Browsing Tag

kandhamal

ବରାଳ ଦେବୀଙ୍କ ଦର୍ଶନ ମାତ୍ରେ ପୂର୍ଣ୍ଣ ହୁଏ ଭକ୍ତଙ୍କ ସବୁ ମନସ୍କାମନା

ପାର୍ବଣ ରୁତୁର ଆଗମନରେ ଚଳଚଞ୍ଚଳ ହୋଇଥାଏ ସମସ୍ତ ଦୈବୀ ପୀଠ । ଏମିତିରେ କନ୍ଧମାଳ ଜିଲ୍ଲାର ଆରାଧ୍ୟ ଦେବୀଙ୍କ ପୀଠ ମାଆ ବରାଳଦେବୀଙ୍କ ଶକ୍ତିପୀଠରେ ମଧ୍ୟ ଚଳିତ ବର୍ଷ ଧୁମ୍ ଧାମ୍‌ର ସହ ପାଳିତ ହୋଇଛି ମାଆଙ୍କ ପୂଜା । କୋଭିଡ୍ କଟକଣା ପାଇଁ ବିଗତ ଦୁଇ ବର୍ଷ ଧରି ମାଆଙ୍କ ଦର୍ଶନରୁ ବଚିଁତ…

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡ: ରାୟ ଶୁଣାଇଲେ ଫୁଲବାଣୀ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ

କନ୍ଧମାଳ(କେନ୍ୟୁଜ୍): ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡ। ଏକ ଦୁଷ୍କର୍ମ ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ। ଦୁଷ୍କର୍ମ ଅଭିଯୁକ୍ତ ପ୍ରସନ୍ନ କୁମାର ଦିଗଳକୁ ୨୫ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ହଜାର ଟଙ୍କା ଆର୍ଥିକ ଦଣ୍ଡାଦେଶ…

ଡାକ୍ତରୀ ପାଠ ପଢିବେ ଚା’ ଦୋକାନୀଙ୍କ ପୁଅ,  ବିନା କୋଚିଂରେ ନିଟ୍ ପରୀକ୍ଷାରେ ରଖିଲେ ୭୦୦ ରୁ ୬୩୫ ନମ୍ବର

କନ୍ଧମାଳ(କେନ୍ୟୁଜ୍): ନିଷ୍ଠା ଓ କର୍ତ୍ତବ୍ୟ  ଆଗରେ ଯେ କୌଣସି ଅସମ୍ଭବ କାର୍ଯ୍ଯ ବି ସମ୍ଭବ ହୋଇପାରେ । ଏମିତି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ । ସୂରଜ କୁମାର ବେହେରା ବେହେରା ନାମକ ଏକ ଛାତ୍ର ପାଠ ପଢିବା ସହ ନିଜ ବାପାଙ୍କ ଚାହା ଦୋକାନରେ କାମ କରି ନିକଟରେ ପ୍ରକାଶ…

ସତେଇଶ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ମାମିନା, ବେଲଜିୟମ୍‌ରୁ ରାଇକିଆ,

ପ୍ରେମ ଭଲ ପାଇବାର ଡୋରି ଏମିତି ଯାହା ଏତେ ସହଜରେ ଛିଡେନି । କାରଣ ଏ ଡୋରି ସମ୍ପର୍କର, ଏ ସମ୍ପର୍କ ରକ୍ତର, ଏ ସମ୍ପର୍କ ମା ମା’ଟିର । ସେଇ ରକ୍ତର ସମ୍ପର୍କକୁ ଖୋଜି ଖୋଜି ସାତ ଦରିଆ ପାର ହେଇ ମାଇଲ ମାଇଲ ଦୂର ଅତିକ୍ରମ କରି ବିଦେଶରୁ ନିଜ ଜନ୍ମ ମାଟିରେ ପହଞ୍ଚି ଯାଇଛି ଝିଅଟିଏ । ଦୀର୍ଘ ୨୭…

ରାତିରେ ଶୋଇବା ଅବସ୍ଥାରେ କାମୁଡିଲା ସାପ, ଅକାଳରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

