Browsing Tag

london

ଘରୁ ଚୋରି ହୋଇଗଲା ଦୁନିଆର ସବୁଠୁ ବଡ଼ ଠେକୁଆ, ଫେରାଇ ଆଣିଲେ ମିଳିବ ବଡ଼ ରକମର ପୁରସ୍କାର ରାଶି

ଲଣ୍ଡନ: ଦୁନିଆର ସବୁଠୁ ବଡ଼ ଠେକୁଆ ନିଜ ମାଲିକ ଘରୁ ଚୋରି ହୋଇଯାଇଛି। ଏହି ଠେକୁଆକୁ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ବିଶ୍ୱର ସବୁଠୁ ବଡ଼ ଠେକୁଆ ହିସାବରେ ସମ୍ମାନିତ କରାଯାଇଛି। ଏବେ ଠେକୁଆ ଚୋରି ହେବା ନେଇ ଅଭିଯୋଗ ମିଳିବା ପରେ ପୋଲିସ ଏହାର ସନ୍ଧାନରେ ଲାଗି ପଡ଼ିଛି। ସେପଟେ ମାଲିକ ଠେକୁଆକୁ…

ପ୍ରିନ୍ସ ଫିଲିପ୍‌ଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଲ୍ୟାଣ୍ଡ ରୋଭରରେ ହିଁ ଯିବ ତାଙ୍କ ମରଶରୀର, ୧୭ରେ ହେବ ଅନ୍ତିମ…

ଲଣ୍ଡନ: ଏଡିନ୍‌ବର୍ଗର ଡ୍ୟୁକ୍‌ ପ୍ରିନ୍ସ ଫିଲିପ୍‌ ୧୫ ବର୍ଷ ପୂର୍ବେ ଲ୍ୟାଣ୍ଡ ରୋଭର ଗାଡ଼ିର ଡିଜାଇନ୍‌ କରିଥିଲେ। ଏଣୁ ତାଙ୍କ ମରଶରୀରକୁ ଏହି ଲ୍ୟାଣ୍ଡ ରୋଭରରେ ହିଁ ଅନ୍ତିମ ସଂସ୍କାର ନିମନ୍ତେ ନିଆଯିବ। ଦକ୍ଷିଣ ପୂର୍ବରେ ଥିବା ଓ୍ଵିଣ୍ଡସର କ୍ୟାସଲରେ ଆସନ୍ତା ୧୭ ତାରିଖ ଶନିବାର ପ୍ରିନ୍ସ…

ଲଣ୍ଡନର ସାଂଘାତିକ ମାମଲା: ଲକ୍‌ଡାଉନରେ ମିଳିଲାନି ଚାକିରି, ତ କଲେଜ ଫି’ ଭରିବା ପାଇଁ ଛାତ୍ରୀମାନେ ଇଣ୍ଟରନେଟ୍‌ରେ…

ଲଣ୍ଡନରୁ ଏକ ସାଂଘାତିକ ମାମଲା ସାମ୍ନାକୁ ଆସିଛି। ଏଠାରେ କରୋନା ଏବଂ ଏଥିଯୋଗୁ ଲାଗୁ ହୋଇଥିବା ଲକ୍‌ଡାଉନ କିଛି ଛାତ୍ରୀଙ୍କ ଜୀବନ ବରବାଦ୍‌ କରି ଦେଇଛି। ଏହି ଲକ୍‌ଡାଉନ ଯୋଗୁ ଛାତ୍ରୀମାନେ ନିଜ ଅଶ୍ଳୀଳ ଫଟୋ ଇଣ୍ଟରନେଟ୍‌ରେ ବିକିବା ପାଇଁ ବାଧ୍ୟ ହୋଇଛନ୍ତି। ରିପୋର୍ଟ ମୁତାବକ, ସାଧାରଣତଃ…

ଲଣ୍ଡନରେ ଟାୟାର-୪ ଲକ୍‌ଡାଉନ୍‌ ଘୋଷଣା : ମଧ୍ୟରାତ୍ରରୁ କଟକଣା ଲାଗୁ, ଖ୍ରୀଷ୍ଟ ମାସ ପାଇଁ ଅନୁମତି ବାତିଲ୍

