Browsing Tag

isro

୩୬ଟି ସାଟେଲାଇଟ୍‌ ଧରି ଇସ୍ରୋର ସବୁଠାରୁ ଭାରୀ ରକେଟ୍‌ ଯିବ ମହାକାଶ, ରାତି ୧୨ ଟା ୭ରେ ରହିଛି ଉତ୍‌କ୍ଷେପଣ

କେନ୍ୟୁଜ୍(ବ୍ୟୁରୋ): ଆଜି ମଧ୍ୟରାତ୍ରିରେ ଇସ୍ରୋର ଐତିହାସିକ ମିଶନ। ଇସ୍ରୋର ସବୁଠାରୁ ଭାରୀ ରକେଟ୍‌ ଯିବ ମହାକାଶ। ଆଜି ରାତି ୧୨ ଟା ୭ରେ ରହିଛି, ଇସ୍ରୋର LVM3 ରକେଟ୍‌ ଉତ୍‌କ୍ଷେପଣ। ଶ୍ରୀହରିକୋଟାରୁ OneWebର ୩୬ଟି ସାଟେଲାଇଟ୍‌ ଧରି ମହାକାଶକୁ ଯିବ ଲଞ୍ଚ ଭେହକିଲ୍‌ ଏମ୍‌କେ-3।…

ISRO ସହ ମିଶି ଭାରତୀୟ ରେଳ ବିଭାଗ ଆରମ୍ଭ କରିଛି RTIS ସିଷ୍ଟମ, ଜାଣନ୍ତୁ ଏଥିରୁ କ’ଣ ମିଳିବ ସୁବିଧା

ଭାରତୀୟ ରେଳ ନିିଜ ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ସୁବିଧା ଯୋଗାଇଥାଏ। ପ୍ରାୟ ସମୟରେ ଟ୍ରେନରେ ଯିବା ଟାଇମିଂକୁ ନେଇ ଅନେକ ଅସୁବିଧା ଦେଖାଦିଏ। ବିଳମ୍ବରେ ଟ୍ରେନ ଆସିବା କାରଣରୁ ଅନେକ ଯାତ୍ରୀ ଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ। କିନ୍ତୁ ଏବେ ଆଉ ଏମିତି ସମସ୍ୟା ହେବ ନାହିଁ। ବିଳମ୍ବରେ…

ISRO ରେ ଖାଲିପଡିଛି ପିଜିଟି, ଟିଜିଟି ପଦବୀ; ମାସକୁ ଦରମା ଦେଢ ଲକ୍ଷ

ଭାରତୀୟ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ (ISRO) ପକ୍ଷରୁ ଖାଲିପଡିଛି ପଦବୀ। ଏଠାରେ ପ୍ରାଥମିକ ଶିକ୍ଷକ, ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ(ପିଜିଟି), ଟ୍ରେଡ ଗ୍ରାଜୁଏଟ ଶିକ୍ଷକ(ଟିଜିଟି) ସମେତ ଅଲଗା ଅଲଗା ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ…

ଉତକ୍ଷେପଣ ହେଲା SSLV-D1/EOS-02, ନିଜ ନିର୍ଦ୍ଧାରିତ କକ୍ଷରେ ପହଞ୍ଚିବା ପରେ ସିଗନାଲ ମିଳିବା ହୋଇଯାଇଛି ବନ୍ଦ

ଆନ୍ଧ୍ରପ୍ରଦେଶ: ଇସ୍ରୋ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ । ଉତକ୍ଷେପଣ ହେଲା ସ୍ମଲ ସାଟେଲାଇଟ୍‌ ଲଞ୍ଚ ଭେଇକିଲ SSLV-D1/EOS-02 । ଆନ୍ଧ୍ରପ୍ରଦେଶ ଶ୍ରୀ ହରିକୋଟା ସ୍ଥିତ ସତୀଶ ଧାଓ୍ଵନ୍‌ ସ୍ପେସ୍‌ ସେଣ୍ଟରରୁ SSLVର ଉତକ୍ଷେପଣ ହେଲା । ୫୦ ଗ୍ରାମ ଓଜନର ପ୍ରାୟ ୮୫ଟି SSLV-D1/EOS-02କୁ…

