Browsing Tag

Maharashtra

ମହାରାଷ୍ଟ୍ର କ୍ୟାବିନେଟ୍‌ରେ ବିଭାଗ ବଣ୍ଟନ; ଡେପୁଟି ସିଏମ୍‌ ଦେବେନ୍ଦ୍ର ଫଡଣଭିସ୍‌ଙ୍କୁ ମିଳିଲା ଗୃହ ଓ ବିତ୍ତ…

ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ବିସ୍ତାରର କିଛି ଦିନ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସହର ବିକାଶ ମନ୍ତ୍ରଳୟ ନିଜ ପାଖରେ ରଖିଛନ୍ତି। ଡେପୁଟି ସିଏମ୍‌ ଦେବେନ୍ଦ୍ର ଫଡଣଭିସ୍‌ଙ୍କୁ ମିଳିଛି ଗୃହ, ବିତ୍ତ, ଜଳ ସମ୍ପଦ, ଆବାସ ଏବଂ ବିଜୁଳି ବିଭାଗର…

‘ରାହୁଲ ୱେଡସ ଅଞ୍ଜଳି’ ଷ୍ଟିକର ଲଗାଇ ଚଢାଉ କଲା ଆୟକର ବିଭାଗ: ଜବତ କଲା ୫୮ କୋଟି ନଗଦ ଟଙ୍କା, ୩୨ କିଲୋ ସୁନା ଏବଂ ୩୯୦…

ଦେଶରେ ଲୁଚାଇଥିବା କଳା ଧନ ଧରିବା ପାଇଁ ଇଡି ତତ୍ପରତା ଦେଖାଇବା ପରେ ଏବେ ଆୟକର ବିଭାଗ ଆକ୍ସନ ମୋଡରେ । ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ବି ଆୟକର ବିଭାଗ ରେଡରେ ପ୍ରବଳ ବେନାମୀ ସମ୍ପତ୍ତି ଜବତ ହୋଇଛି । ମହାରାଷ୍ଟ୍ରର ଜାଲନାରେ ଷ୍ଟିଲ୍, କପଡ଼ା ବ୍ୟବସାୟୀ ଓ ରିଏଲ ଇଷ୍ଟେଟ ଡେଭଲପରଙ୍କ ଘରେ…

ଗୁଣିଗାରେଡ଼ି ନେଇଗଲା ନିରୀହ ଜୀବନ! ଜନ୍ମ କଲା ୫ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ମା’, ବାପା

ଏ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ଗୁଣିଗାରେଡ଼ି ଉପରେ ଆଖି ବୁଜି ଭରସା କରନ୍ତି। ମହାରାଷ୍ଟ୍ରର ନାଗପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ମା’ ଓ ବାପା ଦୁଷ୍ଟ ଆତ୍ମାକୁ ଭଗାଇବା ପାଇଁ ନିଜ ଜନ୍ମ କଲା ୫ ବର୍ଷର ଝିଅକୁ ପିଟି ପିଟି ମାରି…

ପୁଣେରେ ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ; ପାଲଇଟ୍‌ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ଅଳ୍ପକେ ବର୍ତ୍ତିଲେ…ଦେଖନ୍ତୁ ଫଟୋ

ମହାରାଷ୍ଟ୍ରର ପୁଣେ ଜିଲ୍ଲା ଇନ୍ଦାପୁର ତହସିଲ ଅନ୍ତର୍ଗତ କଦବନଓ୍ଵାଡି ଗାଁରେ ସୋମବାର ସକାଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ପ୍ରାୟ ୧୧ଟା ୩୦ରେ ଏକ ଟ୍ରେନି ବିମାନ ଗାଁର ଚାଷଜମିରେ ଖସି ପଡ଼ିଥିଲା। ଏଥିରେ ୨୨ ବର୍ଷୀୟ ଜଣେ ମହିଳା ଟ୍ରେନି ପାଇଲଟ୍‌ ଆହତ ହୋଇଛନ୍ତି। ତାଙ୍କ ନାଁ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପରେ ଯେତେବେଳେ ପ୍ରଥମ ଥର ଘରେ ପହଞ୍ଚିଲେ ଏକନାଥ ସିନ୍ଦେ…ତ ଡ୍ରମ୍‌ ବଜାଇ ଭବ୍ୟ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରୂପେ କାର୍ଯ୍ୟଭାର ସମ୍ଭାଳିବା ପରେ ଏକନାଥ ସିନ୍ଦେ ପ୍ରଥମ ଥର ନିଜ ଘର ଠାଣେ ଯାଇଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସିନ୍ଦେଙ୍କ ପତ୍ନୀ ଲତା ଏକନାଥ ସିନ୍ଦେ ଡ୍ରମ୍‌ ବଜାଇ ସ୍ୱାମୀଙ୍କୁ ସ୍ୱାଗତ କରିଥିଲେ। ସୋସିଆଲ ମିଡିଆରେ ସେୟାର…

ମହାରାଷ୍ଟ୍ରରେ ଶସ୍ତା ହେବ ପେଟ୍ରୋଲ-ଡିଜେଲ! ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କଲେ ଘୋଷଣା

ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବା ସହିତ ବହୁତ ଜଲ୍‌ଦି ଲୋକଙ୍କୁ ଶସ୍ତା ଦରରେ ପେଟ୍ରୋଲ ଏବଂ ଡିଜେଲ୍‌ ମିଳିବ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି କି, ସରକାର ଖୁବ୍‌ଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁଥିବା ଭ୍ୟାଟ୍‌ ହ୍ରାସ କରିବାକୁ ଯାଉଛନ୍ତି। ଭ୍ୟାଟ୍‌ ହ୍ରାସର…