କନ୍ଧମାଳ(କେନ୍ୟୁଜ୍):ସାପ କାମୁଡ଼ାରେ ସମ୍ପର୍କୀୟ ଦୁଇ ଭାଇଙ୍କ ଅକାଳ ମୃତ୍ୟୁ। ମୁତ ଦୁଇ ଭାଇ ହେଲେ ବାଣୀଗୋଛା ଥାନା ଅନ୍ତର୍ଗତ କାଣିପଦର ଗ୍ରାମର ସ୍ବର୍ଗତ ବାନମ୍ବର ଯାନୀଙ୍କ ପୁଅ ଜିତୁ ଜାନୀ (୨୦) ଓ ବିନୋଦ ଜାନୀଙ୍କ ପୁଅ ସିଦ୍ଧାନ୍ତ ଯାନୀ (୧୯)। ଘରେ ଦୁହେଁ ମିଶି   ଶୋଇଥିବା ବେଳେ ଏକ…

କନ୍ଧମାଳ ଲଙ୍କାଗଡ ଜଙ୍ଗଲର IED ଠାବ କଲା ସିଆର୍‌ପିଏଫ୍‌ 127 ବାଟାଲିୟନ

କନ୍ଧମାଳ(କେନ୍ୟୁଜ୍): ଗୋଟିଏ IED ଠାବ କଲା ସିଆର୍‌ପିଏଫ୍‌ 127 ବାଟାଲିୟନ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଲଙ୍କାଗଡ ପଞ୍ଚାୟତର ଗହିଲି ଗାଁ ନିକଟସ୍ଥ ଜଙ୍ଗଲରେ IEDକୁ ଠାବ କରାଯାଇଛି। ଆଇ. ଇ.ଡି ଥିବା ସୂଚନା ପରେ crpf 127 ବାଟାଲିୟନ କମାଣ୍ଡାଣ୍ଟ ଆନନ୍ଦ ଝାଙ୍କ ନିର୍ଦ୍ଦେଶ କ୍ରମେ ଗହିଲି…

ପ୍ରତି ଦୁଇ ବର୍ଷରେ ଥରେ ପାଳିତ ହୁଏ ଦେବୀ ନାରାୟଣୀଙ୍କ ଯାତ୍ରା, ଯୋଗ ଦେଇଛନ୍ତି ଅନେକ ଶ୍ରଦ୍ଧାଳୁ

ଫୁଲବାଣୀର ଶାଳବନ ମଧ୍ୟରେ ବିରାଜିତ ହୋଇଛନ୍ତି ସହରର ଅଧିଷ୍ଠାତ୍ରୀ ଦେବୀ ମା ନାରାୟଣୀ। ମା ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ପିଲାଠରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ମାଆଙ୍କ ଶରଣ ପଶିଥାନ୍ତି। କୁହାଯାଏ ଯେ ମାଆଙ୍କୁ ଦୁଃଖରେ ଡାକିଲେ ଓ କରନ୍ତି। ଆଶିର୍ବାଦ ଦେବା ସହ ସମସ୍ତ ବିପ…

କନ୍ଧମାଳ ଆକାଂକ୍ଷା ଜିଲ୍ଲା ପାଇଁ ଆସିଥିବା ସରକାରୀ ଅନୁଦାନ କେତେ ହୋଇଛି ସଫଳ? ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା…

କନ୍ଧମାଳ(କେନ୍ୟୁଜ୍): ଦୁଇ ଦିନିଆ କନ୍ଧମାଳ ଗସ୍ତରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡ.ସୁବାସ ସରକାର । କନ୍ଧମାଳ ଆକାଂକ୍ଷା ଜିଲ୍ଲା ପାଇଁ ଆସିଥିବା ସରକାରୀ ଅନୁଦାନ ଏବଂ କେନ୍ଦ୍ରୀୟ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି । ପ୍ରଥମେ ଫୁଲବାଣୀ ସ୍ଥିତ…