ISRO ସହ ମିଶି ନୂଆ ପୋର୍ଟାଲ ଖୋଲିଲା UIDAI ବିଭାଗ, ୟୁଜର୍ସଙ୍କୁ ମିଳିବ ଏଥିରେ ଅନେକ ସୁବିଧା

ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ଜରୁରୀ ଖବର। ୟୁଆଇଡିଏଆଇ ଏବେ ଇସ୍ରୋ ସହ ହାତ ମିଳାଇ ଏକ ବଡ଼ ସୂଚନା ଦେଇଛି। ଯାହା ପରେ ସମସ୍ତ ଆଧାରକାର୍ଡ ଧାରୀଙ୍କୁ ଭଲ ଫାଇଦା ମିଳିବ। ଆଧାର ୟୁଜର୍ସଙ୍କ ପାଇଁ ଆସିଲା ବଡ଼ ଖବର। ଭାରତରେ ଆଧାର କାର୍ଡ ସବୁଠୁ ଜରୁରୀ ଡକ୍ୟୁମେଣ୍ଟ, ଯାହା ବିନା ଏବେ କୌଣସି…

୨୦୨୨ର ଇସ୍ରୋର ପ୍ରଥମ ଲଞ୍ଚ ମିଶନ, ଆସନ୍ତାକାଲି ସକାଳ ୫ଟା ୫୯ରେ ଲଞ୍ଚ କରାଯିବ PSLV-C52

ନୂଆଦିଲ୍ଲୀ : ଆସନ୍ତାକାଲି ୨୦୨୨ର ଇସ୍ରୋର ପ୍ରଥମ ଲଞ୍ଚ ମିଶନ ହେବ ଆରମ୍ଭ । ଶ୍ରୀହରିକୋଟା ସତୀଶ ଧାଓ୍ଵନ ସ୍ପେସ୍ ସେଣ୍ଟରରୁ PSLV-C52କୁ ଆସନ୍ତାକାଲି ସକାଳ ୫ଟା ୫୯ରେ ଲଞ୍ଚ କରାଯିବ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । PSLV-C52/EOS-04 Mission: The countdown process…

କୋଭିଡ୍-୧୯ ଲଢ଼େଇରେ ସାମ୍ନାକୁ ଆସିଲା ISRO, ତିଆରି କଲା ସ୍ବଦେଶୀ ଅକ୍ସିଜେନ୍ କନ୍ସଟ୍ରେଟର

ଏବେ ପୂରା ଦେଶ କରୋନା ସହ ଲଢ଼ୁଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରୋ ଲଗାତାର ଭାରତ ସହ ରହି ଆସିଛି। ଏବେ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନର ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର ମେଡିକାଲ ଅକ୍ସିଜେନ୍ କନ୍ସଟ୍ରେଟର ତିଆରି କରିଛି। ଏହାର ନାଁ ଦିଆଯାଇଛି ଶ୍ୱାସ। ଏହା ଅକ୍ସିଜେନ୍…

ରାଉରକେଲା NITରେ ଉଦ୍‌ଘାଟିତ ହେଲା ଇସ୍ରୋର ରିସର୍ଚ୍ଚ ସେଣ୍ଟର,ଗବେଷଣା ସହ ଉନ୍ନତମାନର ସରଞ୍ଜାମ ଗଢ଼ିବେ ଛାତ୍ରଛାତ୍ରୀ

ରାଉରକେଲା(କେନ୍ୟୁଜ୍): ରାଉରକେଲା ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏନ୍‌ଆଇଟିରେ ଇସ୍ରୋର ରିସର୍ଚ୍ଚ ସେଣ୍ଟର ଉଦ୍‌ଘାଟିତ । ଯାହାକି ପୂର୍ବ ଭାରତରେ ପ୍ରଥମ । ଆଜି ଭର୍ଚୁଆଲ କାର୍ଯ୍ୟକ୍ରମରେ ରାଉରକେଲା ଏନଆଇଟି ପରିସରରେ ଇସ୍ରୋର ରିସର୍ଚ୍ଚ ସେଣ୍ଟରକୁ ଉଦଘାଟନ କରିଛନ୍ତି ଇସ୍ରୋର…

