Below header
Browsing Tag

karan johar

ମଧୁର ଭଣ୍ଡାରକରଙ୍କୁ ଶେଷରେ କ୍ଷମା ମାଗିଲେ କରଣ ଜୋହର, ତାଙ୍କ ନାଁରେ ଟାଇଟଲ୍‌ ଚରୋଇବା ଅଭିଯୋଗ ଥିଲା

ନିକଟରେ ମଧୁର ଭଣ୍ଡାରକର କରଣ ଜୋହରଙ୍କ ଉପରେ ନିଜ ଫିଲ୍ମ ଟାଇଟଲ ଚୋରାଇଥିବାର ଆରୋପ ଲଗାଇଥିଲେ । ମଧୁର ଭଣ୍ଡାରକର ଟ୍ୱିଟ୍ କରି କରଣଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ- 'କରଣ ଜୋହର ଏବଂ ଅପୂର୍ବା ମେହେତା ନିଜ ସିରିଜର ନାମ ବଲିଉଡ ୱାଇଫ୍ସ ରଖି ପାରିବେ କି ବୋଲି ମୋତେ ପଚାରି ଥିଲେ…

କରଣ ଜୋହରଙ୍କ ପ୍ରତି ବଢ଼ୁଛି ୟୁଜର୍ସଙ୍କ ଆକ୍ରୋଶ, ‘କଫି ଓ୍ଵିଥ୍‌ କରଣ’ ବ୍ୟାନ୍‌ କରିବାକୁ ସାଇନ୍‌ କରାଯାଉଛି…

ଥମିବାର ନଁ ଧରୁନି ଫିଲ୍ମ ନିର୍ମାତା କରଣ ଜୋହରଙ୍କ ବିବାଦ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ବିରୋଧରେ ନେପୋଟିଜମ୍‌କୁ ନେଇ ସଙ୍ଗୀନ ଅଭିଯୋଗ ଆସିଥିଲା। ତା’ପରେ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ତାଙ୍କ ବିରୋଧରେ ଫିଲ୍ମ ଟାଇଟଲ ଚୋରି କରିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ।…

କରନ ଜୋହରଙ୍କ ଉପରେ ବର୍ଷିଲେ ମଧୁର ଭଣ୍ଡାରକର, ଫିଲ୍ମ ଟାଇଟଲ ଚୋରାଇଥିବା ଅଭିଯୋଗ

ଫିଲ୍ମ ନିର୍ଦ୍ଦେଶକ କରନ ଜୋହର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନେପୋଟିଜିମ ବିବାଦ ତାଙ୍କ ପିଛା ଛାଡ଼ିନଥିବା ବେଳେ ଏବେ ଟାଇଟଲ ଚୋରାଇବା ଭଳି ଅଭିଯୋଗ ତାଙ୍କ ଉପରେ ଲାଗିଛି। ନିର୍ଦ୍ଦେଶକ ମଧୁର ଭଣ୍ଡାରକର ସୋସିଆଲ ମିଡିଆରେ ଏକ ଟ୍ବିଟ ମାଧ୍ୟମରେ ଏହା ଜଣାଇଛନ୍ତି। ମଧୁରଙ୍କ ଆଗାମୀ ଫିଲ୍ମର…

ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ଚିଠି ଲେଖିଲେ ବଲିଉଡ ନିର୍ଦ୍ଦେଶକ କରଣ ଜୋହର, ସୋସିଆଲ ମିଡିଆରେ ହେଉଛି…

ବଲିଉଡ ଜଗତର ଜଣେ ନାମୀ ପ୍ରଡ୍ୟୁସର ଓ ଡ଼ାଇରେକ୍ଟର ଭାବେ ଜଣା କରଣ ଜୋହର ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟର ମାଧ୍ୟମରେ ଚିଠି ଲେଖିଛନ୍ତି । ମୋଦିଙ୍କ ଉଦ୍ଦେଶ୍ୟରେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେ ଲେଖିଛନ୍ତିକି, ଦେଶ ସ୍ୱାଧୀନତା ଲାଭ କରିବାର ୭୫ ବର୍ଷ ପୂର୍ତ୍ତି ଅବସରରେ…

ଏବେ କରଣ ଜୋହରଙ୍କ ଉପରେ ଏନ୍‌ସିବିର ନଜର, ଜେରା ପାଇଁ ଖୁବ୍‌ଶୀଘ୍ର ହେବେ ହାଜର

ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍‌ ମାମଲାର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାରରେ ଏବେ ବଲିଉଡ୍‌ର ବଡ଼ ବଡ଼ ହସ୍ତୀ ଆସିଛନ୍ତି। ସୂଚନା ମୁତାବକ ଏନ୍‌ସିବି ଏବେ ୩୦ ଜୁଲାଇ, ୨୦୧୯ରେ କରଣ ଜୋହରଙ୍କ ଘରେ ହୋଇଥିବା ପାର୍ଟିର ଯାଞ୍ଚ କରିବ। ସୂଚନାଯୋଗ୍ୟ ଯେ ୩୦…

ସୋସିଆଲ ମିଡିଆକୁ ଫେରିଲେ କରଣ ଜୋହର, ସୁଶାନ୍ତଙ୍କ ମୃତ୍ୟୁର ୨ ମାସ ପରେ କଲେ ଏମିତି ପୋଷ୍ଟ

ବଲିଉଡର ଲୋକପ୍ରିୟ ପ୍ରଯୋଜକ ଓ ନିର୍ଦ୍ଦେଶକ କରଣ ଜୋହର ପୁଣିଥରେ ସୋସିଆଲ ମିଡିଆକୁ ଫେରିଛନ୍ତି। ସେ ଆଜି ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଜୁନ୍‌ ୧୪ ରେ କରଣ ଶେଷ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଥିଲା। ସେ ସୁଶାନ୍ତଙ୍କ…

