ପ୍ରେମ ପାଇଁ ପରିବାର ଲୋକଙ୍କୁ ନିଶା ଦେଇ ଫେରାର ଘଟଣା, ଗୁରୁତର ଅବସ୍ଥାରେ ଦୁଇ ଶିଶୁ କଟକ ସ୍ଥାନାନ୍ତର
ଯାଜପୁର : ପ୍ରେମରେ ଉବୁଟୁବୁ ନାବାଳିକାର ଉନ୍ମତ୍ତକାଣ୍ଡ । ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଯାଇଛି ନାବାଳିକା । ଯାଜପୁର ଯଯାତି କେଶରୀ ଭେଷଜ ଚିକିତ୍ସାଳୟରେ ପରିବାରର ବାପା ମାଙ୍କ ସମେତ ୫ଜଣ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଦୁଇ ଜଣ ଶିଶୁଙ୍କ…