Browsing Tag

makar sankranti

ମକର ସଂକ୍ରାନ୍ତିକୁ ନେଇ କାରିଗରଙ୍କ ନିଆରା କଳାକୃତି, ତିଆରି କଲେ ସୁନା-ଚାନ୍ଦିର ମିନିଏଚର ଗୁଡ଼ି, ମାଞ୍ଜା ଓ ଫେସ୍‌…

ମକର ସଂକ୍ରାନ୍ତି ଆମ ଦେଶରେ ବଡ଼ ଧୁମଧାମରେ ପାଳନ କରାଯାଇଥାଏ। ଏହି ଦିନ ଗୁଡ଼ି ଉଡ଼ାଇବାର ପରମ୍ପରା ବହୁତ ପୁରୁଣା। ସାରା ଦେଶରେ ପିଲାଠୁ ବୃଦ୍ଧ, ସମସ୍ତେ ଗୁଡ଼ି ଉଡ଼ାଇ ମଜା ନେଇଥାଆନ୍ତି, ଯାହାକୁ ଦୃଷ୍ଟିରେ ରଖି ବଜାରରେ ରଙ୍ଗ ବେରଙ୍ଗ ତଥା ବିଭିନ୍ନ ଡିଜାଇନର ଗୁଡ଼ି ବିକ୍ରି ହୋଇଥାଏ। କିଛି ଲୋକ…

ଧାର୍ମିକ ସହିତ ମକର ସଂକ୍ରାନ୍ତିର ରହିଛି ବୈଜ୍ଞାନିକ ମହତ୍ତ୍ୱ, ଜାଣନ୍ତୁ ସେ ବାବଦରେ

ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ପ୍ରାୟତଃ ଜାନୁଆରୀ ମାସ ୧୪ ତାରିଖକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଧାର୍ମିକ ରୀତି ଅନୁଯାୟୀ ଏହି ସଂକ୍ରାନ୍ତିର ତ ଅନେକ ମହତ୍ତ୍ୱ ରହିଛି । କିନ୍ତୁ ଜାଣନ୍ତିକି ଏହି ଦିନର ଯେତିକି ଧାର୍ମିକ ମହତ୍ତ୍ୱ ରହିଛି ସେତିକି ଅଧିକ ବୈଜ୍ଞାନିକ କାରଣ ବି…

ଆଜି ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ମହାପ୍ରଭୁ ମକର ବେଶ ବା ମକର ଚୌରାଶୀ ବେଶରେ ଦେବେ ଦର୍ଶନ

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି। ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି। ମହାପ୍ରଭୁଙ୍କ ମକର ବେଶ ବା ମକର ଚୌରାଶୀ ବେଶ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ…

ମକର ସଂକ୍ରାନ୍ତି ଦିନ ସକାଳୁ ଉଠି କରନ୍ତୁ ଏହି କାମ, ଜୀବନର ସବୁ ସମସ୍ୟା ହେବ ଦୂର

ନୂଆବର୍ଷର ଆରମ୍ଭ ସହିତ ପାର୍ବଣ ଋତୁର ମଧ୍ୟ ଆରମ୍ଭ ହୋଇଛି। ମକର ସଂକ୍ରାନ୍ତି ପର୍ବ ପ୍ରତି ବର୍ଷ ଭଳି ୧୪ ଜାନୁଆରୀରେ ହିଁ ପାଳନ କରାଯାଉଛି। ଏହି ପର୍ବ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହି ପର୍ବ ନୂଆ ଫଳ ଏବଂ ନୂଆ ଋତୁ ଆସିବା ଖୁସିରେ ପାଳନ କରାଯାଏ। ଏହି…

ମକର ସଂକ୍ରାନ୍ତିରେ କଟକରେ ଗୁଡି ଉଡିବା ନେଇ କଟକଣା ଜାରି, ବିକ୍ରି କିମ୍ବା ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

କଟକ: ମକର ସଂକ୍ରାନ୍ତିରେ କଟକରେ ଗୁଡି ଉଡିବା ନେଇ କଟକଣା । କଟକ ମହାନଗର ନିଗମ ପକ୍ଷରୁ କଟକଣା ଜାରି କରାଯାଇଛି । ଚାଇନିଜ୍‌ ମାଞ୍ଜା ଓ କାଚ ପ୍ରଲେପ ମାଞ୍ଜା ଉପରେ ରୋକ୍‌ ଲଗାଯାଇଛି । ଏହାର ବିକ୍ରି କିମ୍ବା ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ଉପରେ ନଜର ରଖିବାକୁ…

