Below header
Browsing Tag

minor girl

କୋଭିଡ୍‌ରେ ଚାଲିଗଲା ମା’; ନାବାଳିକା ଝିଅକୁ ୮ ମାସ ଧରି ଦୁଷ୍କର୍ମ କଲେ ୮୦ ଜଣ ଲୋକ…! ଏବେ ପୋଲିସ ହାତରେ ୭୪ ଅଭିଯୁକ୍ତ

୧୩ ବର୍ଷର ଜଣେ ନାବାଳିକାଙ୍କୁ ଜଣେ କି ଦୁଇଜଣ ନୁହେଁ, ପୂରା ୮୦ ଜଣ ଲୋକ ଯୌନ ଶୋଷଣ କରିଛନ୍ତି। କଥାଟି ବିଶ୍ୱାସ ହେଉ ନ ଥିଲେ ବି ଏଭଳି ହୃଦୟବିଦାରକ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଅଞ୍ଚଳରେ। ଏହି ମାମଲାରେ ପୋଲିସ ୭୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ରିପୋର୍ଟ ମୁତାବକ, ୧୩…

ହୃଦୟ ଜିତିଲେ ବିଦେଶୀ ଦମ୍ପତି: କୋଳେଇ ନେଲେ ଅନାଥ ଦୁଇ ନାବାଳିକା ଭଉଣୀଙ୍କୁ

ଯାଜପୁର ଟାଉନ (କେନ୍ୟୁଜ୍): ଅନାଥ ଦୁଇ ଭଉଣୀଙ୍କୁ କୋଳେଇ ନେଲେ ବିଦେଶୀ ଦମ୍ପତି । ଯାଜପୁର ବ୍ୟାସନଗରର ଏକ ଅନାଥାଶ୍ରମରେ ରହୁଥିବା ଦୁଇ ନାବାଳିକା ଭଉଣୀଙ୍କୁ ସରକାରଙ୍କ ନିୟମ ମୁତାବକ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଫ୍ରାନ୍ସରେ ରହୁଥିବା ଡାକ୍ତର ଏରିକ କରିମ ଦମ୍ପତି ପୋଷ୍ୟ…

‘ପାପା ଓ ବଡ଼ ପାପା କରିଛନ୍ତି ରେପ୍‌’, ୧୨ ବର୍ଷର ଝିଅ ମା’ଙ୍କୁ ଶୁଣାଇଲା ଛାତିଥରା ଅଙ୍ଗେନିଭା କଥା

କୁହାଯାଏ, ବାପା ପାଖରେ ଝିଅ ସବୁଠୁ ଅଧିକ ସୁରକ୍ଷିତ। ବାପା ଥିଲେ ଛୁଆକୁ କେହି ଆଖି ଉଠାଇ ଚାହିଁ ବି ପାରିବେନି। କିନ୍ତୁ ଛତିଶଗଡ଼ରେ ଏକ ବାପା ହିଁ ନିଜ ଝିଅର ଇଜ୍ଜତ ଲୁଟିଛି। କେବଳ ବାପା ନୁହେଁ, ବଡ଼ ବାପା ବି ଏହି କୁକର୍ମରେ ତାଙ୍କ ସାଥ୍‌ ଦେଇଛନ୍ତି। ଛତିଶଗଡ଼ର ଅମ୍ବିକାପୁରରେ ଏଭଳି…

ଭୁବନେଶ୍ବରରେ ନାବାଳିକାକୁ ଖାଇବାକୁ ନଦେଇ କୁପୋଷଣା କରାଇଥିବା ଘଟଣା: ସାବତ ମା’ ବାପାକୁ ଗିରଫ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ବାଲିପାଟଣା ବାରହଳ ଗାଁରେ ଶିଶୁକନ୍ୟାକୁ ନିର୍ଯାତନା ଘଟଣାରେ ସାବତ ମାଆ ଓ ବାପାକୁ ଗିରଫ କଲା ବାଲିପାଟଣା ଥାନା ପୋଲିସ । ଶିଶୁକନ୍ୟାକୁ ମାନସିକ ଓ ନିର୍ଯାତନା ଦେବା ସହ ହାତରେ ଗରମ ପାଣି ପକାଇଦେଲେ ସାବତ ମାଆ ଓ ବାପା। ଏପରିକି ହାତ ଗୋଡ ବାନ୍ଧି  ରଖିବା ସହ…

ପଟ୍ଟାମୁଣ୍ଡାଇ ତେଲେଙ୍ଗାବସନ୍ତ ଗ୍ରାମରେ ଲଜ୍ଜାଜନକ ଘଟଣା, ୧୫ ବର୍ଷର ନାବାଳିକା ୮ମାସର ଗର୍ଭବତୀ !

ପଟ୍ଟାମୁଣ୍ଡାଇ(କେନ୍ଯୁଜ୍): ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତେଲେଙ୍ଗାବସନ୍ତ ଗ୍ରାମରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ଏକ ଦଳିତ ୧୫ବର୍ଷର ନାବାଳିକା ୮ମାସର ଗର୍ଭବତୀ ହୋଇଥିବା ଜଣାପଡିଛି । ଯାହାକୁ ନେଇ ପୀଡିତାଙ୍କ ବାପା ଗତକାଲି ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ…

ଭୁବନେଶ୍ବର: ଅବସରପ୍ରାପ୍ତ IASଙ୍କ ଘରେ ନାବାଳିକା ଶିଶୁ ଶ୍ରମିକ, ଉଦ୍ଧାର କଲା ଚାଇଲ୍ଡ ଲାଇନ ଓ ନୟାପଲ୍ଲୀ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ହୋଇ ଭୁଲି ଯାଇଥିଲେ ଶିଶୁ ଶ୍ରମିକ ବେଆଇନ ବୋଲି। ନିଜ ଘରେ ୧୨ ବର୍ଷର ନାବାଳିକାକୁ ଘରେ କାମ କରାଉଥିଲେ ଜଣେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ। ଏଭଳି ଅଭିଯୋଗ ଆସିଛି ଭୁବନେଶ୍ବରର ନୟାପଲ୍ଲୀ ଥାନା ଅଧୀନସ୍ଥ ଆଇ.ଆର.ସି ଭିଲେଜ…