କନ୍ଧମାଳ: ଟିକାବାଲି ଛତିଝାର ଗାଁର ଅଘଟଣା, ପାଣିରେ ବୁଡ଼ି ନାବାଳକ ଭାଇ ଭଉଣୀ ମୃତ

କନ୍ଧମାଳ(କେନ୍ୟୁଜ୍):   ପାଣିରେ ବୁଡ଼ି ନାବାଳକ ଭାଇ ଭଉଣୀ ମୃତ । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଛତିଝାର ଗାଁ ରେ ଘଟିଛି ଏପରି ଅଭାବନୀୟ ଘଟଣା । ବଡ଼ ମାଆଙ୍କ ସହ ଶାଲୁଙ୍କି ନଦୀକୁ ଗାଧୋଇବାକୁ ଯାଇଥିଲେ ସ୍ଥାନୀୟ ଯୁଧିଷ୍ଠିର ଦେହୁରୀଙ୍କ ପୁଅ ଏବଂ ଝିଅ । ଗାଧୋଇବା ବେଳେ ଉଭୟଙ୍କ ଗୋଡ…

ଗଞ୍ଜେଇ ଚୋରାଚାଲାଣ ମାମଲାରେ ସଜା କାଟୁଥିବା କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ, ଥାନା ଘେରିଲେ…

କନ୍ଧମାଳ(କେନ୍ୟୁଜ୍):  କଏଦୀଙ୍କ ମୃତ୍ୟୁକୁ ନେଇ ଥାନା ଘେରାଉ । କନ୍ଧମାଳ ଗୋଛାପଡ଼ାରେ ଗଞ୍ଜେଇ ଚୋରାଚାଲାଣ ମାମଲାରେ ସଜା କାଟୁଥିବା କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ମାଣିବାନ୍ଦା ଗାଁର ମୃତ୍ୟୁଞ୍ଜୟ କହଁର । ଅସୁସ୍ଥତା ଯୋଗୁ ମାର୍ଚ୍ଚ ୮ତାରିଖ ଦିନ ତାଙ୍କୁ…

ଫୁଲବାଣୀ ପୌର ପରିଷଦ ନିର୍ବାଚନ ପାଇଁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର: ଦଳୀୟ କର୍ମୀ ହୁଳହୁଳି ଓ ଫୁଲମାଳ…

କନ୍ଧମାଳ(କେନ୍ୟୁଜ୍): ଫୁଲବାଣୀ ପୌର ପରିଷଦ ନିର୍ବାଚନ ପାଇଁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ପ୍ରଚାର। ଫୁଲବାଣୀ ଏନଏସିର ୧୩ଟି ୱାର୍ଡ ଓ ପୌର ଅଧ୍ୟକ୍ଷ ପଦ ପାଇଁ ଓଲିଉଡ କପଲ୍‌ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ସହ କ୍ୟାମ୍ପେନ କରିଛନ୍ତି। ପ୍ରଥମେ ଏଫସିଆଇ ଛକରୁ ବିଜେଡି ସମର୍ଥକଙ୍କ ସହ ବାଇକ…

ଯନ୍ତ୍ରଣାରେ ଯନ୍ତ୍ରଣାରେ ଚାଲିଗଲା ଜୀବନ, ପେଟର ଟିବି ରୋଗ ଅପରେସନ ପରେ ଆଖିବୁଜିଲା ୧୫ ବର୍ଷର ଝିଅ ଲେହା

ଭୁବନେଶ୍ବର(କେନ୍ୟୁଜ୍):  ଯନ୍ତ୍ରଣାରେ ଯନ୍ତ୍ରଣାରେ ଚାଲିଗଲା ଜୀବନ। ଭବିଷ୍ୟତ ପାଇଁ ସୁନେଲୀ ସ୍ବପ୍ନ ଦେଖୁଥିବା ଲେହା ଜୀବନ ଯୁଦ୍ଧରେ ହାରିଗଲା। ଜୀବନ କଣ ବୁଝିବା ଆଗରୁ ସବୁଦିନ ପାଇଁ ଆଖିବୁଜିଦେଲା ୧୫ ବର୍ଷର କଳିକା ଲେହା ନାୟକ। ଦାରିଙ୍ଗିବାଡି ବ୍ଲକ ବ୍ରାହ୍ମଣୀ ଗାଁ ବଡ଼ସାହିର ସୁଦର୍ଶନ…