ଇସ୍ରାଏଲରେ କ୍ଷେପଣାସ୍ତ୍ର ଆକ୍ରମଣ, ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ; ଅନ୍ୟ ୨ ଆହତ
ଇସ୍ରାଏଲରେ କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମୃତ ଭାରତୀୟ ହେଉଛନ୍ତି କେରଳର ବାସିନ୍ଦା । ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି ଯେ ଲେବାନନ୍ରୁ ଛଡ଼ା ଯାଇଥିବା ଏକ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ଇସ୍ରାଏଲର ଉତ୍ତର…