କଟକ: ପୁଣି ମାହାଙ୍ଗାରେ ଲଜ୍ଜା, ଘରେ କେହି ନଥିବା ବେଳେ ୪ରୁ୫ ଜଣ ବ୍ୟକ୍ତି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ମାହାଙ୍ଗା(କେନ୍ୟୁଜ୍):  ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘରେ କେହି ନଥିବା ବେଳେ ୪/୫ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣାଟି ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ । ସ୍ଥାନୀୟ ଅଞ୍ଚଳର ଗଣେଶ୍ୱର ଦଳେଇ ନାମକ ଜଣେ ବ୍ୟକ୍ତିଙ୍କ ସମେତ ଅନ୍ୟ…

ପୁରୀ ଅଞ୍ଚଳର ଦୁଷ୍କର୍ମ ପୀଡ଼ିତା ନାବାଳିକାର ଗର୍ଭପାତ ପାଇଁ ହାଇକୋର୍ଟ ଦେଲେ ଅନୁମତି

କଟକ(କେନ୍ୟୁଜ୍):  ଦୁଷ୍କର୍ମ ପୀଡ଼ିତା ନାବାଳିକାର ଗର୍ଭପାତ ପାଇଁ ଅନୁମତି । ଏଥିପାଇଁ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି । ମାନସିକ ଓ ଶାରୀରିକ ଭାବରେ ସନ୍ତାନ ଧାରଣ ପାଇଁ ନାବାଳିକା ଚାହୁଁ ନଥିବାରୁ ସେ ଗର୍ଭ ନଷ୍ଟ କରିପାରିବେ । ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଗର୍ଭପାତ କରିବାକୁ ତିନି…

ବାଲେଶ୍ୱରରେ ନିଖୋଜ ନାବାଳିକାଙ୍କ ମୃତଦେହ ଢେଙ୍କାନାଳରୁ ଉଦ୍ଧାର, ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ

ଢେଙ୍କାନାଳ: ବାଲେଶ୍ୱରରେ ନିଖୋଜ ଢେଙ୍କାନାଳରୁ ମୃତଦେହ ଉଦ୍ଧାର । ସଦର ଥାନା ଅଞ୍ଚଳରୁ ଜଣେ ନାବାଳିକା କଲେଜ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀଙ୍କ ଘର ବାଲେଶ୍ୱର ଖଇରା ଅଞ୍ଚଳରେ । ଗତ ଗୁରୁବାରଠାରୁ ଘରୁ ଆସିବା ପରେ ପରିବାର ଲୋକେ ଖଇରା ଥାନାରେ ଅଭିଯୋଗ କରିଥିଲେ ।…

ନାବାଳିକାକୁ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଥିବା ଅଭିଯୋଗରେ ଜଣେ ମହିଳା ଓ ହୋମଗାର୍ଡ଼ ଗିରଫ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଜ୍ୟୋତିପଡା ଠାରେ ଜଣେ ନାବାଳିକାକୁ ଅନ୍ୟ ଜଣେ ମହିଳା ଜୋର ଜବରଦସ୍ତ ନିଜ କବଜାରେ ରଖି ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ସେହି ସ୍ଥାନରୁ ନାବାଳିକା ଜଣକ ଖସିଆସି ବସଷ୍ଟାଣ୍ଡରେ ବସି କାନ୍ଦୁଥିଲା। ତାକୁ ଦେଖି…

୧୬ ବର୍ଷର ନାବାଳିକାଙ୍କୁ ନିଶାଦ୍ରବ୍ୟ ଶୁଙ୍ଘାଇ କରିନେଲେ ଅପହରଣ, ଦୁଷ୍କର୍ମ କରି ବେହୋଶ ଅବସ୍ଥାରେ ଫିଙ୍ଗିଦେଲେ ଗାଁ…

ବିହାରରେ ଏକ ଅମାନବୀୟ ଘଟଣା ଘଟିଛି। ସୁପୋଲ ଜିଲାର ଦୁଇଜଣ ଯୁବକ ନିଶାଦ୍ରବ୍ୟ ଶୁୁଙ୍ଘାଇ ୧୬ ବର୍ଷର ଜଣେ ନାବାଳିକାଙ୍କୁ ଅପହରଣ କରି ତାଙ୍କ ସହିତ ଗଣଦୁଷ୍କର୍ମ କରିଛନ୍ତି। ଏହାପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ବେହୋଶ ଅବସ୍ଥାରେ ତାଙ୍କ ଘର ପାଖରେ ଛାଡ଼ି ଦେଇ ଫେରାର୍‌ ହୋଇଯାଇଛନ୍ତି।…

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଆଉ କେହି ନୁହେଁ ଜଣେ ନାବାଳକ

ପାରଳାଖେମୁଣ୍ଡି : ସାଂଘାତିକ ଅଭିଯୋଗ । ଯାହାକୁ ବିଶ୍ୱାସ କରିବା ମଧ୍ୟ ସହଜ ହେଉ ନାହିଁ । ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । କାଶୀନଗର ଥାନା ଅଞ୍ଚଳରେ ଜଣେ ୮ବର୍ଷର ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ କରାଯାଇଥିବା ପୋଲିସ୍ ନିକଟରେ ପରିବାର ଲୋକେ ଅଭିଯୋଗ…