ଧବଳେଶ୍ୱରଙ୍କ ପୀଠରେ ଜାରି ହେବ ୧୪୪ ଧାରା, ମକର ସଂକ୍ରାନ୍ତି ପାଇଁ କଡା କଟକଣା

ଆଠଗଡ (କେନ୍ୟୁଜ୍‌) : ଧବଳେଶ୍ବରଙ୍କ ପୀଠରେ ୧୪୪ ଧାରା। ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତିରେ ଧବଳେଶ୍ବରଙ୍କ ପୀଠରେ ବନ୍ଦ ରିହବ ସାଧାରଣ ଦର୍ଶନ । ପ୍ରଶାସନ ପକ୍ଷରୁ ଧବଳେଶ୍ବରଙ୍କ ପୀଠରେ ଜାରି ହେଲା ୧୪୪ ଧାରା । ଭିଡ ଏବଂ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି…

ମକର ସଂକ୍ରାନ୍ତି ଦିନ ରାଶି ଅନୁସାରେ କରନ୍ତୁ ଦାନ, ଭାଗ୍ୟ ଖୋଲିବା ସହିତ ପୂରା ହେବ ସବୁ ମନସ୍କାମନା

ପୌଷ ମାସ ଶୁକ୍ଳ ପକ୍ଷରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରନ୍ତି, ଏଥିପାଇଁ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ। ଏହି ପର୍ବ ପାଳନକୁ ଉତ୍ତରାୟଣ ନାମରେ ମଧ୍ୟ ଜଣାଯାଏ। ଗୁଡି ଉଡାର ଏହି ପର୍ବକୁ ମୁଖ୍ୟ ରୂପରେ ଉତ୍ତର ଭାରତରେ ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ଦିନରେ…

ପୁରୀ ବେଳାଭୂମିରେ ବାଲୁକା କଳାରେ ମକର ସଂକ୍ରାନ୍ତିର ଶୁଭେଚ୍ଛା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକା କଳାରେ ମକର ସଂକ୍ରାନ୍ତିର ଅଭିନନ୍ଦନ। ପୁରୀ ବେଳାଭୂମିରେ ବାଲୁକା କଳାରେ ମକର ସଂକ୍ରାନ୍ତିର ଶୁଭେଚ୍ଛାକୁ ଗଢିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଦେଶର ବିଭିନ୍ନ ପ୍ରାନ୍ତରେ ଆଜିର ଦିନରେ ଲୋହରୀ, ପୋଙ୍ଗଲ, ବିହୁ, ସଂକ୍ରାନ୍ତି ଆଦି ପାଳନ କରାଯାଇଥାଏ। ଏହାକୁ…

ଆଜି ମକର ସଂକ୍ରାନ୍ତି, ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର(କେନ୍ଯୁଜ୍): ମକର ସଂକ୍ରାନ୍ତି ପାଇଁ ସାରା ରାଜ୍ୟ ଉତ୍ସବମୁଖର। ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଓଡ଼ିଶାର ସବୁ ଅଞ୍ଚଳରେ ମକର ସଂକ୍ରାନ୍ତି ବେଶ ଧୁମଧାମରେ ପାଳନ କରାଯାଇଥାଏ । ବିଶେଷକରି ଆଦିବାସୀ ଅଞ୍ଚଳରେ ଏହାକୁ ବେଶ ଆଡ଼ମ୍ବର ସହକାରେ ପୂଜା…

ମକର ସଂକ୍ରାନ୍ତିରେ ଘରେ କରନ୍ତୁ ସୂର୍ଯ୍ୟଙ୍କ ପୂଜା, ଜାଣନ୍ତୁ କାହିଁକି

ଆସନ୍ତା କାଲି ମକର ସଂକ୍ରାନ୍ତି। ଏହି ଦିନ ପବିତ୍ର ନଦୀରେ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପିତ କରିବାର ମହତ୍ତ୍ୱ ରହିଛି। ଜ୍ୟୋତିଷାଚାର୍ଯ୍ୟଙ୍କ କହିବାନୁଯାୟୀ ସୂର୍ଯ୍ୟ ପଞ୍ଚ ଦେବଙ୍କ ମଧ୍ୟରୁ ସ୍ୱତନ୍ତ୍ର ହେଉଛନ୍ତି ଭଗବାନ ସୂର୍ଯ୍ୟ ଏବଂ ସୂର୍ଯ୍ୟ ଦେବ ସାକ୍ଷାତ ଦର୍ଶନ…

ଦିନକ ପରେ ମକର ସଂକ୍ରାନ୍ତି, ଜାଣନ୍ତୁ ଓଡିଆ ପରମ୍ପରାରେ କଣ ରହିଛି ଏହାର ମହତ୍ତ୍ୱ

ଆଉ ମାତ୍ର ଦିନ କେଇଟା ପରେ ମକର ସଂକ୍ରାନ୍ତି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡ଼ିଆ ପରମ୍ପରାନୁଯାୟୀ ମକର ସଂକ୍ରାନ୍ତି ଦିନ ଗ୍ରହର ବକ୍ରଗତି ଆରମ୍ଭ ହୋଇ ଦିନ ବଡ଼ ଏବଂ ରାତି ସାନ ହୋଇଥାଏ । ଏହି ଦିନରୁ ସୂର୍ୟ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଯାହାଫଳରେ…