Browsing Tag

Massive fire

ଅଷ୍ଟ୍ରେଲିଆ: ରସେଲ୍‌ ଆଇଲାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁରେ ପୋଡ଼ି ହୋଇ ବାପା ସହିତ ୫ ନାବାଳକ ପୁଅଙ୍କ ମୃତ୍ୟୁ

ଅଷ୍ଟ୍ରେଲିଆର ରସେଲ୍‌ ଆଇଲାଣ୍ଡରେ ରବିବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଠାରେ ନିଆଁରେ ପୋଡ଼ି ହୋଇ ବାପା ସହିତ ୫ ନାବାଳକ ପୁଅଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାକୁ ବିନାଶକାରୀ ବୋଲି କହିଛି। ମିଳିଥିବା ସୂଚନା ଅନୁସାରେ, ବ୍ରିସ୍‌ବେନ ନିକଟ ରସେଲ୍‌ ଆଇଲାଣ୍ଡରେ ଥିବା ଏକ ଘରେ ରବିବାର…

ଦିଲ୍ଲୀ: କନଟ୍‌ ପ୍ଲେସ୍‌ର DCM ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ପହଞ୍ଚିଲା ୧୦ ଅଗ୍ନିଶମ ଗାଡ଼ି

ଦିଲ୍ଲୀର କନଟ୍‌ ପ୍ଲେସ୍‌ର DCM ବିଲ୍ଡିଂରେ ଭୟଙ୍କର ନିଆଁ ଲାଗିଛି। ସୂଚନା ପାଇ ୧୦ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ନିଆଁ କୋଠାର ୯ମ ମହଲାରେ ଲାଗିଛି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ…

ସିଡ୍‌ନୀରେ ଭୀଷଣ ଅଗ୍ନିକାଣ୍ଡ, ୭ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିବା ଆଶଙ୍କା!

ଅଷ୍ଟ୍ରେଲିଆର ସିଡ୍‌ନୀରେ ଏକ ବିଲ୍ଡିଂରେ ଭୟଙ୍କର ନିଆଁ ଲାଗିଛି। ଏହାର ଭୟାବହତା ଏତେ ଯେ ନିଆଁ ଲାଗିଥିବା ୭ ମହଲା କୋଠା ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଦେଇଛି। କାରଣ, ଏହି ନିଆଁ ଆହୁରି ବି ଅଧିକ ଭୟଙ୍କର ରୂପ ନେଇପାରେ। ସେପଟେ ଏ ନେଇ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ତତ୍ପର…

ଦୁବାଇର ଆବାସିକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, ୧୬ ଲୋକ ଜୀବନ୍ତ ଦଗ୍ଧ; ମୃତକଙ୍କ ମଧ୍ୟରେ ୪ ଭାରତୀୟ

ଦୁବାଇର ଏକ ଆବାସିକ ବିଲ୍ଡିଂରେ ଶନିବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ମୋଟ ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ କେରଳର ଏକ ଦମ୍ପତିଙ୍କ ସମେତ ୪ ଭାରତୀୟ ଅଛନ୍ତି। ଦୁବାଇ ଗଣମାଧ୍ୟମ ରବିବାର ଏ ବିଷୟରେ ସୂଚନା ଦେଇଛି। ମିଡିଆ ରିପୋର୍ଟ ମୁତାବକ, ଦୁବାଇର ପୁରୁଣା…

ଆନ୍ଧ୍ରପ୍ରଦେଶ: ରାମନବମୀ ପୂଜା ବେଳେ ଜଳିଗଲା ବେଣୁଗୋପାଳ ମନ୍ଦିର, ଶର୍ଟ ସର୍କିଟ୍‌ରୁ ଭୟଙ୍କର ଅଗ୍ନିକାଣ୍ଡ

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ରାମନବମୀ ପୂଜାବେଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ବେଣୁଗୋପାଳ ମନ୍ଦିର ପରିସରରେ ରାମନବମୀ ପାଇଁ ତିଆରି ହୋଇଥିବା ପେଣ୍ଡାଲ ଜଳି ଛାରଖାର ହୋଇଯାଇଛି। ଶର୍ଟ ସର୍କିଟ୍‌ ଯୋଗୁ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯଦିଓ ସମୟ…

ଯାଜପୁର କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର ରୋଡ୍(କେନ୍ୟୁଜ୍):ଯାଜପୁର ଜିଲ୍ଲାରେ କବାଡ଼ି ଗୋଦାମରେ ନିଆଁ । ଭୟାବହ ଅଗ୍ନିକାଣ୍ଡ ହୋଇଛି । କୋରେଇ ଥାନା ଧନେଶ୍ୱର ଛକରେ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨ଟି ଟିମ୍‌ ପହଞ୍ଚି ନିଆଁ ଲିଭାଉଛନ୍ତି । ନିଆଁ ଲିଭାଇବା ବେଳେ…