ଶିବସେନାକୁ ପୁଣି ଲାଗିବ ବଡ ଝଟକା, ବିଧାୟକଙ୍କ ପରେ ଏବେ ସାଂସଦ କରିପାରନ୍ତି ବିଦ୍ରୋହ

ମହାରାଷ୍ଟ୍ର ରାଜନୀତିରେ ଚାଲିଛି ମହାସଂକଟ। ଯାହାର ପରିଣିତି ସ୍ୱରୂପ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏକନାଥ ସିନ୍ଦେ। ସେପଟେ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଶିବସେନା ପାର୍ଟି ଏବେ ଟଳମଳ ସ୍ଥିତିରେ। ଏହା ପରେ ମଧ୍ୟ ପାର୍ଟିକୁ ଏକ ବଡ ଝଟକା ଲାଗିପାରେ ବୋଲି ଚର୍ଚ୍ଚା ହେଉଛି । ବିଜେପିର ଜଣେ…

ଦେବେନ୍ଦ୍ର ଫଡନାଭିସ୍ ନୁହଁନ୍ତି, ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନୁହଁନ୍ତି, ଏକନାଥ ସିନ୍ଦେ ହେବେ। ଦେବେନ୍ଦ୍ର ଫଡନାଭିସ୍ ସିନ୍ଦେଙ୍କ ଉପସ୍ଥିତିରେ ନିଜେ ଏହା ଘୋଷଣା କରିଛନ୍ତି। ଫଡନାଭିସ୍ କହିଛନ୍ତି ଯେ ଆଜି କେବଳ ଏକନାଥ ସିନ୍ଦେଙ୍କ ଶପଥ ଗ୍ରହଣ ହେବ। ମୁଁ ଏକନାଥ ସିନ୍ଦେଙ୍କ ମନ୍ତ୍ରୀମଣ୍ଡଳରୁ ବାହାରେ…

ମହାରାଷ୍ଟ୍ର ରାଜନୀତି ସଙ୍କଟ: ୫୦ ବିଧାୟକଙ୍କ ସମର୍ଥନ ଥିବା ଦାବି କଲେ ଶିବସେନା ବିଧାୟକ ଏକନାଥ ସିନ୍ଦେ

ମହାରାଷ୍ଟ୍ର: ଥମୁନି ମହାରାଷ୍ଟ୍ର ରାଜନୀତି। ଖୁବ ଶୀଘ୍ର ମୁମ୍ବାଇ ଫେରିବୁ ବୋଲି କହିଛନ୍ତି ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ। ନିଜ ପାଖରେ ଦଳୀୟ ଓ ସ୍ୱାଧୀନ ୫୦ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। କୌଣସି ବିଧାୟକ ଗୌହାଟୀରେ ଚାପରେ ନାହାନ୍ତି। ସମସ୍ତ ବିଧାୟକ ତାଙ୍କ ସହ ଓ…

ଗୁପ୍ତଧନ ଆଶାରେ ଫସିଗଲା ପୂରା ପରିବାର! ଚା’ରେ ବିଷ ମିଶାଇ ପିଆଇ ଦେଲା ତାନ୍ତ୍ରିକ, ମରିଗଲେ ଘରର ୯ ସଦସ୍ୟ

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ସମସ୍ତ ସଦସ୍ୟଙ୍କୁ ଜଣେ ତାନ୍ତ୍ରିକ ଓ ତାଙ୍କ ଡ୍ରାଇଭର ମିଶି ହତ୍ୟା କରିଛନ୍ତି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପ୍ରକୃତ ସତ ପଦାକୁ ଆସିଛି। ତେବେ ପ୍ରଥମେ ଏହି ଘଟଣାକୁ…

ମହାରାଷ୍ଟ୍ରରେ ମହାଡ୍ରାମା, ରାଜନୈତିକ ଅସ୍ଥିରତା ଯୋଗୁ ଭାଙ୍ଗିପାରେ ସରକାର

ମହାରାଷ୍ଟ୍ରରେ ମହାଡ୍ରାମା। ରୋଚକ ମୋଡ଼ରେ ମହାରାଷ୍ଟ୍ରର ରାଜନୀତି। ଘଡ଼ିକେ ଘୋଡ଼ା ଛୁଟୁଛି। ଏକନାଥ ସିନ୍ଦେଙ୍କ ବିଦ୍ରୋହ ଭିତରେ ଆଜି ବ୍ୟାକ୍‌ଫୁଟକୁ ଯାଇଛି ଶିବସେନା। ବଡ଼ ବୟାନ ରଖିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ। ସଞ୍ଜୟ କହିଛନ୍ତି, ମହାବିକାଶ ଅଘାଡ଼ି ମେଣ୍ଟ ସରକାରରୁ ଓହରିବାକୁ…

ମହାରାଷ୍ଟ୍ର ରାଜ୍ୟପାଳଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ସଂକ୍ରମିତ

ମହାରାଷ୍ଟ୍ର ରାଜନୈତିକ ମହାସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ସଂକ୍ରମିତ ହୋଇଛନ୍ତି। ଏହାସହିତ ଉଦ୍ଧବ ଠାକରେ ଖବୁଶୀଘ୍ର ଇସ୍ତଫା ଦେଇପାରନ୍ତି ବୋଲି ଖବର ମଧ୍ୟ ସାମ୍ନାକୁ ଆସୁଛି। ଏହି ସୂଚନା କଂଗ୍ରେସ ନେତା କମଲନାଥ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ମହାରାଷ୍ଟ୍ର…