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ କରନ୍‌ ଜୋହରଙ୍କୁ ବି ହେବ ପଚରାଉଚରା, ସମନ ପଠାଇଲା ମୁମ୍ବାଇ…

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆଜି ଗୋଟେ ପଟେ ଧର୍ମା ପ୍ରଡକ୍ସନ୍‌ର ସିଇଓ ଅପୂର୍ବ ମେହେତାଙ୍କୁ ପଚରାଉଚରା କରାଯାଇଥିବା ବେଳେ ଏବେ ମୁମ୍ବାଇ ପୋଲିସ ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ ସମନ ଜାରି କରିଛି। ଚଳିତ ସପ୍ତାହରେ କରନ୍‌ ଜୋହରଙ୍କୁ ପଚରାଉଚରା ପାଇଁ ଡକାଯିବ ବୋଲି…

ନେପୋଟିଜମ୍‌ ଯୋଗୁ କରନ୍‌ ଜୋହରଙ୍କର ହେଲା ଏତେ ବଡ଼ କ୍ଷତି, ୧୫ ଦିନରେ ହୋଇଗଲେ ବରବାଦ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜମ୍‌ ବା ପ୍ରିୟା ପ୍ରୀତିତୋଷଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ସୋସିଆଲ ମିଡିଆରେ ମଧ୍ୟ ଷ୍ଟାର କିଡ୍‌ସଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି। ବଲିଉଡ୍‌ ଇଣ୍ଡଷ୍ଟ୍ରୀ ବାହାରୁ ଆସିଥିବା କିଛି କଳାକାର ସେମାନଙ୍କୁ ଷ୍ଟାର…

ଇଣ୍ଡଷ୍ଟ୍ରିରୁ ମିଳିଲାନି ସପୋର୍ଟ, ବାଧ୍ୟ ହୋଇ MAMI ବୋର୍ଡ଼ରୁ ଇସ୍ତଫା ଦେଲେ କରଣ ଜୋହର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟିଯିମ, ଲବିଙ୍ଗ ଏବଂ ପକ୍ଷପାତିତା ପ୍ରସଙ୍ଗ ପୁଣି ଥରେ ଆରମ୍ଭ ହୋଇଯାଇଛି । କରଣ ଜୋହର, ଆଦିତ୍ୟ ଚୋପ୍ରା ଏବଂ ମହେଶ ଭଟ୍ଟଙ୍କ ପରି ବଡ ଚଳଚ୍ଚିତ୍ର ନିର୍ମାତାମାନେ ସୋସିଆଲ ମିଡିଆରେ କ୍ରମାଗତ ଭାବେ ଟ୍ରୋଲ ହେଉଛନ୍ତି ଏବଂ…

ଟ୍ଵିଟରରେ ଅନ୍ୟ ସେଲିବ୍ରିଟିଙ୍କୁ ଅନ୍‌ଫଲୋ କରିବା ପରେ ଏବେ ନିଜ ମୋବାଇଲ ନମ୍ବର ବଦଳାଇଲେ କରନ ଜୋହର

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମ୍‌ ବା ପ୍ରିୟାପ୍ରୀତି ତୋଷଣ କଥା ଅଧିକ ତେଜିଛି। ଏହି ମାମଲାରେ ପ୍ରଯୋଜକ କରନ ଜୋହରଙ୍କ ନାଁ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ତାଙ୍କ ହାତ ଥିବା କୁହାଯାଉଛି। ଏହା ବ୍ୟତୀତ ସୋସିଆଲ ମିଡିଆରେ ବି ତାଙ୍କୁ ଖୁବ୍‌ ଟ୍ରୋଲ୍‌…

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଆଲିଆଙ୍କୁ ଅନ୍‌ଫଲୋ କଲେ ୧.୫ ମିଲିୟନ୍‌ ୟୁଜର, କରନ୍‌ ବି ବାଦ୍‌ ପଡ଼ିନାହାନ୍ତି

ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ପୁଣି ଥରେ ବଲିଉଡ୍‌ରେ ନେପୋଟିଜମ୍‌ କଥା ଉଠିଛି। ଏହାର ପ୍ରଭାବ କେତେକ ବଲିଉଡ୍‌ ଷ୍ଟାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବି ପଡ଼ିଛି। କରନ୍‌ ଜୋହର, ଆଲିଆ ଭଟ୍ଟଙ୍କ ଭଳି କଳାକାରଙ୍କ ଅନ୍‌ଲାଇନ ଲୋକପ୍ରିୟତା ପ୍ରଭାବିତ ହୋଇଛି।…

ଜନ୍ମଦିନରେ କରଣ ଜୋହରଙ୍କୁ ନିଆରା ଅନ୍ଦାଜ୍‌ରେ ଶୁଭେଚ୍ଛା ଜଣାଇଲେ କରୀନା ଓ ଆଲିଆ, ଦେଖନ୍ତୁ ଫଟୋ

ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରନ୍‌ ଜୋହର ଆଜି ୪୮ ତମ ଜନ୍ମ ଦିନ ପାଳନ କରୁଛନ୍ତି। କୁଛ କୁଛ ହୋତା ହେ, କଭି ଖୁସି କଭି ଗମ୍‌, କଭି ଅଲବିଦା ନା କେହେନା, ମାଇଁ ନେମ୍‌ ଇଜ୍‌ ଖାନ୍‌ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା କରନ୍‌ ଜୀବନରେ ଅନେକ ସଫଳତାର ସ୍ୱାଦ ଚାଖିଛନ୍ତି। ଏବେ ସେ…