Browsing Tag

monsoon session

ଆଜି ବି କମ୍ପିବ ଗୃହ ! ତୃତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ସରଗରମ ହେବ ବିଧାନସଭା

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭା ମୌସମୀ ଅଧିବେଶନର ଆଜି ତୃତୀୟ ଦିନ । ବିଭିନ୍ନ ପ୍ରସଙ୍ଗରେ ଆଜି ବି ଗୃହ ସରଗରମ ହେବା ସମ୍ଭାବନା ରହିଛି । ଗତକାଲି ଧୋଇ ଯାଇଥିଲା ପ୍ରଶ୍ନକାଳ । ବିଜେପି ସଦସ୍ୟଙ୍କ ପ୍ରବଳ ହୋହଲ୍ଲା ଯୋଗୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରିଥିଲେ । ବିଜେପି…

ଆଜିଠୁ କମ୍ପିବ ବିଧାନସଭା, ୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ ଆଗତ ହେବ ଅତିରିକ୍ତ ବଜେଟ୍

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ଆଜି ପ୍ରଥମ ଦିନରେ ଆଗତ ହେବ ୨୦୨୩-୨୦୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ । ଅକ୍ଟୋବର ୪ ତାରିଖ ଯାଏ ଚାଲିବ ମୌସୁମୀ ଅଧିବେଶନ । ଏହି ସଂକ୍ଷିପ୍ତ ଅଧିବେଶନ ଆରମ୍ଭରୁ ଶେଷ ଯାଏ ସରଗରମ ରହିବ । ପ୍ରସଙ୍ଗର ପାହଡ଼ ଧରି ସରକାରଙ୍କୁ…

କାଲିଠୁ ସଂସଦର ମୌସୁମୀ ଅଧିବେଶନ, ଅଗ୍ନିପଥ ଯୋଜନାରେ ନିଯୁକ୍ତି ଓ ଦରଦାମ ବୃଦ୍ଧି ଭଳି ମୁଦ୍ଦା ଉଠାଇବେ ବିରୋଧୀ ଦଳ

କେନ୍ୟୁଜ୍(ବ୍ୟୁରୋ):କାଲିଠାରୁ ସଂସଦର ମୌସୁମୀ ଅଧିବେଶନ। ଚଳିତ ଅଧିବେଶନ ରହିବ ମହତ୍ତ୍ୱପୂର୍ଣ୍ଣ। ଅଧିବେଶନ ସମୟରେ ନିର୍ବାଚିତ ହେବେ ଦେଶର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। ମୌସୁମୀ ଅଧିବେଶନରେ କେନ୍ଦ୍ର ଆଗତ କରିବ ୨୪ଟି ବିଲ୍‌। କ୍ୟାଣ୍ଟନମେଣ୍ଟ ବିଲ୍‌, ମଲ୍‌ଟି ଷ୍ଟେଟ କୋଅପରେଟିଭ…

ଚଳିତ ବର୍ଷ ଦେଶରେ ସ୍ୱାଭାବିକ ରହିବ ମୌସୁମୀ, ଜୁନ ମାସ ଠାରୁ ହେବ ଆରମ୍ଭ : ସ୍କାଏମେଟ୍‌

ନୂଆଦିଲ୍ଲୀ: ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ । ୨୦୨୨ ପାଇଁ ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ବର୍ଷାର ପରିମାଣ ଏଲପିରେ ୯୮ ପ୍ରତିଶତ ରହିବା ସମ୍ଭାବନା ରହିଛି । ଏଥିରେ ୫ ପ୍ରତିଶତ ଏପଟ ସେପଟ ହୋଇପାରେ । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଏଲପିଏ ବା ଲଙ୍ଗ…

ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ: ଆଜି ରଣନୀତି ଚୂଡ଼ାନ୍ତ କରିବେ ତିନି ପ୍ରମୁଖ ଦଳ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଏଥର ସରଗରମ ରହିବ ଗୃହ। ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖେରେ ରହିଛି ପୁଳା ପୁଳା ପ୍ରସଙ୍ଗ। ଆଜି ରଣନୀତି ଚୂଡ଼ାନ୍ତ କରିବେ ତିନି ପ୍ରମୁଖ ଦଳ । କେଉଁ କେଉଁ ପ୍ରସଙ୍ଗକୁ ଗୃହରେ ଉଠାଇବେ ତାହା ଉପରେ…

ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ: ମାଳମାଳ ପ୍ରସଙ୍ଗ, ସମୟ କମ୍

ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ । ଏଥର ମାଳମାଳ ପ୍ରସଙ୍ଗ ରହିଛି । ହେଲେ ସମୟ କମ ରହିଛି । କୋଭିଡ୍‌ କଟକଣାରେ ସେପ୍ଟେମ୍ବର ୧ରୁ ୯ ତାରିଖ ଯାଏ ଅଧିବେଶନ ଚାଲିବ । ଚଳିତ ଅଧିବେଶନରେ ରହିବ ୮ଟି କାର୍ଯ୍ୟ ଦିବସ । ଏଥିରୁ ୭ ଦିନ ଅଫିସିଆଲ୍‌ ବିଜନେସ୍‌ ପାଇଁ…

