Browsing Tag

moon mission

ମୁନ୍‌ ମିଶନ ସମ୍ପୂର୍ଣ୍ଣ: ଆଜି ପୃଥିବୀକୁ ଫେରି ଆସିବ ଆର୍ଟେମିସ-୧

ନୂଆଦିଲ୍ଲୀ: ଶେଷ ହେଲା ନାସାର ମୁନ୍‌ ମିଶନ । ଆଜି ପୃଥିବୀକୁ ଫେରିବ ଆର୍ଟିମିସ-୧ । ରାତି ପ୍ରାୟ ୧୧ ଟା ୧୦ ମିନିଟରେ ପୃଥିବୀକୁ ଫେରିବ ମହାକାଶ ଇତିହାସରେ ସବୁଠାରୁ ଶକ୍ତିଶାଳୀ ରକେଟ୍‌ । ଏହା ମେକ୍ସିକୋର ଗ୍ଵାଡାଲୁପ୍‌ ଦୀପ ନିକଟ ପ୍ରଶାନ୍ତ ମହାସାଗରରେ ଏହା ଲ୍ୟାଣ୍ଡ କରିବ। ସ୍କିପ୍‌…

ଆସନ୍ତା କିଛି ଘଣ୍ଟା ଭିତରେ ସବୁଠୁ ଶକ୍ତିଶାଳୀ ରକେଟ୍‌ର ଉତକ୍ଷେପଣ କରିବ ନାସା, ପୁଣି ଥରେ ଆରମ୍ଭ ହେବ ବହୁ…

କେନ୍ୟୁଜ୍(ବ୍ୟୁରୋ): ଆଜି ନାସାର ମୁନ୍‌ ମିଶନ । ପୁଣି ଥରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଆର୍ଟିମସ-୧ ମିଶନ । ଆସନ୍ତା କିଛି ଘଣ୍ଟା ଭିତରେ ସବୁଠୁ ଶକ୍ତିଶାଳୀ ରକେଟ୍‌ର ଉତକ୍ଷେପଣ କରିବ ନାସା । ଫ୍ଲୋରିଡାର କେନେଡି ସ୍ପେସ୍‌ ସେଣ୍ଟରରୁ ମାନବ ବିହୀନ ସ୍ପେସ ଲଞ୍ଚ ସିଷ୍ଟମ ରକେଟ ଏସଏଲଏସର…

ଚନ୍ଦ୍ରକୁ ନେଇ ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ଘମାଘୋଟ ହେବ ଯୁଦ୍ଧ, ଜାଣନ୍ତୁ ରହସ୍ୟ କଣ

କେନ୍ୟୁଜ (ବ୍ୟୁରୋ) : ଏମିତିରେ ତ ବିଶ୍ୱ ବଜାରକୁ ନିଜ ଅକ୍ତିଆରରେ ରଖିବା ପାଇଁ ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଓ ଚୀନ୍ ମଧ୍ୟରେ ଭୀଷଣ ପ୍ରତିଯୋଗିତା ଚାଲିଛି । ସିଧାସଳଖ କହିବାକୁ ଗଲେ ବିଭିନ୍ନ କାରଣରୁ ଏବେ ଦୁହେଁ ଦୁହିଙ୍କ ଶତ୍ରୁ ପାଲଟି ଯାଇଛନ୍ତି । ତାର ଭିତରେ ଆଉ ଏକ ଖବର ଆସିଛି ଯେ…

ମିଶନ ‘ଡିୟର ମୁନ୍‌’: ଜହ୍ନକୁ ଯିବେ ଜାପାନୀ ଅରବପତି ୟୁସାକୁ ମେଜଓ୍ଵା, ମାଗଣାରେ ୮ ଲୋକଙ୍କୁ ବି କରାଇବେ ଭ୍ରମଣ

ଜାପାନର ଅରବପତି ୟୁସାକୁ ମେଜଓ୍ଵା ବହୁତ ଜଲ୍‌ଦି ହିଁ ଚନ୍ଦ୍ରପୃଷ୍ଠକୁ ଯିବେ। ଏଥିସହିତ ସେ କେତେକ ଲୋକଙ୍କର ଜହ୍ନକୁ ଯିବାର ସ୍ୱପ୍ନକୁ ବି ସାକାର କରିବେ। ବାସ୍ତବ କଥା ହେଲା, ୟୁସାକୁ ମେଜଓ୍ଵା ନିଜ ସହିତ ୮ଜଣ ଲେକଙ୍କୁ ଜହ୍ନ ପାଖକୁ ନେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। SpaceX ସଂସ୍ଥାପକ…

