Browsing Tag

mann ki baat

ମନ୍‌ କି ବାତ୍‌ର ଆଜି ୧୦୦ ତମ ସଂସ୍କରଣ: ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବି ଏହାର ସିଧାପ୍ରସାରଣ କରାଯିବ

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ର ଆଜି ୧୦୦ ତମ ସଂସ୍କରଣ । ଶହେତମ ଏପିସୋଡରେ ଦେଶବାସୀଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ୧୧ଟାରେ ଆକାଶବାଣୀ, ଦୂରଦର୍ଶନ ଓ ଏହାସହିତ ଜଡିତ ସମସ୍ତ ନେଟୱାର୍କରେ…

‘ମନ୍ କି ବାତ୍‌@୧୦୦’ ସମ୍ମେଳନରେ ପହଞ୍ଚିଲେ ଆମିର ଖାନ ଓ ରବିନା ଟଣ୍ଡନ; ୩୦ରେ ପ୍ରସାରିତ ହେବ ୧୦୦ତମ ଏପିସୋଡ୍‌

ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଛି 'ମନ୍ କି ବାତ୍‌@୧୦୦’ ସମ୍ମେଳନ। ଏଥିରେ ଅଂଶଗ୍ରହଣ କରିଛନ୍ତି ବଲିଉଡ୍‌ ଅଭିନେତା ଆମିର ଖାନ ଓ ଅଭିନେତ୍ରୀ ରବିନା ଟଣ୍ଡନ। ଏଥର ‘ମନ୍‌ କି ବାତ୍‌’ର ୧୦୦ତମ ଏପିସୋଡ୍‌ ଆସନ୍ତା ୩୦ ତାରିଖରେ ପ୍ରସାରିତ ହେବ। 'ମନ୍ କି ବାତ୍‌@୧୦୦’ ସମ୍ମେଳନରେ ୧୦୦ ଜଣଙ୍କୁ…

ପିଏମ୍‌ ମୋଦିଙ୍କ ‘ମନ୍‌ କି ବାତ୍‌’ ଲୋକଙ୍କୁ କରୁଛି ପ୍ରେରିତ; ଏପ୍ରିଲ ୩୦ରେ ପ୍ରସାରିତ ହେବ ୧୦୦ତମ ଏପିସୋଡ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ କେବଳ ଲୋକପ୍ରିୟତାର ରେକର୍ଡ ସୃଷ୍ଟି କରୁନାହିଁ, ବରଂ ଏହା ଲୋକଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ବିକଶିତ କରୁଛି। ଏହାସହ ଲୋକମାନଙ୍କୁ ରାଷ୍ଟ୍ର ନିର୍ମାଣ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ମଧ୍ୟ ଯୋଗାଉଛି। ରୋହତକ…

ମୋଦିଙ୍କ ମୁହଁରେ ଓଡିଶାର ଇସକଙ୍କୁ ପ୍ରଶଂସା, ୟୁଟ୍ୟୁବରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାରୁ ମୋଦି କହିଲେ ପ୍ରେରଣାର…

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ରେ ଓଡ଼ିଶାର ଇସକ୍‌ ମୁଣ୍ଡାଙ୍କ ପ୍ରଶଂସା। ମନ୍‌କି ବାତ୍‌ର ୭୯ ତମ ସଂସ୍କରଣରେ ଇସକ ମୁଣ୍ଡାଙ୍କୁ ପ୍ରେରଣାର ଉତ୍ସ କହିଲେ ମୋଦି। ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଇସକ୍‌। ଦିନ…

‘ମନ କି ବାତ୍’ରେ ଦିବଂଗତ ଓଡ଼ିଆ ଆଇଏଏସ୍ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ଝୁରିଲେ ମୋଦି

ଦିବଂଗତ ଓଡ଼ିଆ ଆଇଏଏସ୍ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ଆଜି ପୁଣି ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ସପ୍ତାହରେ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସ୍ୱର୍ଗତ ମହାପାତ୍ରଙ୍କୁ ‘ମନ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ମୋଦି ମନେ ପକାଇଛନ୍ତି। ମୋଦି…

ମନ କି ବାତ୍‌ କାର୍ଯ୍ୟକ୍ରମରେ ପୁଣି ଓଡ଼ିଆଙ୍କୁ ପ୍ରଶଂସା, କେନ୍ଦ୍ରାପଡାର ବିଜୟ ଓ ପାରାଦୀପର ଅମରେଶଙ୍କୁ ପ୍ରଶଂସା କଲେ…

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ପୁଣି ଓଡ଼ିଆଙ୍କୁ ପ୍ରଶଂସା । କେନ୍ଦ୍ରାପଡାର ବିଜୟ କୁମାର କବିଙ୍କୁ ପ୍ରଶଂସା କରିଛନ୍ତି ନରେନ୍ଦ୍ର ମୋଦି । କେନ୍ଦ୍ରାପଡ଼ାର ଅନେକ ଗାଁ ପ୍ରତିବର୍ଷ ସମୁଦ୍ରର କରାଳ ରୂପକୁ ସାମନା କରୁଛି । ବାତ୍ୟା ଭୟ ବି ରହିଛି ଏହି…

ମୋଦିଙ୍କ ମନକି ବାତ୍: ପ୍ରଧାନମନ୍ତ୍ରୀ କହିଲେ ଦିଲ୍ଲୀରେ ତ୍ରିରଙ୍ଗାକୁ ଅପମାନ ଦେଖି ଦୁଃଖି ହୋଇଛି ସାରା ଦେଶ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀରେ ତ୍ରିରଙ୍ଗାକୁ ଅପମାନ ଦେଖି ଦୁଃଖି ହୋଇଛି ସାରା ଦେଶ । ଆଜି ବର୍ଷର ପ୍ରଥମ ‘ମନ୍‌ କି ବାତ୍‌’ରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୨୬ ତାରିଖ ଦିନ ଶତାଧିକ ଲାଲକିଲ୍ଲା ପ୍ରାଚୀର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । ଏପରି ଘଟଣାକୁ…

ଆଜି ୧୧ ଟାରେ ମୋଦି କରିବେ ‘ମନ୍‌ କି ବାତ୍‌’, ସାରା ଦେଶକୁ କରିବେ ସମ୍ବୋଧିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କରିବେ ‘ମନ କି ବାତ୍‌ କାଯ୍ୟର୍କ୍ରମ’। ରବିବାର ସକାଳ ୧୧ ଟାରେ ରେଡିଓରେ ଆଜି ସାରା ଦେଶକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ ମୋଦି ଦେଶ ଏବଂ ବିଦେଶର ଜନତାଙ୍କ ସହିତ ନିଜ ବିଚାରକୁ ପ୍ରକାଶ କରିବେ। ଏହା ମନ କି ବାତ୍‌ ୨.୦ର ୧୯ତମ…

ମୋଦିଙ୍କ ମନ କି ବାତ୍: ଦେଶର ବୀର ଯବାନଙ୍କ ପାଇଁ ଘରେ ଦୀପଟିଏ ଜାଳିବାକୁ କହିଲେ ମୋଦି

କେନ୍ୟୁଜ୍(ବ୍ୟୁରୋ): ମନ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ଦଶହରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଦଶହରା କେବଳ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ନୁହେଁ ବରଂ ସଙ୍କଟ ଉପରେ ବିଜୟର ଉତ୍ସବ । ଭାରତ ମାତାର ଏହି…

କବାଡ଼ି ଦୋକାନ ଚଲାଉଛନ୍ତି ବାପା, ପୁଅ ଟପ୍ପର ହେବା ପରେ ଫୋନ୍‌ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପରୀକ୍ଷାରେ ଟପ୍ପର ହୋଇଥିବା ପିଲାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବା ଏକ ସାଧାରଣ କଥା। କିନ୍ତୁ ପ୍ରଧାନମନ୍ତ୍ରୀ ଯଦି ଅଭିନନ୍ଦନ ଜଣାଇବେ ତେବେ ନିଶ୍ଚୟ ଭାବେ ଆପଣ ଖୁସିରେ ଝୁମି ଉଠିବେ। ଏଭଳି କିଛି ଘଟିଛି କୃତିକା ଓ ଉସ୍ମାନ୍‌ଙ୍କ ସହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୭ତମ ମନ୍‌ କି…

ଲକଡାଉନରେ କ’ଣ କରୁଛନ୍ତି ମୋଦି? ଯୋଗର ୩ଡି ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଣୁ ସରକାରଙ୍କ ତରଫରୁ ୨୧ ଦିନର ଲକଡାଉନ ଲାଗୁ କରାଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନିଜେ ରବିବାର ମନ୍ କି ବାତ କରିଥିଲେ।  ଏଥିରେ ସେ କରୋନା ଭାଇରସକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସେ…

 ଆଜି ‘ମନ କି ବାତ’ କାର୍ଯ୍ୟକ୍ରମରେ କାରୋନା ବିଷୟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ, ନିଶ୍ଚୟ ଯୋଗ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଦିନ ଭଳି ଏହି ରବିବାର ଅର୍ଥାତ ଆଜି ମନ କି ବାତ କରିବେ। କିନ୍ତୁ ଏଥର କାର୍ଯ୍ୟକ୍ରମରେ ବିଶ୍ଵ ମହାମାରୀ କାରୋନା ଭାଇରସ ଉପରେ କେନ୍ଦ୍ରିତ ହେବ। ଏହାର ସୂଚନା ନିଜେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଜଣାଇଛନ୍ତି। ପିଏମ ଟ୍ୱିଟ କରି ଜଣାଇଛନ୍ତି ଯେ ମନ କି…