Browsing Tag

killed

ପଶ୍ଚିମବଙ୍ଗରେ ବଡ ଧରଣର ଦୁର୍ଘଟଣା: ପିକ୍‌ଅପ୍‌ରେ ସର୍ଟସର୍କିଟ ଯୋଗୁଁ ୧୦ କାଉଡିଆଙ୍କ ମୃତ୍ୟୁ, ୧୬ ଆହତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର କୁଚବିହାରରେ ରବିବାର ବିଳମ୍ବିତ ରାତିରେ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଯାତ୍ରୀମାନଙ୍କୁ ନେଇ ଜଳପେଶ ଯାଉଥିବା ଏକ ପିକ୍‌ଅପ ଭ୍ୟାନ୍‌ରେ ସର୍ଟସର୍କିଟ ଯୋଗୁ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୬ ଜଣ ଲୋକ ଆହତ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର, ଯୁବକ ମୃତ

ଭଦ୍ରକ (କେନ୍ୟୁଜ): କୁମ୍ଭୀର ଆକ୍ରମଣରେ ଚାଲିଗଲା ଜୀବନ। ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣରେ ଶିକାର ହେଲେ ଯୁବକ। ମୃତ ବ୍ୟକ୍ତି ଜଣକ ହେଲେ ତିହିଡି ଥାନା ଅଧିନ କାଁପଡା ପଞ୍ଚାୟତ ବରଣାକୂଳ ଗ୍ରାମର ବୁଦ୍ଧିରାମ ମଳିକ। ସୂଚନା ଅନୁଯାୟୀ, ବରଣାକୁଳ ଗାଁର ବୁଦ୍ଧିରାମ…

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ଖାଇକୁ ଖସିଲା ପର୍ଯ୍ୟଟକଙ୍କ ବସ; ୨୬ ମୃତ, ୪ ଗୁରୁତର

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା । ଖାଇକୁ ଖସିଲା ବସ୍‌ । ୨୬ମୃତ, ୪ ଗୁରୁତର । ଉତ୍ତରକାଶୀ ଜିଲ୍ଲା ଦମତା ନିକଟରେ ଏହି ଦୁର୍ଘଟଣା ହୋଇଛି । ବସ୍‌ କର୍ମଚାରୀଙ୍କ ସମେତ ୩୦ ଜଣଙ୍କୁ ନେଇ ଯମୁନୋତ୍ରୀ ଯାଉଥିଲା ବସ୍‌ । ବସ୍‌ରେ ୨୮ଜଣ ତୀର୍ଥ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ଉତ୍ତରାଖଣ୍ଡ…

କାଶ୍ମୀରରେ କ୍ରମାଗତ ୨ୟ ଦିନ ହିଂସା: ଟିଭି ଅଭିନେତ୍ରୀଙ୍କୁ ହତ୍ୟା, ୧୦ ବର୍ଷର ଶିଶୁକୁ ଗୁଳିକଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରରେ ଟାର୍ଗେଟ ହତ୍ୟା ବନ୍ଦ ହେବାର ନା ଧରୁନି । ଆତଙ୍କବାଦୀମାନେ ଏବେ ମହିଳା ଓ ଶିଶୁମାନଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ଲଗାତାର ୨ୟ ଦିନରେ ଘାଟିରେ ହିଂସା ଦେଖିବାକୁ ମିଳିଛି । ଆତଙ୍କବାଦୀ ପୁଣି ବୁଧବାର ବଡଗାମର ଚାଦୁରା ଅଞ୍ଚଳରେ ୩୫ବର୍ଷୀୟ…

ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକକୁ ଧକ୍କା ଦେଲା ହାଇଓ୍ଵା, ୩ ମୃତ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯୁଯୁମରା ଥାନା ଭବାନିପାଲିରେ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ବାଇକୁ ପଛ ପଟୁ ଧକ୍କା ଦେଇଛି ଦ୍ରୁତଗାମୀ ହାଇଓ୍ଵା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍‌ଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି। ଏଥିସହ…

ଏକତରଫା ପ୍ରେମର ଭୟଙ୍କର ପରିଣତି, ପରିବାରର ୪ଜଣଙ୍କୁ ଜାଳି ନିଜେ ଆତ୍ମହତ୍ୟା କଲା ପ୍ରେମିକ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ଏକତରଫା ପ୍ରେମର ଭୟଙ୍କର କାଣ୍ଡ ଘଟାଇଛନ୍ତି । ଶନିବାର ଉତ୍ତର ପ୍ରଦେଶରୁ ଆସିଥିବା ଖବର ମୁତାବକ ଏକତରଫା ପ୍ରେମରେ ପଡ଼ି ଜଣେ ଯୁବକ ପ୍ରେମିକା ସହ ତାଙ୍କ ପରିବାରର ୪ଜଣଙ୍କୁ ପେଟ୍ରୋଲ…