ପ୍ରେମିକା ହୋଇ ଜହ୍ନକୁ ଯିବାକୁ ଚାହୁଁଚନ୍ତି କି? ଜାନୁଆରୀ ୧୭ ତାରିଖ ମଧ୍ୟରେ ଆବେଦନ କରନ୍ତୁ, ଏସୁବିଧା କେବଳ ୨୦…

ସାଧାରଣତଃ  ପ୍ରେମିକଟିଏ ତା ପ୍ରେମିକାର ମନ ରଖିବାକୁ ଯାଇ ଜହ୍ନ ଆଣିଦେବା ଭଳି ପ୍ରତିଶୃତି ଦେଇଥାଏ। କିନ୍ତୁ ଜାପାନର ଜଣେ କୋଟିପତି ତାଙ୍କ ଗାର୍ଲଫ୍ରେଣ୍ଡ ହେବା ପାଇଁ ଏକ ଏଭଳି ଅଫରର ଘୋଷଣା କରିଛନ୍ତି ଯାହାକୁ ଯେ କେହିବ ଶୁଣିବ ତାଜୁବ ହୋଇଯିବ।  ସୋସିଆଲ ମିଡିଆରେ ଜାପନର ଏକ ବିଜ୍ଞାପନ…

ମିଶନ ଚନ୍ଦ୍ରଯାନ ପାଇଁ ଛୁଟୁଛି ପ୍ରଶଂସାର ସୁଅ, ଜାତୀୟ ଗଣମାଧ୍ୟମରେ ପାଲଟିଲା ଶିରୋନାମା

ମିଶନ ଚନ୍ଦ୍ରଯାନକୁ ସଫଳ ମିଳି ନଥିଲେ ମଧ୍ୟ ଇସ୍ରୋକୁ ସମଗ୍ର ଭାରତରୁ ଅନେକ ପ୍ରଶଂସା ମିଳିଛ। କାରଣ ବୈଜ୍ଞାନିକ ମାନଙ୍କ ଅଦମ୍ୟ ସାହାସ ଓ ସାମର୍ଥ୍ୟର ପରାକାଷ୍ଠା ଯେଉଁଭଳି ଭାବରେ ଚନ୍ଦ୍ରଯାନ-୨ର ପରୀକ୍ଷଣରେ ଦେଖିବାକୁ ମିଳିଲା ତାହା ବିଶ୍ବ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା। ପାଖାପାଖି ଦେଢ…

ପୃଥିବୀ ପରି ଚନ୍ଦ୍ରରେ ମଧ୍ୟ ଆବର୍ଜନା କରିଛି ମଣିଷ, ଜାଣନ୍ତୁ କଣ ଏଗୁଡିକ

ପୃଥିବୀରେ ଏମିତି କିଛି ଜାଗା ନାହିଁ ଯେଉଁଠି ମଣିଷର  ଅଳିଆ ଆବର୍ଜନା ପଡିନାହିଁ ।  ଏହି ଅଳିଆ ଆବର୍ଜନାରୁ ଚନ୍ଦ୍ର ମଧ୍ୟ ବାଦ ପଡିନାହିଁ । କାରଣ ନାସ କହିଛି ଚନ୍ଦ୍ରପୃଷ୍ଠରେ ୭୯୬ ପ୍ରକାର ମାନବନିର୍ମିତ ଆବର୍ଜନା ମିଳିଛି ଯେଉଁଥିରୁ ୭୬୫(୯୬%) ଆମେରିକାର ମିଶନ ବେଳେ ଛାଡି ହୋଇଯାଇଛି। …

ଚନ୍ଦ୍ରକୁ ମାନବ ମିଶନ, ଭାରତ ଆରମ୍ଭ କଲା ଗଗନାୟନ ମିଶନ

ଆପୋଲ ୧୧ମିଶନକୁ ପୂରିଲା ୫୦ ବର୍ଷ । ୧୯୬୯ ଜୁଲାଇ ୨୦ରେ ମହାକାଶଚାରୀ ନୀଲ ଆମ୍ରଷ୍ଟ୍ରଙ୍ଗ, ଏଡୱିନ୍‌ ବଜ୍‌ ଏଲଡ୍ରିନ ଓ ମାଇକଲ କୋଲିନ୍‌ସ ଚନ୍ଦ୍ରରେ ପାଦ ରଖିଥିଲେ । ୧୧ ଡିସେମ୍ବର ୧୯୭୨ ଥିଲା ଶେଷ ମାନବ ମିଶନ। ଏହାପରେ ରୋବର୍ଟ ମାଧ୍ୟମରେ ତଥ୍ୟ ସଂଗ୍ରହ ହେଉଛି । ସେପଟେ ଭାରତ ଏବେ ମାନବ…