ସେପ୍ଚେମ୍ବର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ,୨୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି

କେନ୍ୟୁଜ୍(ବ୍ୟୁରୋ):  ସେପ୍ଚେମ୍ବର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ । ତାପୂର୍ବରୁ ୨୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସୁରୁଖୁରୁରେ ଗୃହକାର୍ଯ୍ୟ ଚଳାଇବା ପାଇଁ ସରକାର ଓ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି । କୋଭିଡ୍‌ କଟକଣାରେ ସେପ୍ଟେମ୍ବର…

ସେପ୍ଚେମ୍ବର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ, ତାପୂର୍ବରୁ ୨୭ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ବର(କେନ୍ଯୁଜ୍): ସେପ୍ଚେମ୍ବର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ । ତାପୂର୍ବରୁ ୨୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସୁରୁଖୁରୁରେ ଗୃହକାର୍ଯ୍ୟ ଚଳାଇବା ପାଇଁ ସରକାର ଓ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି । କୋଭିଡ୍‌ କଟକଣାରେ…

ଆଜିଠୁ ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ଲମ୍ବା ପ୍ରସଙ୍ଗ

ନୂଆଦିଲ୍ଲୀ(କେନ୍ଯୁଜ୍): ଆଜିଠୁ ମୌସୁମୀ ଅଧୀବେଶନ । ଘମାଘୋଟ ହେବ ମୌସୁମୀ ଅଧିବେଶନ । ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ରହିଛି ଲମ୍ବା ପ୍ରସଙ୍ଗ । ବିଶେଷ କରି ତୈଳ ଦର ବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିବେ ବିରୋଧୀ । କୋଭିଡ୍‌ ଦ୍ୱିତୀୟ ଲହର ପରିଚାଳନା ଓ ଟିକା ଅଭାବ…

ଆରମ୍ଭ ହେଲା ସଂସଦରେ ମୌସୁମୀ ଅଧିବେଶନ: ଅଲଗା ଅଲଗା ସିଫ୍‌ଟରେ ଚାଲିବ ଲୋକସଭା ଓ ରାଜ୍ୟସଭା

ନୂଆଦିଲ୍ଲୀ: ଆଜିଠୁ ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ଭିତରେ ଆରମ୍ଭ ହୋଇଛି ପ୍ରଥମ ଅଧିବେଶନ । ସଂକ୍ଷିପ୍ତ ଅଧିବେଶନରେ ଗୃହକାର୍ଯ୍ୟ ମଧ୍ୟ କାଣ୍ଟଛାଣ୍ଟ ହୋଇଛି । ଅଲଗା ଅଲଗା ସିଫ୍‌ଟରେ ଚାଲୁଛି ଲୋକସଭା ଓ ରାଜ୍ୟସଭା । ପ୍ରଥମ ଦିନ ଲୋକସଭା ସକାଳ ୯ଟାରୁ ଆରମ୍ଭ ହୋଇ…

ଓଡ଼ିଶାର ଚାଷୀମାନଙ୍କ ପାଇଁ ଖୁସି ଖବର, ଚଳିତବର୍ଷ ହୋଇପାରେ ୯୬ରୁ ୧୦୦ ପ୍ରତିଶତ ବର୍ଷା

କେନ୍ୟୁଜ୍ : ଓଡ଼ିଶାର ଚାଷୀମାନଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ହୋଇପାରେ ୯୬ରୁ ୧୦୦ ପ୍ରତିଶତ ବର୍ଷା । ସେହିପରି ମୌସୁମୀ ଆସିବାକୁ ୨ରୁ ୪ ଦିନ ବିଳମ୍ବ ହୋଇପାରେ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାରେ ହିଟ୍ ୱେଭ ସହ ଉପକୂଳ ଓଡ଼ିଶାରେ କାଳବୈଶାଖୀ ଜାରି ରହିବ ।…

ଲୋକସଭାରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ : ବିଗ୍ ଡିବେଟରେ ଘଟିଲା ମୁନ୍ନାଭାଇ ମୁମେଣ୍ଟ

ନୂଆଦିଲ୍ଲୀ : ୧୫ ବର୍ଷ ପରେ ତେଲୁଗୁଦେଶ ପାର୍ଟି ଆଣିଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ୩୨୫ ମତ ପଡଥିଲା । ସମର୍ଥନରେ ପଡିଥିଲା ମାତ୍ର ୧୨୬ ଭୋଟ୍ । ବିଳମ୍ବତି ରାତି ଯାଏଁ ଚାଲିଥିବା ୧୨ଘଣ୍ଟାର ମାରାଥନ ଆଲୋଚନା ପରେ ଭୋଟିଂ ହୋଇଥିଲା । ୪୫୧ ଜଣ ସାଂସଦ ମତଦାନରେ ଭାଗ ନେଇଥିଲେ । ଲୋକସଭାରେ…