Browsing Tag

malkangiri news

ଭାଙ୍ଗିଲା ମାଲକାନଗିରି ଜିଲ୍ଲା ତମସା ମୁଖ୍ୟ କେନାଲ, ଶହ ଶହ ଏକର ଚାଷ ଜମି ଜଳମଗ୍ନ

ମାଲକାନଗିରି : ଭାଙ୍ଗିଲା ମାଲକାନଗିରି ଜିଲ୍ଲା ତମସା ମୁଖ୍ୟ କେନାଲ । ମାଲକାନଗିରି ଜିଲ୍ଲାର ଏମଭି-୭ ନିକଟରେ ଭାଙ୍ଗିଲା ତାମସା ମୁଖ୍ୟ କେନାଲ । ଏମପିଭି-୨ ଗାଁ ସହ ଶହ ଶହ ଏକର ଚାଷ ଜମି ଜଳମଗ୍ନ । ଧାନ, ବାଦାମ ଚାଷ ନଷ୍ଟ ସହ ନିକଟରେ ପୋଖରୀରେ ହୋଇଥିବା ମାଛ ଚାଷ ପ୍ରଭାବିତ । ଏମପିଭି-୨…

ମାଲକାନଗିରି : ମୋର ଭାଇ ନାହିଁ ବୋଲି କଣ ମୁଁ ନାହିଁ, ବାପାର ଶବ କନ୍ଧେଇଲା ଓ ମୁଖାଗ୍ନି ଦେଲା ଝିଅ

ମାଲକାନାଗିରି (କେନ୍ୟୁଜ ) : କିଏ କହିଲା ଝିଅ କରିପାରିବେନି ଶବ ସତ୍କାର। କେବଳ ପୁଅମାନେ ହିଁ ଦେଇପାରିବେ ବାପାଙ୍କର ମୁଖାଗ୍ନି। କିନ୍ତୁ ବର୍ତ୍ତମାନର ଝିଅମାନେ ନେଉଛନ୍ତି ପୁଅଙ୍କ ସ୍ଥାନ। ପରିସ୍ଥିତିକୁ ନଜରରେ ରଖି ଝିଅ ମଧ୍ୟ ଦେଉଛନ୍ତି ବାପା ମୁହଁରେ ନିଆଁ। ଏମିତି ହିଁ ଏକ ଦୃଶ୍ୟ…

କୁକୁଡ଼ାଙ୍କୁ ଜେଲଦଣ୍ଡ ! ଜୁଆ ଖେଳରେ ଧରାପଡ଼ି ୨୫ ଦିନ ହେବ କାରାଗାରରେ ଅଛନ୍ତି ୨ ଜୀବ

୨୫ ଦିନ ହେବ ଜେଲ ଦଣ୍ଡ ଭୋଗୁଛନ୍ତି କୁକୁଡ଼ା। ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ସତ। ଏ ପୃଥିବୀର ଦଣ୍ଡ ଭୋଗିବା ନିୟମ କେବଳ ମଣିଷଙ୍କ ପାଇଁ ହିଁ ତିଆରି ହୋଇଛି। କିନ୍ତୁ ଏହି ନିୟମରେ ଏବେ ପଶୁପକ୍ଷୀ ବି ଦଣ୍ଡ ପାଇଛନ୍ତି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା…

ମାଲକାନଗିରି SPଙ୍କ ନିକଟରେ ଆତ୍ମସମର୍ପଣ କଲା ହାର୍ଡକୋର ମହିଳା ମାଓବାଦୀ ଲାଛି ଖରା

ମାଲକାନଗିରି: ଆତ୍ମସମର୍ପଣ କଲା ହାର୍ଡକୋର ମହିଳା ମାଓବାଦୀ। ମାଲକାନଗିରି SPଙ୍କ ନିକଟରେ ମହିଳା ମାଓବାଦୀ ଲାଛି ଖରା ଅତ୍ମସମର୍ପଣ କରିଛି। AOB ଆନ୍ଧ୍ର ଓଡ଼ିଶା ବୋର୍ଡର ମାଓ ସଙ୍ଗଠନର ପାର୍ଟି ମେମ୍ବର ଲାଛି ଖରା। ମାଓ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛି।…

ଜେଲ କର୍ମଚାରୀଙ୍କ ମହାନତା: କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଦୁଇ କନେଷ୍ଟବଳ

ମାନକାନଗିରି: କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଜେଲ କନେଷ୍ଟବଳ। ମାନକାନଗିରି ଜିଲ୍ଲା ଉପଖଣ୍ଡ ଜେଲ କର୍ମଚାରୀଙ୍କ ମହାନତା ପାଇଁ ଜଣଙ୍କ ଜୀବନ ବଞ୍ଚାଇପାରିଛି। ଜେଲରେ ବିଚାରାଧୀନ କଏଦୀ ଦୁରୁଆ ଲାଚା ଗୁରୁତର ହେବା ପରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ତେବେ କଏଦୀଙ୍କ ପରିବାରର…

ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ପରୋଦନୀ ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କୁ ଗଳାକାଟି…

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜନନ୍ଦଗାଁଓ ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ହତ୍ୟା ପରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ପରୋଦନୀ ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କୁ ୨୦ରୁ ୨୫ ଜଣ ମାଓବାଦୀ ଘରୁ ଉଠାଇ ନେବା ପରେ ଗଳାକାଟି ହତ୍ୟା କରିଛନ୍ତି । ମୃତକଙ୍କ ନାଁ ମେନୁ ରାମ…

ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୋଲିସର ଏନକାଉଣ୍ଟର, ୨ ମହିଳା ମାଓବାଦୀ ମୃତ

ମାଲକାନଗିରି: ପୋଲିସକୁ ବଡ ସଫଳତା। ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ମୃତ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ ହୋଇଛି। କାଲୋପଲ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଦାନ୍ତେୱାଡାର DRG ଜବାନ ଅପରେସନ୍‌ ଆରମ୍ଭ କରିଥିଲେ।…

ଗୁଣି ଗାରେଡି ସନ୍ଦେହରେ ବିଭତ୍ସ ହତ୍ୟା : ଗଳାକାଟି ମାରିଦେବା ପରେ ମୁଣ୍ଡକୁ ପୋଡ଼ି ଦେଲେ ଦୁର୍ବୃତ୍ତ

କାଲିମେଳା: ଗୁଣି ଗାରେଡି ସନ୍ଦେହରେ ବିଭତ୍ସ ହତ୍ୟାକାଣ୍ଡ । ଗାଁର ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ମୁଣ୍ଡକୁ ପୋଡ଼ିଦେଇ, ଶରୀରକୁ ଶାବେରୀ ନଦୀ କୂଳରେ ପୋତି ଦେଇଥିବା ଜଣାପଡିଛି । ମାଲକାନାଗିରି ଜିଲ୍ଲା ପଡିଆ ବ୍ଳକ ନନ୍ଦାଗୁଡା ଗାଁରେ ଘଟିଛି ଏହି…

ପଶୁ ହେଲେ ବି ଅଛି ହୃଦୟ: ନିଜ ଆହତ ଛୁଆ ବାଛୁରୀ ପଛେ ପଛେ ପ୍ରାୟ ୩ କିଲୋମିଟର ଦୌଡ଼ିଲା ମା’ଗାଈ

ମାଲକାନଗିରି: ମା ଠାରୁ କୌଣସି ଛୋଟ ଶବ୍ଦ ନାହିଁ କି ମା ଠାରୁ କିଛି ବଡ ଅର୍ଥ ନାହିଁ । ଏ ଦୁନିଆରେ ବିନା ସ୍ବାର୍ଥରେ ଯଦି କେହି ଭଲ ପାଇବା ଦେଇଥାଏ ସେ ହେଉଛି ସେହି ମା । ନିଜେ ଦୁଃଖରେ ରହି ଆମକୁ ହସାଉଥିବା ମଣିଷ ହେଉଛି ସେହି ମା । ମା ର ହୃଦୟ ସବୁଠାରୁ ବଡ଼। ସେ ପଶୁ ହେଉ ଅବା ମଣିଷ। ମା…

ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡାଇଲେ ବୋଲେରୋ, ୨ ନିରୀହ ଆଦିବାସୀଙ୍କୁ ଗୁଳି କରି…

ମାଲକାନଗିରି : ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇଁନ ବିସ୍ଫୋରଣ। ବାସାଗୁଡା ନିକଟରେ ଏକ ମାଲବାହୀ ଗାଡିକୁ ଲ୍ୟାଣ୍ଡମାଇନରେ ବିସ୍ଫୋରଣ କରି ଉଡାଇଲେ ମାଓବାଦୀ। ଏଥିରେ ଦୁଇ ଜଣ ଗୁରୁତର ହୋଇ…

୨୦ ବର୍ଷରେ ବି ପାଠ ପଢିବାକୁ ଚାହୁଁଛନ୍ତି ଅରବିନ୍ଦ, କିନ୍ତୁ ଅର୍ଥ ସାଧୁଛି ବାଧକ

ମାଲକାନଗିରି  :  ଅଭାବ, ଦାରଦ୍ର୍ୟ ମଣିଷକୁ ତାର ଇଚ୍ଛା ଓ ସ୍ୱପ୍ନ ପୂରା କରିବାକୁ ଦିଏନି । ହେଲେ ଇଚ୍ଛା କଣ ମରିଯାଏ ? ନା, କେଉଁଠି ନା କେଉଁଠି ଛାତି ତଳେ ଲୁଚି ରହିଥାଏ । ଏମିତି ଗୋଟିଏ ଘଟଣା ଆପଣଙ୍କ ସାମନାକୁ ଆଣୁଛୁ। ଆମ ରାଜ୍ୟର ଉପାନ୍ତ ଅଞ୍ଚଳ ମାଲକାନଗିରିରୁ। ପିଲା ଦିନେ ବାପ ଛେଉଣ୍ଡ…