ଲଣ୍ଡନ: ଲଣ୍ଡନରେ ପୁଣି ଲକ୍‌ଡାଉନ୍‌ । ଖ୍ରୀଷ୍ଟ ମାସ ପାଇଁ ଅନୁମତି ପ୍ରଦାନକୁ ବାତିଲ କରାଯାଇଛି । ଲଣ୍ଡନ ଏବଂ ଦକ୍ଷିଣ ପୂର୍ବ ଓ ପୂର୍ବ ଲଣ୍ଡନର କିଛି ଅଂଶ ପାଇଁ ଟାୟାର-୪ ଲକ୍‌ଡାଉନ୍‌ ଲଗାଯାଇଛି । ଏନେଇ ଘୋଷଣା କରିଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ । କୋଭିଡ୍‌-୧୯…

ଫେସ ମାସ୍କ ମୁଁହରେ ନୁହେଁ ବରଂ ନିଜ ପ୍ରାଇଭେଟ ପାର୍ଟରେ ଲଗାଇ ସାରା ସହର ଉଲଗ୍ନ ହୋଇ ବୁଲିଲେ ବ୍ୟକ୍ତି, ଭାଇରଲ ହେଉଛି…

ଶୁକ୍ରବାର ସନ୍ଧ୍ୟାରେ ସେଣ୍ଟ୍ରାଲ ଲଣ୍ଡନର ଅତି ଲୋକପ୍ରିୟ ସପିଂ ଷ୍ଟ୍ରିଟରେ ଜଣେ ବ୍ୟକ୍ତି ବିନା କୌଣସି ଉଦ୍ଦେଶ୍ୟରେ ପ୍ରାୟ ଉଲଗ୍ନ ଅବସ୍ଥାରେ ଚାଲୁଥିବାର ଦେଖାଯାଇଥିଲା । ଏହି ବ୍ୟକ୍ତି ଜଣକ ନିଜର ଉଲଗ୍ନତାକୁ ଲୁଚାଇବା ନାମରେ କେବଳ ନିଜର ପ୍ରାଇଭେଟ ପାର୍ଟକୁ ଏକ ମାସ୍କ ଦ୍ୱାରା…

ଏହି ଲାଇବ୍ରେରୀରେ ଜୀବିତ ରଖାଯାଇଛି ୬୦୦୦ରୁ ଅଧିକ ମାରାତ୍ମକ ଓ ଜୀବନନାଶକ ବ୍ୟାକ୍ଟେରିଆ, ଜାଣନ୍ତୁ କାହିଁକି..

ଲଣ୍ଡନରେ ବିଶ୍ୱର ସର୍ବ ପୁରାତନ ଏବଂ ଅନନ୍ୟ ଲାଇବ୍ରେରୀ ରହିଛି ଯେଉଁଠାରେ ବ୍ୟାକ୍ଟେରିଆ ମାନଙ୍କୁ ସଂଗ୍ରହ କରି ରଖାଯାଇଛି । ନ୍ୟାସନାଲ କଲେକ୍ସନ୍ ଅଫ୍ ଟାଇପ୍ କଲଚର୍ସ ନାମକ ଏହି ଲାଇବ୍ରେରୀରେ 6000 ରୁ ଅଧିକ ଜୀବାଣୁମାନଙ୍କ ଉପରେ କ୍ରମାଗତ ଭାବରେ ଅଧ୍ୟୟନ କରାଯାଉଛି ଏଥିମଧ୍ୟରୁ କିଛିର…

ଟ୍ରକ୍‌ ଡାଲାରୁ ମିଳିଲା ୩୯ଟି ମୃତଦେହ, ସତ ଜାଣିଲେ ଟାଙ୍କୁରି ଉଠିବ ଲୋମ

ଟ୍ରକ୍‌କୁ ସାଧାରଣତଃ ଦୂର ସ୍ଥାନକୁ ଜିନିଷପତ୍ର ନେବା ଆଣିବା ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଟ୍ରକରେ ଆସବାବପତ୍ର ବଦଳରେ ଯଦି ଶବ ସ୍ଥାନାନ୍ତର କରାଯାଉଥିବ, ତେବେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ୍‌। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲଣ୍ଡନରେ। ଲଣ୍ଡନରେ ଏକ ଲରି କଣ୍ଟେନର ଭିତରୁ ଗୋଟିଏ…

ଗଛ ଉଠାଇଲା ପୃଥିବୀର ପ୍ରଥମ ବଟନିକାଲ ସେଲ୍‌ଫି, ପ୍ରତି ୨୦ ସେକେଣ୍ଡରେ ଉଠାଉଛି ଗୋଟିଏ ଫଟୋ

ଆଜିିକାଲି ସେଲ୍‌ଫି ଉଠାଇବା ଏକ ସାଧାରଣ କଥା। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନିଜର ସେଲ୍‌ଫି ନେଉଥିବା ଦେଖିବାକୁ ମିଳୁଛି। କେବଳ ମଣିଷ ନୁହେଁ, ଗଛ ମଧ୍ୟ ସେଲ୍‌ଫି ଉଠାଉଛି। ପଢ଼ିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏବେ ଏକ ଗଛ ନିଜ ଫଟୋ ନିଜେ ଉଠାଉଥିବା ଦେଖିବାକୁ ମିଳିଛି।…

ଦୁନିଆର ପ୍ରଥମ ୧୧୫ ଫୁଟ ଉଚ୍ଚ ‘ସ୍କାଏ ପୁଲ’, ଦୁଇ ଅଟ୍ଟାଳିକା ମଝିରେ ପବନରେ ପହଁରିବେ ଲୋକେ

ବ୍ରିଟେନରେ ଦୁଇ ଅଟ୍ଟାଳିକା ମଝିରେ ତିଆରି ହେଉଥିବା ସ୍କାଏ ପୁଲକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି। ଏହି ସ୍କାଏ ପୁଲକୁ ଗଗନଚୁମ୍ବି ଅଟ୍ଟାଳିକା ସହିତ ଯୋଡ଼ାଯାଇଛି, ଯାହାକି ଟ୍ରାନ୍ସପରେଣ୍ଟ ରହିଛି। ଏହା ଦୁନିଆର ପ୍ରଥମ ସ୍କାଏ ପୁଲ ହେବ, ଯାହା ପବନରେ ୧୧୫ ଫୁଟ ଉଚ୍ଚରେ…

ଇଂଲଣ୍ଡରେ ମିଲଟନ କେନିଜ ଓଡ଼ିଆ ସୋସାଇଟି ପକ୍ଷରୁ ଧୂମଧାମରେ ପାଳିତ ହୋଇଛି ରଜ ପର୍ବ

କେନ୍ୟୁଜ୍: କେବଳ ଓଡ଼ିଶା କିମ୍ବା ଦେଶରେ ନୁହେଁ ସୁଦୂର ବିଦେଶରେ ବି ଧୂମଧାମରେ ପାଳିତ ହୋଇଛି ରଜ ପର୍ବ । ଇଂଲଣ୍ଡର ମିଲଟନ କେନିଜ ଓଡ଼ିଆ ସୋସାଇଟି ପକ୍ଷରୁ ଅଷ୍ଟମ ରଜ ଉତ୍ସବକୁ ଧୂମଧାମରେ ପାଳିଛନ୍ତି ସେଠାରେ ରହୁଥିବା ଓଡ଼ିଆ । ମିଲଟନ କେନିଜରେ ରହୁଥିବା ୧୦୦ରୁ ଅଧିକ ଓଡ଼ିଆ ପରିବାର ପ୍ରତିବର୍ଷ…

ଗଲ୍ଫ ଖେଳାଳି ଟାଇଗର ଉଡ୍‌ସଙ୍କ ନାଁରେ ହତ୍ୟା ଅଭିଯୋଗ, ଜାଣନ୍ତୁ ପୂରା ଘଟଣା

ଲଣ୍ଡନ : ଆମେରିକାର ବିଶ୍ୱ ଶ୍ରେଷ୍ଠ ଗଲ୍ଫ ଖେଳାଳି ଟାଇଗର ଉଡ୍‌ସଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ । ତାଙ୍କ ରୋସ୍ତୋରାଁରେ କାମ କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାର ପକ୍ଷରୁ ଉଡ୍‌ସ ଓ ତାଙ୍କ ପ୍ରେମିକା ସମେତ କମ୍ପାନୀ ଉପରେ ମକଦ୍ଦମା କରିଛନ୍ତି । ଗତବର୍ଷ…

ଏ କି ମାନସିକତା : ଶବଘରେ ମୃତକ ହେଲେ ଦୁଷ୍କର୍ମର ଶିକାର

ଲଣ୍ଡନ : ଲଣ୍ଡନର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ଶବ ଘର ମଧ୍ୟରେ ପଶି ସେଠାରେ ଥିବା ମହିଳାଙ୍କ ମର ଶରୀର ସହ ଶରିରୀକ ସମ୍ବନ୍ଧ କରୁଥିବା ସମୟରେ ଧରାପଡ଼ିଛି। ଏନେଇ ଚୋରକୁ ୬ ବର୍ଷ ପାଇଁ ଦଣ୍ଡାଦେଶ ଘୋଷଣା କରାଯାଇଛି। ଦଣ୍ଡାଦେଶ ଶୁଣାଇବା ସମୟରେ ଜଜ୍ କହିଛନ୍ତି, ଏହି ଘଟଣା…