ପାରାଲିସିସରେ ପୀଡ଼ିତ ଥିବା ସ୍ତ୍ରୀକୁ ପୋଖରୀ ବୁଡ଼େଇ ମାରିଲା ପିଶାଚ ସ୍ୱାମୀ, ଏବେ ଫେରାର

କାମାକ୍ଷାନଗର (କେନ୍ୟୁଜ) : ପିଶାଚ ସ୍ୱାମୀ ଉନ୍ମୁକ୍ତ କାଣ୍ଡ । ପୋଖରୀରେ ନିଜ ସ୍ତ୍ରୀକୁ ଜିଅନ୍ତା ବୁଡ଼େଇ ମାରିଲା ରାକ୍ଷସ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ । ଗାଁର ଦିଲ୍ଲୀପ ବେହେରା ନିଜ…

ପ୍ରୟାଗରାଜରେ ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଘର ପୋଡିଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ : ପ୍ରୟାଗରାଜରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ । ତରଭାଇ ପୋଲିସ ଷ୍ଟେସନ ଅଞ୍ଚଳର ଖେଭରାଜପୁର ଗ୍ରାମରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଛି। କେବଳ ଏତିକି ନୁହେଁ, ଘଟଣା ପରେ ଅଭିଯୁକ୍ତମାନେ ଘରେ ନିଆଁ ଲଗାଇ ଦେଇଥିଲେ। ଏପରି ଘଟଣାକୁ ନେଇ ଅଞ୍ଚଳରେ ହଇଚଇ ସୃଷ୍ଟି…

ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମତ୍ତକାଣ୍ଡ; ସିରିଜ ଦୁର୍ଘଟଣାରେ ୨ ମୃତ , ୨ ଆହତ

ମୟୂରଭଞ୍ଜ (କେନ୍ୟୁଜ): ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମତ୍ତକାଣ୍ଡ । ସିରିଜ ଦୁର୍ଘଟଣାରେ ଦୁଇ ଜଣଙ୍କର ଜୀବନ ଯାଇଛି । ଆହତ ହୋଇଛନ୍ତି ଆଉ ୨ ଜଣ । ବାରିପଦାରେ ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି । ମଦ୍ୟପ ଡ୍ରାଇଭରକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକ । ଟ୍ରକଟି ଟାଙ୍ଗୀରୁ…

ଚାନ୍ଦବାଲିରୁ ଅପହରଣ, ରାଜଧାନୀରେ ହତ୍ୟା..ନୟାଗଡରୁ ମିଳିଲା ମୃତଦେହ

ଭୁବନେଶ୍ବର (କେନ୍ୟୁଜ):  ଚାନ୍ଦବାଲିରୁ ଅପହରଣ । ଭୁବନେଶ୍ୱରରେ ମର୍ଡର । ନୟାଗଡ଼ରୁ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଯୁବକଙ୍କୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପ୍ରି-ପ୍ଲାନଡ ମର୍ଡର । ମୃତକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋଡ଼ିପୋଖରୀ…

ଋଷ ଓ ୟୁକ୍ରେନ ମହାଯୁଦ୍ଧ: ଖାରକିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣରେ ଭାରତ ପାଇଁ ଦୁଃଖଦ ଖବର। ଖାରକିଭରେ ଗୁଳିମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ସ୍ପଷ୍ଟ କରିଛନ୍ତି। ଏମଇଏ ପକ୍ଷରୁ ସଂପୃକ୍ତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗ ଆରମ୍ଭ…

ଘଟଗାଁ : ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଘଟଗାଁ  (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ଚାଲିଗଲା ବିଜେଡି ଯୁବ ନେତାଙ୍କ ଜୀବନ। ମୃତ ଯୁବନେତା ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶଗଡପଟା ଗ୍ରାମର ସଞ୍ଜୀବ କୁମାର ବାସ। ସଞ୍ଜୀବ ବାଇକ ଯୋଗେ କୌଣସି କାମରେ ବ୍ରହ୍ମଣୀପାଳ ଯାଇ ଫେରୁଥିବା ବେଳେ ରେମାଳ ଛକ ନିକଟରେ ଏକ…