ଫିଲ୍ମ ଠାରୁ ଆଇଟମ୍ ଡ୍ୟାନ୍ସ ପାଇଁ ଅଧିକ ଚାର୍ଜ କରନ୍ତି ମଲାଇକା, ଜାଣନ୍ତୁ ଆଇଟମ୍ ନମ୍ବର ପାଇଁ କେତେ ଚାର୍ଜ କରନ୍ତି
ବଲିଉଡର ଆଇଟମ କୁଇନ ଭାବେ ବେଶ ଜଣାଶୁଣା ମଲାଇକା ଅରୋରା। ସୁନ୍ଦରୀ ଏବଂ ସୁପରଫିଟ୍ ଅଭିନେତ୍ରୀ ଜଣକ କୌଣସି ନା କୌଣସି କାରଣ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଫଟୋ ଏବଂ ଭିଡିଓ ଜବରଦସ୍ତ ଭାବେ ଭାଇରଲ ହୋଇଥାଏ। କେବଳ ପ୍ରଫେସନାଲ ଲାଇଫ ନୁହେଁ ମଲାଇକା…