Browsing Tag

lockdown

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, କରୋନା ଭାଇରସ୍‌ ଲକଡାଉନ ସମୟରେ କ୍ୟାନ୍ସଲ ହୋଇଥିବା ଫ୍ଲାଇଟ ଟିକେଟର ପୂରା ଟଙ୍କା କରାଯିବ…

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। କରୋନା ଭାଇରସ୍‌ ଲକଡାଉନ କାରଣରୁ କ୍ୟାନ୍ସଲ ହୋଇଥିବା ଫ୍ଲାଇଟ୍‌ ଟିକେଟ ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରାଯିବ। ନାଗର ବିମାନନ ମହାନିର୍ଦ୍ଦେଶାଳୟ ସୁପ୍ରିମ କୋର୍ଟର ଜଣାଇଛନ୍ତି ଯେ ବିମାନ କମ୍ପାନୀ ଟିକେଟର ପୂରା ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରାଯିବ।…

ଏପ୍ରିଲ ଠାରୁ ଏପର୍ଯ୍ୟନ୍ତ ୧.୮୯ କୋଟି ହରାଇଲେଣି ଚାକିରି, ଜୁଲାଇରେ ୫୦ ଲକ୍ଷ ହେଲେଣି ବେରୋଜଗାର

କରୋନା ମହାମାରୀ ଯୋଗୁଁ ସବୁକ୍ଷେତ୍ର ପ୍ରଭାବିତ ହୋଇଛି। ଅନେକ ଲୋକଙ୍କ ଜୀବନ ଜୀବିକା ବହୁତ ପ୍ରଭାବିତ ହୋଇଛି।ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ କୃଷି ଓ ନିର୍ମାଣ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି । କାହାର ଚାକିରି ଚାଲିଯାଇଛି ତ ଆଉ କିଏ ପରିବାରକୁ ହରାଇଛି। ଏପରି…

୧୦ ଦିନ ପାଇଁ ଲକ୍‌ଡାଉନ୍ ହେଲା କନ୍ଧମାଳ ଜିଲ୍ଲା

କନ୍ଧମାଳ (କେନ୍ୟୁଜ): ଦିନକୁଦିନ କରାନା ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ ୧୦ ଦିନ ପାଇଁ କନ୍ଧମାଳ ଜିଲ୍ଲାରେ ଲକ୍‌ଡାଉନ୍‌ । ଆସନ୍ତାକାଲି ଠାରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ଡି. ବୃନ୍ଦା । ତେବେ ୭ଟାରୁ ଦିନ ଗୋଟାଏ ଯାଏ ପନିପରିବା, ଫଳ, କ୍ଷୀର ଓ…

ୟାକୁ ହିଁ କୁହନ୍ତି ସମୟର ସଦୁପଯୋଗ: ଲକଡାଉନରେ ଛାତ ଉପରେ କିଚେନ ଗାର୍ଡେନ୍ ତିଆରି କରି ଉଦାହରଣ ପାଲଟିଲେ ରବୀନ୍ଦ୍ର

ଜଳେଶ୍ବର : ଛାତ ଉପରେ ବିଭିନ୍ନ ରକମର ପନିପରିବା । ବାଇଗଣଠାରୁ ଆରମ୍ଭ କରି କଲରା, ସଲରା, ଭେଣ୍ଡି,ପୋଇ, ଝୁଡ଼ଙ୍ଗ,ଲାଉ, ଜହ୍ନି,କାକୁଡି ଭଳି ସବୁଜ ପନିପରିବା । ଯାହାକୁ ଦେଖିଲେ ମନ ପୁରିଉଠୁଛି । ସମୟର ସଦ୍ ଉପଯୋଗ କରିବା ୟାକୁ ହିଁ କୁହନ୍ତି ।  ଲକଡାଉନ ଭିତରେ ସମସ୍ତେ ଏକ ପ୍ରକାର ଘରେ…

କ୍ୱାରେଣ୍ଟାଇନରେ ରହି ବୋଲ୍ଡ ଫଟୋ ସେୟାର କଲେ ଏହି ବ୍ଲାକବିୟୁଟି, ଫ୍ୟାନ କହିଲେ ‘ ମ୍ୟାମ୍‌ ଆପଣ କାହିଁକି ଏତେ…

ବଲିଉଡ ଅଭିନେତ୍ରୀ ବିପାଶା ବସୁ କରନ ସିଂ ଗ୍ରୋଭରଙ୍କୁ ବିବାହ କରିବା ପରେ ଆଉ ଫିଲ୍ମ ଦୁନିଆରେ ଦେଖିବାକୁ ମିଳୁନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଛନ୍ତି। ବିପାଶା ନିକଟରେ ସୋସିଆଲ ମିଡିଆରେ ବୋଲ୍ଡ ଏବଂ ଗ୍ଲାମରର୍ସ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ଯାହାକୁ ଦେଖି…

୧ ଲକ୍ଷ ୨୩ ହଜାର ଟଙ୍କାର ଜରିମାନା ଭରି ଲକଡାଉନରେ ବଟର ଚିକେନ ଖାଇଲେ ବ୍ୟକ୍ତି

ମଣିଷ ନିଜର ପ୍ରିୟ ଜିନିଷ ପାଇଁ କିଛି ବି କରିପାରେ । ସାରା ଦୁନିଆରେ ଏବେ କରୋନା ଭାଇରସ କାରଣରୁ ସବୁ କିଛି ଠପ ହୋଇଯାଇଛି । ତେବେ ଏହା ମଧ୍ୟରେ ଅଷ୍ଟ୍ରେଲିଆର ମେଲବର୍ନରୁ ଜଣେ ବ୍ୟକ୍ତି ନିଜର ପ୍ରିୟ ବଟର ଚିକେନ ଖାଇବା ପାଇଁ ଏମିତି କିଛି କରିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।…

ଲକଡାଉନ୍‌ ଥିବା ୪ ଜିଲ୍ଲାରେ ସକାଳ ୮ରୁ ଦିନ ୨ଟା ଯାଏ ଖୋଲା ରହିବ ବ୍ୟାଙ୍କ

କେନ୍ୟୁଜ (ବ୍ୟୁରୋ) : ଲକଡାଉନ୍‌ ଥିବା ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ସକାଳ ୮ରୁ ଦିନ ୨ଟା ଯାଏ ଖୋଲା ରହିବ ବ୍ୟାଙ୍କ । କିନ୍ତୁ ଗ୍ରାହକଙ୍କ ପାଇଁ ସକାଳ ୮ରୁ ଦିନ ୧ଟା ଯାଏ ବ୍ୟାଙ୍କ ସେବା ମିିଳିବ । ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ଜିଲ୍ଲା ଓ ରାଉରକେଲାରେ ପାଇଁ ଲାଗୁ…

ସଂକ୍ରମଣକୁ ବ୍ରେକ ଲଗାଇବା ପାଇଁ ଜିଲ୍ଲାପାଳଙ୍କ ପଦକ୍ଷେପ, ୨୦ ରୁ ୩୧ ତାରିଖ ପର୍ଯ୍ୟନ୍ତ ଭଦ୍ରକରେ ତାଲାବନ୍ଦ

ଭଦ୍ରକ (କେନ୍ୟୁଜ) : ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନଏସି ହେଲା ଲକଡାଉନ। ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ କରିଛନ୍ତି ଘୋଷଣା। ଆସନ୍ତା ଜୁଲାଇ ୨୦ ତାରିଖ ଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ବଲବତ୍ତର ରହିବ ଲକଡାଉନ। ତେବେ ପୂର୍ବପରି ଜିଲ୍ଲାରେ ଶନିବାର ଏବଂ ରବିବାର ରହିବ ସପ୍ତାହନ୍ତ ସଟଡାଉନ।…

ଗାର୍ଲଫ୍ରେଣ୍ଡକୁ ଭେଟିବା ପାଇଁ ଲକଡାଉନ ନିୟମ ଭାଙ୍ଗିଲେ ୭୧ ବର୍ଷୀୟ ମେୟର , ସିଡ଼ି ଲଗାଇ ଚଢ଼ିଗଲେ ପ୍ରେମିକାର ଝରକାକୁ

ବ୍ରିଟେନର ଲିସେଷ୍ଟର ସିଟିର ୭୧ ବର୍ଷିୟ ଲେବର ପାର୍ଟିର ମେୟର ସାର୍ ପିଟର ସୋଲ୍ସବି ଲକଡାଉନ୍ ଉଲ୍ଲଂଘନ କରିଥିବାରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି । କୌତୁହଳର ବିଷୟ ଏହି କି ମେୟର ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପାଇଁ ଲକଡାଉନ୍ ନିୟମ ଭାଙ୍ଗିଥିଲେ। ସେ କେବଳ ନିଜ ପ୍ରେମିକାଙ୍କୁ…

ଏମିତି କ’ଣ କାମ ପଡିଲା ଯେ ଲକଡାଉନରେ ସ୍ବାମୀଙ୍କ ସହ ଆମେରିକାରେ ପହଞ୍ଚିଗଲେ ସନି ଲିଓନି

ଗତ ମାସରେ ସନି ଲିଓନି ପତି ଡେନିୟଲ ୱେବର ଏବଂ ତିନି ପିଲା ନିଶା, ଅସର ଏବଂ ନୋଆଙ୍କ ସହ ଭାରତରୁ ଆମେରିକା ଚାଲିଯାଇଥିଲେ। କିନ୍ତୁ ଏନେଇ ବର୍ତ୍ତମାନ ଅଭିନେତ୍ରୀ ସନି ଲିଓନି ଲକଡାଉନରେ କାହିଁକି ହଠାତ୍ ଆମେରିକା ଯିବାର ନିଷ୍ପତି ନେଇଥିଲେ ତାହା ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ମୁଁ…

ଏବେ କ୍ୟାସ୍‌ ଦରକାର ହେଲେ ବ୍ୟାଙ୍କ ଆପଣଙ୍କ ଘରେ ନେଇ ଦେବ ଟଙ୍କା, ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛନ୍ତି କେତେ ଟଙ୍କା

କରୋନା ଭାଇରସ୍‌ ଯୋଗୁ ଏବେ ଦେଶରେ ସ୍ଥିତି ଗମ୍ଭୀର ରହିଛି। ଲକଡାଉନ୍‌ରେ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ଜରୁରୀ ସେବା ସମେତ ବ୍ୟାଙ୍କ ଖୋଲାଯାଇଛି। ବାହାରକୁ ଯିବାରେ ପ୍ରତିବନ୍ଧକ ଥିବାରୁ…

ଓଡ଼ିଆ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସୋନୁ ସୁଦ୍‌, ବିମାନ ଯୋଗ ୧୭୦ ଜଣଙ୍କୁ ପଠାଇବେ ଓଡ଼ିଶା

ପରଦାରେ କେତେବେଳେ ହିରୋ ତ ଆଉ କେତେବେଳେ ଭିଲିଆନ୍‌ ଭୂମିକାରେ ଅଭିନୟ କରିଥିବା ସୋନୁ ସୁଦ୍‌ ରିୟଲ ଲାଇଫ୍‌ରେ କିନ୍ତୁ ପ୍ରକୃତରେ ଜଣେ ହିରୋ ଭଳି କାମ କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ସେ ଦେବଦୂତ ସାଜିଛନ୍ତି। ବାହା ରାଜ୍ୟରେ ଥିବା…