା ପାଇଁ ଚାହୁଁଛନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏହି ଦେଶ କିମ୍ବା ଏହାର ନାଗରିକମାନଙ୍କ ବିଷୟରେ ନୁହେଁ, ବରଂ ଏହାର ଏକ ସହର ‘ଜେରୁଜେଲମ୍‌’ରେ ଥିବା ଏକ…

ଇସ୍ରାଏଲ ସେନାର ଘେରାବନ୍ଦୀରେ ଗାଜା, ଚାରିପଟୁ ହମଲା କରୁଛି ଆଇଡିଏଫ

ହମାସ ରାସ୍ତା ସିଲ୍। ଇସ୍ରାଏଲ ସେନାର ନିର୍ଣ୍ଣାୟକ ଲଢ଼େଇ। ଗାଜାକୁ ଚାରିପଟୁ ଘେରି ହମାସ ଠିକଣାରେ ହମଲା କରୁଛି ଆଇଡିଏଫ। ଜଳ, ସ୍ଥଳ ଓ ଆକାଶରୁ ବର୍ଷୁଛି ବାରୁଦ। ଗ୍ରାଉଣ୍ଡ ଅପରେସନରେ ବହୁ ହମାସ ଆତଙ୍କୀ ନିପାତ। ଏପଟେ ପୁଣି ଇସ୍ରାଏଲରେ ଆମେରିକାର ଟପ୍ କୂଟନୀତିଜ୍ଞ। ବେଞ୍ଜାମିନ…

ଗାଜା ଉପରେ ରାତି ଅଧରେ ଇସ୍ରାଏଲର ବୋମା ବର୍ଷା, ହ୍ବାଇଟ୍ ଫସଫରସ୍ ବୋମା ବ୍ୟବହାର ହେଉଥିବା କୁହାଯାଉଛି

କେନ୍ୟୁଜ୍(ବ୍ୟୁରୋ): ଗାଜାରେ ରାତି ଅଧରେ ଇସ୍ରାଏଲର ବୋମା ବର୍ଷା । ଜନବସତି ଅଞ୍ଚଳରେ ତୀବ୍ର ଆକ୍ରମଣରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ-ହମାସ ଯୁଦ୍ଧକୁ ୨୨ ଦିନ ବିତିଥିବା ବେଳେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଏବଂ ବାୟୁସେନା ଗାଜା ପଟ୍ଟିରେ ଆକ୍ରମଣକୁ ତୀବ୍ର କରିଛି । ଏହି…

ଇସ୍ରାଏଲ ଗସ୍ତରେ ଯିବେ ରିଷି ସୁନକ୍ , ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ : ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଯିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତ ପରେ ଆଜି ଯାଉଛନ୍ତି ସୁନକ୍ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଭେଟି ଆଲୋଚନା କରିବେ । ଏଥିସହ ମଙ୍ଗଳବାର ଗାଜାର…

ଇସ୍ରାଏଲକୁ ତେହେରାନର କଡ଼ା ଚେତାବନୀ: ଆହୁରି ଭୟଙ୍କର ହେବ ଯୁଦ୍ଧ

କେନ୍ୟୁଜ୍(ବ୍ୟୁରୋ): ମଧ୍ୟ ପ୍ରାଚ୍ୟରେ ଆହୁରି ଭୟଙ୍କର ହେବ ଯୁଦ୍ଧ । ଇସ୍ରାଏଲ-ହମାସ ଯୁଦ୍ଧରେ ସାମିଲ ହେବା ନେଇ ଧମକ ଦେଇଛି ଇରାନ । ଏନେଇ ଇସ୍ରାଏଲକୁ ତେହେରାନ କଡ଼ା ବାର୍ତ୍ତା ଦେଇ  କହିଛି ଯଦି ଗାଜାରେ ହମାସ ବିରୋଧରେ ଇସ୍ରାଏଲ ନିଜର ମିଲିଟାରୀ ଅଭିଯାନ ଜାରି ରଖେ ତେବେ ଇରାନ ହସ୍ତକ୍ଷେପ…

‘ଅପରେସନ ଅଜୟ’: ଇସ୍ରାଏଲରୁ ଚତୁର୍ଥ ବିମାନରେ ସ୍ବଦେଶ ଫେରିଛନ୍ତି ୨୭୪ ଭାରତୀୟ

କେନ୍ୟୁଜ୍(ବ୍ୟୁରୋ):  'ଅପରେସନ ଅଜୟ'ରେ ଇସ୍ରାଏଲରୁ ଚତୁର୍ଥ ବିମାନରେ ସ୍ବଦେଶ ଫେରିଛନ୍ତି ୨୭୪ ଭାରତୀୟ । ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ତେଲ୍ ଅଭିଭରୁ ଅଣାଯାଇଛି । ତୃତୀୟ ବିମାନରେ ଗତକାଲି ସ୍ବଦେଶ ଫେରିଛନ୍ତି ୧୯୭ ଭାରତୀୟ । ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଫସି…

ଦକ୍ଷିଣ ଗାଜାରେ ଆତଙ୍କର ବାତାବରଣ, ଲୋକେ ଘରଦ୍ବାର ଛାଡ଼ି ପଳାଉଛନ୍ତି

ଦକ୍ଷିଣ ଗାଜାରେ ଆତଙ୍କର ବାତାବରଣ। ଲୋକେ ଘରଦ୍ବାର ଛାଡ଼ି ପଳାଉଛନ୍ତି। ଲୋକ ଘର ଛାଡ଼ିବା ମାତ୍ରେ ଗାଜା ଭିତରେ ପଶିବେ ଇସ୍ରାଏଲ ସେନା। ହମାସକୁ ନିପାତ କରିବାକୁ ଆରମ୍ଭ ହେବ ଅପରେସନ। ଉତ୍ତର ଗାଜାରୁ ଘର ଛାଡ଼ି ୨ଟି ରୁଟରେ ଦକ୍ଷିଣକୁ ସ୍ଥାନାନ୍ତର ହେବାକୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ ସେନା।…

ଅପରେସନ ଅଜୟ: ଇସ୍ରାଏଲରୁ ଦ୍ବିତୀୟ ପର୍ଯ୍ୟାୟରେ ଫେରିଲେ ୨୩୫ଜଣ ଭାରତୀୟ

ନୂଆଦିଲ୍ଲୀ : 'ଅପରେସନ ଅଜୟ'ରେ ଇସ୍ରାଏଲରୁ ଦ୍ବିତୀୟ ପର୍ଯ୍ୟାୟରେରେ ସ୍ବଦେଶ ଫେରୁଛନ୍ତି ୨୩୫ଜଣ ଭାରତୀୟ । ସେମାନଙ୍କୁ ଏକ ସ୍ବତନ୍ତ୍ର ବିମାନରେ ସୁରକ୍ଷିତ ଭାବେ ଅଣାଯାଉଛି । ଗତକାଲି ରାତିରେ ବିମାନଟି ତେଲ ଅଭିଭ ଛାଡ଼ିଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ…

ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ୯ ଓଡ଼ିଆ

ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ଓଡ଼ିଆ। 'ଅପରେସନ ଅଜୟ'ରେ ସ୍ବଦେଶ ଫେରିଥବା ୨୧୨ ଜଣ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ୯ ଜଣ ଓଡ଼ିଆ । ଭାରତୀୟଙ୍କୁ ନେଇ ସ୍ବତନ୍ତ୍ର ବିମାନ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଯୁଦ୍ଧର ଭୟଙ୍କର ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି । ଯୁଦ୍ଧ ଭିତରେ କେମିତି ଓ କେଉଁଠି ରହୁଥିଲେ…

ଇସ୍ରାଏଲ୍‌କୁ ଋଷି ସୁନକଙ୍କ ସାହାଯ୍ୟ; ପଠାଇଲେ ଗୁପ୍ତଚର ବିମାନ, ୨ ଯୁଦ୍ଧପୋତ, ୩ ମର୍ଲିନ୍ ହେଲିକପ୍ଟର ଓ ସାମୁଦ୍ରିକ…

ଇସ୍ରାଏଲକୁ ସାହାଯ୍ୟର ହାତ ବଢ଼ାଇଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ। ଇସ୍ରାଏଲ ପାଇଁ ସୁନକ ଏକ ଗୁପ୍ତଚର ବିମାନ, ଦୁଇଟି ଯୁଦ୍ଧପୋତ, ତିନୋଟି ମର୍ଲିନ୍ ହେଲିକପ୍ଟର ଏବଂ ସାମୁଦ୍ରିକ କମାଣ୍ଡୋଙ୍କ ଏକ କମ୍ପାନୀ ପଠାଇଛନ୍ତି। ଭୂମଧ୍ୟସାଗରରେ ଏମାନଙ୍କୁ ନିୟୋଜିତ କରାଯିବ, ଯଦ୍ଦ୍ଵାରା…

ଅପରେସନ୍ ଅଜୟ: ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ, ସେମାନଙ୍କ ମଧ୍ୟରେ ରହିଛନ୍ତି ୭ ଓଡ଼ିଆ

(କେନ୍ୟୁଜ);  ହମାସ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୬ ଦିନରେ ପହଂଚିଛି । ଗାଜା ଉପରେ ଘନ ଘନ ବିମାନ ଆକ୍ରମଣ କରୁଛି ଇସ୍ରାଏଲ । ସେପଟେ ଇସ୍ରାଏଲ ସହର ଉପରେ ରକେଟ ମାଡ଼ କରୁଛି ହମାସ୍ । ଲେବାନନ ଓ ସିରିଆ ପଟୁ ମଧ୍ୟ ରକେଟ ମାଡ଼ ହୋଇଛି । ଏସବୁ ସ୍ଥିତି ଭିତରେ ଇସ୍ରାଏଲରେ ଥିବା ଭାରତୀୟଙ୍କ…

ଭାରତ କିମ୍ବା ଅନ୍ୟ ଦେଶକୁ ଅଫିସ ସ୍ଥାନାନ୍ତରିତ କରିପାରନ୍ତି ଇସ୍ରାଏଲରେ ଥିବା ସୂଚନାପ୍ରଯୁକ୍ତି କମ୍ପାନୀ

ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ପାଇଁ ପ୍ରଭାବିତ ହେଉଛନ୍ତି ଆଇଟି କମ୍ପାନୀ ।  ଭାରତ କିମ୍ବା ଅନ୍ୟ ଦେଶକୁ ଅଫିସ ସ୍ଥାନାନ୍ତରିତ କରିପାରନ୍ତି ଇସ୍ରାଏଲରେ ଥିବା ସୂଚନାପ୍ରଯୁକ୍ତି କମ୍ପାନୀ। ଯଦି ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଲଢେଇ ଶୀଘ୍ର ନିର୍ଣ୍ଣାୟକ ସ୍ଥିତିକୁ ନଆସେ ତେବେ ସେଠାକାର…