Browsing Tag

lightning

ବଜ୍ରପାତରେ ଜଳିଗଲା ଘର ସମେତ ଆସବାବପତ୍ର

ସୋର(କେନ୍ୟୁଜ ): ବଜ୍ରପାତରେ ଜଳିଗଲା ଘର ସମେତ ଆସବାବପତ୍ର  l ସିମୁଳିଆ ବ୍ଲକ ଅନ୍ତର୍ଗତ କୁଣିଆରୀ ଗ୍ରାମରେ ଘଟିଛି ଏହି ଘଟଣା l  ବଜ୍ରପାତରେ ଜଳିଗଲା ଘର ସମେତ ଆଶାବାପତ୍ର l ବାଲେଶ୍‌ର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ କୁଣିଆରୀ ଗ୍ରାମର ଭାସ୍କର ଜେନାଙ୍କ ଆଜି ବଜ୍ରପାତରେ ୯ ବଖରା ଘର…

ବିଳମ୍ବିତ ରାତିରେ ଅଘଟଣ: ବଜ୍ରାଘାତରେ ୫ ଟି ପରିବାରର ୬ ବଖରା ଘର ଜଳି ପୋଡି ପାଉଁଶ

ଭଦ୍ରକ(କେନ୍ୟୁଜ): ବଜ୍ରାଘାତରେ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ବିଳମ୍ବିତ ରାତିରେ ଅଘଟଣ । ୫ ଟି ପରିବାରର ୬ ବଖରା ଘର ଜଳି ପୋଡି ପାଉଁଶ ହୋଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ତଳ ଗୋପବିନ୍ଧା ପଂଚାୟତର କଷଟି ଗ୍ରାମରେ ବଜ୍ରପାତ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ନଷ୍ଟ…

ଆକାଶରୁ ଖସିଲା ମୃତ୍ୟୁ: ବଜ୍ରାଘାତରେ ୩ ମହିଳା ମୃତ, ଜଣେ ଗୁରୁତର

କରଞ୍ଜିଆ(କେନ୍ୟୁଜ୍): ବଜ୍ରାଘାତରେ ୩ ମହିଳା ମୃତ,ଜଣେ ଗୁରୁତର କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସା ଚାଲିଛି। କରଞ୍ଜିଆ ଏନଏସି ୧୪ନ.ୱାର୍ଡ ଅଙ୍କୁରା ସାହିର ଘଟିଛି ଅଘଟଣ। ବଜ୍ରାଘାତରେ ଜଳିଗଲା ଏକ ଆମ୍ବ ଗଛରେ ଉପରେ ଥିବା କୁଟାଭାଡ଼ି। ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ…

ଅଧଘଣ୍ଟାଏରେ ୫ ହଜାରରୁ ଅଧିକ ବିଜୁଳି ଓ ଘଡ଼ଘଡ଼ି, ଆତଙ୍କିତ ହୋଇପଡିଲେ ବାସୁଦେବପୁରବାସୀ

ଭଦ୍ରକ(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଭୟଙ୍କର ବଜ୍ରପାତ । ଅଧଘଣ୍ଟାଏରେ ୫ ହଜାରରୁ ଅଧିକ ବିଜୁଳି ଓ ଘଡ଼ଘଡ଼ି । ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି । ଆଜି ଅପରାହ୍‌ଣରେ ହଠାତ୍‌ ଘନ ଘନ ବିଜୁଳି ମାରିଥିଲା । ଚାରିଆଡ଼େ ଘଡ଼ଘଡ଼ି ଶବ୍ଦରେ କମ୍ପିଥିଲା । ପ୍ରାୟ ୩୦…

ଆଜିଠୁ ରାଜ୍ୟରେ ୫ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ, ରାଜ୍ୟରେ ସକ୍ରିୟ ହେଲା ପଶ୍ଚିମା ଝଡ଼

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ସକ୍ରିୟ ହେଲା ପଶ୍ଚିମା ଝଡ଼। ପ୍ରଭାବରେ ଆଜିଠୁ ରାଜ୍ୟରେ ୫ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି। ୧୫ଟି ଜିଲ୍ଲାକୁ ୟେଲୋ…

ସୁନ୍ଦରଗଡ଼ ନୂଆଗାଁରେ ଫୁଟବଲ୍ ମ୍ଯାଚ୍ ଚାଲିଥିବାବେଳେ ହଠାତ୍ ହେଲା ବଜ୍ରପାତ: ୨ ବାଳକଙ୍କ ମୃତ୍ୟୁ, ୨୯ଆହତ

ରାଉରକେଲା(କେନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ବଜ୍ରପାତରେ ଦୁଇ ଜଣ ବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଏକ ଘରୋଇ…

ରାମଚନ୍ଦ୍ରପୁରୁ ଗାଁରେ ବଜ୍ରପାତ: ହୁତୁ ହୁତୁ ହୋଇ ଜଳିଗଲା ଦୁଇ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ମାର୍ଶାଘାଇ(କେନ୍ୟୁଜ୍): କେନ୍ଦ୍ରାପଡା ଗରଦପୁରୁ ବ୍ଲକ ରାମଚନ୍ଦ୍ରପୁରୁ ଗାଁରେ ବଜ୍ରପାତ। ଜଳିଗଲା ଦୁଇ ବଖରା ଘର। ସୂଚନା ମୁତାବକ, ଗାଁର ସରୋଜ ମହାରଣାଙ୍କ ଦୁଇ ବଖରା ଘର ବଜ୍ରପାତରେ ଜଳି ପୋଡି ପାଉଁଶ ହୋଇଯାଇଛି। ଏହାସହିତ ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର ମଧ୍ଯ ଜଳିଯାଇଛି। ଖବର…

ବିହାରରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ୩୩ ଲୋକ ମୃତ

ବିହାରରେ ପ୍ରଚଣ୍ଡ ଗରମ ପରେ ଆସିଥିବା କାଳବୈଶାଖୀ ଓ ବଜ୍ରପାତ ତାଣ୍ଡବ ରଚିଛି । କିଛି ଘଣ୍ଟା ବର୍ଷା ହେବା ଯୋଗୁଁ ୧୬ ଜିଲ୍ଲାରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରପାତ ଯୋଗୁଁ ସମସ୍ତଙ୍କର ପ୍ରାଣହାନୀ ଘଟିଛି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି…

ଲମତାପୁଟ: ବଜ୍ରାଘାତରେ ପରିବାରର ଜଣେ ମୃତ, ୭ ଆହତ

ଲମତାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ଲମତାପୁଟରେ ଘଟିଛି ଦୁଃଖଦ ଘଟଣା । ବଜ୍ରପାତରେ ଗୋଟାଏ ପରିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ଆହତଙ୍କ ମଧ୍ୟରୁ ୩ ଜଣକୁ କୋରାପୁଟ SLNMC ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟିଛି ଲମତାପୁଟ ବ୍ଲକ ସିଲପଡା…

କେନ୍ଦୁଝର ତାଳପଡା ଗ୍ରାମରେ ବଜ୍ରାଘାତ: ମାଆ ମୃତ, ଝିଅ ଗୁରୁତର

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ତାଳପଡା ଗ୍ରାମରେ ବଜ୍ରାଘାତରେ ମାଆ ମୃତ, ଝିଅ ଗୁରୁତର ଆହତ। ମୃତକ ହେଲେ ମାଳତୀ ତନ୍ତୀ ଓ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି ଝିଅ ସବିତା ତନ୍ତୀ। ସୂଚନା ଅନୁଯାୟୀ, ବିଲରୁ କାମ ସାରି ଫେରିବା ବେଳେ ବଜ୍ରାଘାତ ହେବାରୁ ଉଭୟ…

ମୋହନା: ବଜ୍ରାଘାତରେ ଟଳିପଡିଲେ ୧୦ଟି ବଳଦ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡା ପଞ୍ଚାୟତ ଅନ୍ତର୍ଗତ ଉପର ପାଲ୍ଡା ଗ୍ରାମରେ ବୁଧବାର ଅପରାହ୍ନ ସମୟରେ ବଜ୍ରାଘାତରେ ୧୦ଟି ବଳଦ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୩ଟାରେ ହଠାତ ବର୍ଷା ହେବାସହ ବଜ୍ରପାତ ହୋଇଥିଲା। ସେହି ସମୟରେ ପାହାଡ଼…

ବିଲରୁ କାମ ସାରି ଫେରିବା ବାଟରେ ବଜ୍ରାଘାତରେ ଟଳିପଡିଲେ ଯୁବତୀ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କାଶୀବେଡ଼ା ଗ୍ରାମରେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଚନ୍ଦ୍ରା ମୁଣ୍ଡାଙ୍କ ଝିଅ ପଦ୍ମିନୀ ମୁଣ୍ଡା ବିଲରୁ କାମ ସାରି ଫେରିବା ବାଟରେ ବଜ୍ରାଘାତ ହେବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡଥିଲେ। ତେବେ ଖବର…