ଇସ୍ରୋର କମାଲ: ଏବେ ମହାକାଶରୁ ଭାରତ ରଖିବ ଚୀନ ଏବଂ ପାକିସ୍ତାନର ମନ୍ଦ ଗତିବିଧି ଉପରେ କଡ଼ା ନଜର

ଚୀନ ଏବଂ ପାକିସ୍ତାନର ମନ୍ଦ ଗତିବିଧି ଉପରେ ଭାରତ ଏବେ ଆହୁରି ତୀକ୍ଷ୍‌ଣ ନଜର ରଖିପାରିବ। ‘ସିନ୍ଧୁ ନେତ୍ର’ ଉପଗ୍ରହର ସଫଳ ପ୍ରତିକ୍ଷେପଣ ସହ ଲଦାଖର ପାହାଡ଼ିଆ ଅଞ୍ଚଳରୁ ହିନ୍ଦୁ ମହାସାଗର ଅଞ୍ଚଳ(ଆଇଓଆର୍‌) ପର୍ଯ୍ୟନ୍ତ ସବୁ ଛୋଟବଡ଼ ଗତିବିଧି ଉପରେ କଡ଼ା ନଜର ରଖିବାର କ୍ଷମତା ଭାରତର ବଢ଼ିଯାଇଛି।…

ଇସ୍ରୋ ସଫଳତାପୂର୍ବକ ଲଞ୍ଚ କଲା ଆମାଜୋନିଆ-୧, ମହାକାଶକୁ ପଠାଗଲା ଭଗବତ୍ ଗୀତା

ଆତ୍ମନିର୍ଭର ଭାରତ ଦିଗରେ ଆଜି ଐତିହାସିକ ଦିନ। ଇସ୍ରୋ ପକ୍ଷରୁ ଚଳିତ ବର୍ଷର ପ୍ରଥମ ଉପଗ୍ରହ ମହାକାଶକୁ ପଠାଯାଇଛି । ଇସ୍ରୋ ସଫଳତାପୂର୍ବକ ଲଞ୍ଚ କଲା ଆମାଜୋନିଆ -୧। ଏହାଦ୍ୱାରା ବ୍ରାଜିଲର ଆମାଜୋନିଆ-୧ ଉପଗ୍ରହ ସହ ୧୮ଟି ଅନ୍ୟ ଉପଗ୍ରହ ମଧ୍ୟ ମହାକାଶକୁ ପଠାଯାଇଛି । ଆନ୍ଧ୍ରପ୍ରଦେଶ…

ଗୁଗଲ ମ୍ଯାପର ହେବ ଛୁଟି ? ଭାରତକୁ ମିଳିବାକୁ ଯାଉଛି ସ୍ବଦେଶୀ ନେଭିଗେସନ ଆପ୍, ଇସ୍ରୋ କଲା ଘୋଷଣା

ଭାରତ ଖୁବଶୀଘ୍ର ନିଜର ନେଭିଗେସନ ଆପ୍ ଆଣିବାକୁ ଯାଉଛି। ଏହା ସହିତ MapMyIndia ସହ ମିଳିତ ହୋଇ ଦେଶର ପ୍ରଥମ ସମ୍ପୂର୍ଣ୍ଣ ଘରୋଇ ମ୍ୟାପିଂ ପୋର୍ଟାଲ୍ ଏବଂ ଭୌଗଳିକ ସେବା ଆରମ୍ଭ କରିବାକୁ ISRO ପଦକ୍ଷେପ ନେଇଛି । ଏହା ମାଧ୍ୟମରେ MapMyIndia ର ଡିଜିଟାଲ୍ ମାନଚିତ୍ର ଏବଂ ଟେକନିକ ISRO…