ଦିଲ୍ଲୀରେ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳିଗଲେ ୨ କର୍ମଚାରୀ, ୨୦ରୁ ଅଧିକ ଆହତ

ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍‌ ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ୍‌ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଘଟଣାର ସୂଚନା ମିଳିବା କ୍ଷଣି ୧୦ ଅଗ୍ନିଶମ ଗାଡ଼ି ସେଠାରେ ପହଞ୍ଚିଛନ୍ତି। ଦିଲ୍ଲୀ ଦମକଳ ସେବା ଅଧିକାରୀଙ୍କ ମୁତାବକ, ନିଅାଁ ସଂସ୍ପର୍ଶରେ ଆସି ୨ କର୍ମଚାରୀ ଜୀବନ୍ତ ଜଳି ଯାଇଛନ୍ତି।…

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ଶ୍ୱାସରୁଦ୍ଧ ହୋଇ ୮ ମୃତ, ଆହୁରି ଲୋକ ଫସି ରହିଛନ୍ତି!

ହାଇଦ୍ରାବାଦ: ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ୮ ଜଣର ଜୀବନ ଯାଇଛି । ଗୋଟିଏ ଇଲେକ୍ଟ୍ରିକାଲ୍‌ ବାଇକ୍‌ ସୋରୁମ୍‌ ଓ ପାଖରେ ଥିବା ହୋଟେଲରେ ନିଆଁ ଲାଗିଛି । ହୋଟେଲ୍‌ ଭିତରେ ଆହୁରି ବହୁ ଲୋକ ଫସି ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ…

ଜାମସେଦପୁର ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୀଷଣ ଅଗ୍ନିକାଣ୍ଡ, ୩ କର୍ମଚାରୀ ଗୁରୁତର ଆହତ

ଜାମସେଦପୁର : ଝାଡଖଣ୍ଡର ଜାମସେଦପୁରରେ ବର୍ତ୍ତମାନ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୀଷଣ ଲାଗିଛି ଯେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡିଛି। ତେବେ ସୂଚନା ମୁତାବକ ଏହି ଅଗ୍ନିକାଣ୍ଡରେ ୩ ଜଣ କର୍ମଚାରୀ ଗୁରୁତର…

ଗାଜିଆବାଦ: ବସ୍ତିରେ ଭୀଷଣ ନିଆଁ; ଜିଅନ୍ତା ଜଳି ପାଉଁଶ ହୋଇଗଲେ ୫୦ରୁ ଅଧିକ ଗାଈ

ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଇନ୍ଦିରାପୁରମ୍‌ର କନାଓ୍ଵନୀ ଅଞ୍ଚଳରେ ଭୀଷଣ ନିଆଁ ସଂସ୍ପର୍ଶରେ ଆସି ୫୦ରୁ ଅଧିକ ଗାଈ ଜିଅନ୍ତା ଜଳି ପାଉଁଶ ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ମୁତାବକ, ଏଠାରେ ଥିବା ଏକ ବସ୍ତିରେ…

କଟକ ଦରଘା ବଜାରସ୍ଥିତ ସାରସ୍ୱତ ପ୍ରେସରେ ବଡ ଧରଣର ଅଗ୍ନିକାଣ୍ଡ

କଟକ: କଟକ ଦରଘା ବଜାରରେ ବଡ ଧରଣର ଅଗ୍ନିକାଣ୍ଡ। ସାରସ୍ୱତ ପ୍ରେସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏନେଇ ଖବର ପାଇବା ପରେ ଅଗ୍ନିଶମ ବାହିନୀର ୩ଟି ଗାଡି ଦ୍ୱାରା ନିଆଁ ଆୟତ୍ତ କରାଯିବାକୁ ଚେଷ୍ଟା ଚାଲିଛି। ଗତକାଲି ରାତି ୩ଟାରେ ନିଆଁ ଲାଗିଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ…

ବାସୁଦେବପୁର ପୌରପାଳିକାସ୍ଥିତ ମନ୍ଦାରୀ ପ୍ରବୋଧପୁରଠାରେ ଭୟାବହ ଅଗ୍ନିକାଣ୍ଡ, ୩ବଖରା ଘର ଜଳିଯିବା ସହ ଲକ୍ଷାଧିକ…

ବାସୁଦେବପୁର: ବାସୁଦେବପୁର ପୌରପାଳିକାସ୍ଥିତ ମନ୍ଦାରୀ ପ୍ରବୋଧପୁରଠାରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ୩ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଗାଁର କୈଳାଶ ଜେନାଙ୍କ ଘରେ ନିଆଁ ଲାଗି ଚାହୁଁ ଚାହୁଁ ସମଗ୍ର ଘରକୁ ବ୍ୟାପିଯାଇଥିଲା। ଫଳରେ କେବଳ…