‘କାଦମ୍ବିନୀ’ର ଫେବୃଆରୀ ସଂଖ୍ୟା ଉନ୍ମୋଚିତ
ଭୁବନେଶ୍ୱର : ସର୍ବଜନାଦୃତ ମାସିକ ପାରିବାରିକ ପତ୍ରିକା 'କାଦମ୍ବିନୀ'ର ଫେବୃଆରୀ ସଂଖ୍ୟା ଆଜି କାଦମ୍ବିନୀ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଗତ ଜାନୁଆରୀ ମାସରେ ଅନୁଷ୍ଠିତ ହୋଇଯାଇଥିବା 'କାଦମ୍ବିନୀ ସାହିତ୍ୟ ମହୋତ୍ସବ' ଅବସରରେ ଆୟୋଜିତ କବିତା ପାଠୋତ୍ସବ 'ସେମାନେ ଓ…