Browsing Tag

Maoist killed

ଲାଲବାହିନୀର ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କୁ ହତ୍ୟା

ମାଲକାନଗିରି (କେନ୍ୟୁଜ): ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କୁ କଲେ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଫରସଗାଓଁ ରେ ଏହି ଘଟଣା ଘଟିଛି । ପୋଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚ ପଞ୍ଚମ…

ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ : ୨ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ୨ ହାର୍ଡ କୋର ମାଓବାଦୀ ନିହତ । ମାଓ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ । ବେଦେର ଜଙ୍ଗଲରେ ମାଓବାଦୀ ବେସ୍ କ୍ୟାମ୍ପ କରି…

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଟପ ମାଓବାଦୀ ମୃତ

ବାଲିଗୁଡା : ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳି ବିନିମୟରେ ଜଣେ ଟପ ମାଓବାଦୀ ମୃତ। ଜଣେ ଯବାନ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା କାମ୍ବେରିକିଆ ଜଙ୍ଗଲରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଗତିବିଧି ସଂପର୍କରେ ସୁଚନା ପାଇ ସୁରକ୍ଷା କର୍ମୀ ମାନେ ଜଙ୍ଗଲରେ ସର୍ଚ୍ଚ ଅପରେସନ…

ଲ୍ୟାଣ୍ଡମାଇନ ଖଞ୍ଜୁ ଥିବା ବେଳେ ଜଣେ ମାଓବାଦୀ ମୃତ, ଚାରି ଗୁରୁତର

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜୁ ଥିବା ବେଳେ ଜଣେ ମାଓବାଦୀ ମୃତ । ଅନ୍ୟ ଚାରି ଗୁରୁତର ହୋଇଛନ୍ତି। ଚିନ୍ତଲନାର ନିକଟରେ ନିର୍ବଚନୀ ହିଂସା କରିବାକୁ ଯୋଜନା କରୁଥିଲେ ଏହି ମାଓବାଦୀମାନେ।

ଆଣ୍ଟି ନକ୍ସଲ ଅପରେସନରେ ପୋଲିସକୁ ସଫଳତା: ୨ ଜଣ ନିହତ

ବଲାଙ୍ଗିର(କେନ୍ୟୁଜ୍):ଆଣ୍ଟି ନକ୍ସଲ ଅପରେସନରେ ପୋଲିସକୁ ସଫଳତା। ଗତକାଲି ରାତିରେ ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଛି।ପ୍ରାୟ ଅଧଘଣ୍ଟା ଧରି ଚାଲିଥିବା ଗୁଳିବିନିମୟରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣା ସ୍ଥଳରେ ୫ ଟି ଏସଓଜି ଟିମ ନିୟୋଜିତ ଥିଲେ। ଗତକାଲି…

ମାଓବାଦୀଙ୍କ ବର୍ବରକାଣ୍ଡ: ମନୋହରପୁରର ପୂର୍ବତନ ବିଜେପି ବିଧାୟକଙ୍କୁ ଆକ୍ରମଣ, ୨ ଅଙ୍ଗରକ୍ଷୀଙ୍କୁ କଲେ ହତ୍ୟା

ରାଉରକେଲା(କେନ୍ଯୁଜ୍): ଓଡ଼ିଶା ଝାଡଖଣ୍ଡ ସୀମାନ୍ତରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ମନୋହରପୁର ପୂର୍ବତନ ବିଜେପି ବିଧାୟକ ଗୁରୁଚରଣ ନାୟକଙ୍କ ଉପରେ ମାଓବାଦୀ ଆକ୍ରମଣ କରିବା ସହ ତାଙ୍କର ଦୁଇ ଅଙ୍ଗରକ୍ଷୀଙ୍କୁ ହତ୍ୟା କରିଛନ୍ତି । ହତ୍ୟା ପରେ ଅଙ୍ଗରକ୍ଷୀଙ୍କ ଅସ୍ତ୍ର ଶସ୍ତ୍ର ଲୁଟିନେବା…

ମାଲକାନଗିରି: ଆମ୍ବ୍ୟୁସ ଲଗାଇ ଦୁଇ ଜଣ ITBP ଯବାନଙ୍କ ଜୀବନ ନେଇଗଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ହିଂସାକାଣ୍ଡ । ମାଓବାଦୀଙ୍କ ଆକ୍ରମଣରେ ୨ ଜଣ ITBP ଯବାନ ସହିଦ । ITBPର ଜଣେ ASI ଓ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଛନ୍ତି। କରିଆମେଟା ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ହୋଇଥିଲା…

ମାଲକାନଗିରି ସୀମାନ୍ତ ସୁକମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଗୁମ୍ଫା ଅଂଚଳରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ବେଳେ ଣ ରବିବାର ସକାଳେ ଜଣେ ନକ୍ଦଲ ନିହତ ହୋଇଥିବା ଜଣାଯାଇଛି । ଆସନ୍ତା ୨୮ ତାରିଖରୁ ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ ହେବାକୁ ଥିବା ବେଳେ ୧୫୦…

ଛତିଶଗଡ ଦାନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ମୃତ। ଆଜି ମୁସ୍ତାଲନାର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର ମାଓ କ୍ୟାଂପ୍‌ ଥିବା ଜାଣିବା ପରେ ପୋଲିସ ଚଢାଉ କରିଥିଲା। ପୋଲିସ ଖବର ପାଇ ମାଓବାଦୀ ପ୍ରଥମେ ଫାଇରିଂ କରିଥିଲା।…

ମାଲକାନଗିରି: ପଣ୍ଡ ହେଲା ମାଓ ଯୋଜନା, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ । ପଣ୍ଡ ହେଲା ମାଓ ଯୋଜନା, ଅଳ୍ପକେ ବର୍ତ୍ତିଲେ ଯବାନ । ସୁରକ୍ଷାବାହିନୀକୁ ଟାର୍ଗେଟ କରି ରାସ୍ତାରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାର ମୀନପା ଜଙ୍ଗଲରେ ୧୦କେଜିରୁ ଅଧିକ ଓଜନର…

ପୋଲିସ୍ ଏନକାଉଣ୍ଟରରେ ଟପ୍‌ ମାଓନେତା ଭାସ୍କର ସହିତ ୫ ନିହତ

ମାଲକାନଗିରି: ଟଳିପଡିଲେ ୫ ମାଓବାଦୀ । ପୋଲିସ ଏନକାଉଣ୍ଟରରେ ଟପ୍‌ ମାଓନେତା ଭାସ୍କର ନିହତ । ସେ ମାଓବାଦୀଙ୍କ ଗଡଚରୋଲି ଡିଭିଜନ କମିଟିର ସଂପାଦକ ଭାବେ କାମ କରୁଥିଲା। ଭାସ୍କର ନାଁରେ ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ୪୧ଜଣ ସୁରକ୍ଷାକର୍ମୀ ହତ୍ୟା ଘଟଣାରେ ସାମିଲ ଥିଲା। ଗତକାଲି…