Below header
Browsing Tag

israel

ଇସ୍ରାଏଲରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ, ନେତାନ୍ୟାହୁଙ୍କୁ ସମର୍ଥନ ଜଣାଇଲେ

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି । ଯୁଦ୍ଧ ସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ପୂର୍ବରୁ ତେଲ୍ ଅଭିଭରେ ପହଞ୍ଚିବା ପରେ ବ୍ଲିଙ୍କେନଙ୍କୁ ସ୍ବାଗତ କରାଯାଇଥିଲା । ଇସ୍ରାଏଲ-ହମାସ ମଧ୍ୟରେ…

ଜୀବିତ ଅଛନ୍ତି ଟାଟୁ ଆର୍ଟିଷ୍ଟ୍‍! ଯାହାଙ୍କ ନଗ୍ନ ମୃତଦେହକୁ ଟ୍ରକ୍‌ରେ ପକାଇ ପରେଡ୍‌ କରିଥିଲେ ହମାସ୍‌ ଆତଙ୍କବାଦୀ

ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ହମାସ ଆତଙ୍କବାଦୀମାନେ ଏକ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ପ୍ରବେଶ କରିଥିଲେ। ସେଠାରେ ସେମାନେ ଅତି କମରେ ୨୬୦ ଜଣଙ୍କୁ ମାରିଥିଲେ। ବହୁ ସଂଖ୍ୟାରେ ଲୋକଙ୍କୁ ସେମାନେ ଅପହରଣ ମଧ୍ୟ କରି ନେଇଯାଇଥିଲେ। ଲୋକମାନଙ୍କ ସହିତ ଆତଙ୍କବାଦୀଙ୍କ ବର୍ବରତାର ଭିଡିଓ ଏବଂ…

ପଛଘୁଞ୍ଚା ଦେବାକୁ ଇସ୍ରାଏଲ ଓ ହାମାସ ଉଭୟ ଅରାଜି, ଆଉ ଅକାଳରେ ଚାଲିଯାଉଛି ଧନଜୀବନ

ଇସ୍ରାଏଲ୍‌ ଓ ହାମାସ ମଧ୍ୟରେ ଯୁଦ୍ଧକୁ ୪ ଦିନ ହୋଇଗଲାଣି । ଗତ ଶନିବାର ହାମାସ ୫୦୦୦ ରକେଟ ସାହାଯ୍ୟରେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଥିଲା ।  ଏହି ଲଢେଇରେ ଉଭୟ ପକ୍ଷରୁ ପ୍ରାୟ ୧୬ଶହ ଜୀବନ ଗଲାଣି । ଇସ୍ରାଏଲ୍‌ରେ ୯ଶହ ଲୋକଙ୍କ ଜୀବନ ଯାଇଥିବା ବେଳେ ହାମାସରେ ୭ଶହ ଜୀବନ ଯାଇଛି ।…

ହମାସ୍‌ ସହ ଯୁଦ୍ଧ ମଧ୍ୟରେ ପିଏମ୍‌ ମୋଦିଙ୍କ ସହିତ ଫୋନ୍‌ରେ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍…

ହମାସ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ନେତନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ପିଏମ୍‌ ମୋଦି କହିଛନ୍ତି ଯେ…

ଇସ୍ରାଏଲ୍-ପାଲେଷ୍ଟାଇନ୍ ଭୟଙ୍କର ଯୁଦ୍ଧ, ଗଲାଣି ୧୬ଶହ ଜୀବନ

ନୂଆଦିଲ୍ଲୀ : ହମାସ ଆକ୍ରମଣର ଭୟଙ୍କର ପ୍ରତିଶୋଧ ନେଉଛି ଇସ୍ରାଏଲ । ଗାଜାକୁ ସଂପୂର୍ଣ୍ଣ ଘେରାବନ୍ଦୀ କରି ହମଲା କରୁଛି । ଘନଘନ ଏୟାରଷ୍ଟ୍ରାଇକ୍ । ବର୍ଷୁଛି ମିସାଇଲ୍ ଓ ରକେଟ୍ । ଗାଜାକୁ ବିଦ୍ୟୁତ ଯୋଗାଣ ବନ୍ଦ କରି ଘନଅନ୍ଧାର ଭିତରେ ଜୋରଦାର ହମଲା କରୁଛି ଇସ୍ରାଏଲ୍ । ବର୍ତ୍ତମାନ ସୁଦ୍ଧା…

ଇସ୍ରାଏଲ୍‌ରେ ସୁରକ୍ଷିତ ଅଛନ୍ତି ସମସ୍ତ ୧୮,୦୦୦ ଭାରତୀୟ, ଆଶ୍ୱସ୍ତିକର ଖବର ଦେଲା ଭାରତୀୟ ଦୂତାବାସ

ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଦୂତାବାସ ସୂତ୍ରରୁ ଜଣାପଡ଼ିଛି ଯେ ଇସ୍ରାଏଲରେ ବାସ କରୁଥିବା ସମସ୍ତ ୧୮ ହଜାରରୁ ଅଧିକ ଭାରତୀୟ ସୁରକ୍ଷିତ ଅଛନ୍ତି। ସେମାନେ ଭାରତୀୟ ଦୂତାବାସ ସହିତ କ୍ରମାଗତ ଯୋଗାଯୋଗରେ ଅଛନ୍ତି।…

କାହିଁକି ହେଉଛି ଇସ୍ରାଏଲ-ହାମାସ ଯୁଦ୍ଧ ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଚାରିଆଡ଼େ ଶବ । କେଉଁଠି ବଡ଼ ବଡ଼ ବିଲ୍ଡିଂରୁ ଧୂଆଁ ବାହାରୁଛି ତ ଆଉ କେଉଁଠି ରାସ୍ତାରେ କ୍ଷୟକ୍ଷତିରେ ଦୃଶ୍ୟ ଦେଖିବାକୁ ମିଳୁଛି । ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି । ଚାରିଆଡ଼େ ଚାଲିଛି ବୋମା ମାଡ଼ । ଉଗ୍ର ରୂପ ଧାରଣ କରିଛି ଇସ୍ରାଏଲ ଏବଂ ହାମାସ ଯୁଦ୍ଧ । ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ…

ଏୟାର ଇଣ୍ଡିଆ ଯାତ୍ରୀଙ୍କ ଚିନ୍ତା ବଢ଼ିଲା, ଇସ୍ରାଏଲକୁ ସମସ୍ତ ଉଡ଼ାଣ ଅକ୍ଟୋବର ୧୪ ଯାଏ ବାତିଲ

ଇସ୍ରାଏଲ ଉପରେ ହାମାସର ଆକ୍ରମଣ ପରେ ବିଶ୍ୱରେ ନୂତନ ଯୁଦ୍ଧ ଆରମ୍ଭ ହୋଇଛି, ଯାହାର ପ୍ରଭାବ ଏବେ ଚାରିଆଡେ ଦେଖିବାକୁ ମିଳୁଛି। ବର୍ତ୍ତମାନର ସଙ୍କଟକୁ ଦୃଷ୍ଟିରେ ରଖି ଘରୋଇ ବିମାନ କମ୍ପାନୀ ‘ଏୟାର ଇଣ୍ଡିଆ’ ଇସ୍ରାଏଲର ରାଜଧାନୀ ତେଲ ଅଭିଭ୍‌ ଅଭିମୁଖେ ନିଜର ସମସ୍ତ ଉଡ଼ାଣକୁ ଅକ୍ଟୋବର ୧୪ ଯାଏ…

ଲାଇଭ ରିପୋର୍ଟିଂ କରିବା ବେଳେ ଫିଲିସ୍ତାନ ଉପରେ ବୋମାମାଡ଼ କଲା ଇସ୍ରାଏଲ, ଦେଖନ୍ତୁ ଭିଡିଓ

ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ। ତେବେ ଯୁଦ୍ଧକ୍ଷେତ୍ରରୁ ଅନେକ ବିବ୍ରତ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି । ଏଠାରେ ଏକ ଅଲ ଜଜିରା ସାମ୍ବାଦିକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇସ୍ରାଏଲ…

ଇସ୍ରାଏଲରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା, ଖୁବଶୀଘ୍ର ଫେରିପାରନ୍ତି ଭାରତ !

ଇସ୍ରାଏଲରେ ଫସିଛନ୍ତି ଭାରତୀୟ ଅଭିନେତ୍ରୀ ନୁସରତ ଭରୁଚା । ହାଇଫା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ସାମିଲ ହେବାକୁ ଯାଇଥିଲେ ନୁସରତ । ଶନିବାର ମଧ୍ୟାହ୍ନ ପରଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନଥିଲା । ନୁସରତଙ୍କ ଟିମର ଜଣେ ସଦସ୍ୟ ଏହି ସୂଚନା ଦେଇଛନ୍ତି । ତେବେ ନୁସରତଙ୍କୁ…

ହାମାସକୁ ଇସ୍ରାଏଲ୍‌ର ପାଲଟା ଆକ୍ରମଣ, ଗଲାଣି ୪୦୦ ଲୋକଙ୍କ ଜୀବନ

ଆରମ୍ଭ ହୋଇଛି ହାମାସ-ଇସ୍ରାଏଲ୍‌ ଯୁଦ୍ଧ । ଏହି ଭୟଙ୍କର ଯୁଦ୍ଧ ସମସ୍ତଙ୍କୁ କରିଛି ଭୟଭୀତ । ଏହି ଯୁଦ୍ଧରେ ପାଖାପାଖି ୪୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ଇସ୍ରାଏଲ୍‌ ଆରମ୍ଭ କରିଛି ପାଲଟା ଆକ୍ରମଣ । ଗତ କାଲି ଅର୍ଥାତ ଶନିବାର ହାମାସ ୫୦୦୦ ରକେଟ ସାହାଯ୍ୟରେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଥିଲା…