ସ୍ୱପ୍ନ ପାଲଟିଲା ସତ, ଲଟେରୀ ଟିକେଟ ଜିତି ପାଇଲେ ୩୧ କୋଟି ଟଙ୍କାର ଘର
ମଣିଷର ଭାଗ୍ୟ କେତେବେଳେ ଯେ ବଦଳିବ ତାହା କହି ହେବ ନାହିଁ । ମଣିଷ ଗୋଟିଏ ମୁହୂର୍ତ୍ତରେ ଧନୀରୁ ଗରିବ ହୋଇପାରେ । କିଛି ଲୋକ ଭିକାରୀରୁ କୋଟିପତି ମଧ୍ୟ ହୋଇଯାନ୍ତି । ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ରାତାରାତି ଧନୀ ହୋଇଛନ୍ତି । ଏବଂ ଏସବୁ ଲଟେରୀ ଟିକେଟ୍ ଦ୍ୱାରା ସମ୍ଭବ ହୋଇଥାଏ ।…