Browsing Tag

mother

ପାଠ ପଢ଼ିବାକୁ କହିବାରୁ ବେଲ୍ଟରେ ମାଆର ତଣ୍ଟିଚିପି ମାରିଦେଲା ନୃଶଂସ ଝିଅ

ମୁମ୍ବାଇ: ମୁମ୍ବାଇର ଏରୋଲୀ ଅଞ୍ଚଳରୁ ଏକ ଲୋମଟାଙ୍କୁରା ହତ୍ୟା ମାମଲା ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷୀୟା ଝିଅ ସାମନ୍ୟ ବଚସାକୁ ନେଇ ନିଜ ହାତରେ ମା’ ର ହତ୍ୟା କରିଥିବା ଜଣାପଡ଼ିଛି । ଘଟଣାଟି ହେଉଛି ମାଆ-ଝିଅଙ୍କ ମଧ୍ୟରେ ପାଠପଢ଼ା କଥାକୁ ନେଇ ବଚସା ହୋଇଥିଲା । ଯାହାପରେ ଝିଅ ରାଗରେ ଆସି…

ନିଜ ସ୍ୱାର୍ଥ ପାଇଁ କଅଁଳା ବାଛୁରୀକୁ ରାସ୍ତା କଡ଼ରେ ଫିଙ୍ଗି ଦେଇଗଲା ମଣିଷ, ଯାହାକୁ ଆପଣାଇ ନେଲା ଗାଈ

ଭଞ୍ଜନଗର : ମାଆ ସ୍ୱର୍ଗୀୟ ଚେତନାର ଏକ ଉତ୍ସର୍ଗୀକୃତ ଅନୁଭବ। ଅତୀତରୁ ଆଜି ଯାଏଁ ଯୁଗ ଯେତେ ପରିବର୍ତ୍ତନଶୀଳ ହେଉନା କାହିଁକି ଜନ୍ମଦାତ୍ରୀ ମାଆ ସବୁବେଳେ ମାଆ। ମଣିଷ ହେଉ କି ପଶୁ, ଏହାର କୈାଣସି ବିକଳ୍ପ ନାହିଁ। ପଶୁ ହେଲେବି ସନ୍ତାନଙ୍କ ପାଇଁ ରହିଥିବା ସ୍ନେହର ଅନେକ ନିଆରା ଉଦାହରଣ…

ଇଏ ବି ଜଣେ ମା’! ଛୁଆକୁ କୋଳରେ ଧରି ବରଯାତ୍ରୀରେ ଲାଇଟ୍‌ ମୁଣ୍ଡେଇ ଯାଉଛନ୍ତି ମହିଳା; ଭାଇରାଲ ହେଉଛି ଏହି ହୃଦୟ…

ମା’ ଏକ ଏମିତି ଶବ୍ଦ, ଯାହାକୁ ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ମା’ଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି। ନିଜ ସନ୍ତାନ ପାଇଁ ମା’ ସବୁ କିଛି କରିବାକୁ ପ୍ରସ୍ତୁତ ଥାଏ। ନିଜକୁ ଯେତେ କଷ୍ଟ ହେଉନା କାହିଁକି ଛୁଆ ଉପରେ ଟିକେ ବି ଆଞ୍ଚ ଆସିବାକୁ ଦେଇନଥାଏ ମା’। ଏବେ ସୋସିଆଲ ମିଡିଆରେ ସେଭଳି…

କ୍ୟାନସର ସହ ଲଢ଼ୁଛନ୍ତି ରାଖୀ ସାଓ୍ଵନ୍ତଙ୍କ ମାଆ, ଶେୟାର କରିଥିବା ଫଟୋ ଦେଖିଲେ ଆପଣ ବି ହୋଇଯିବେ ଭାବୁକ

ବିଗ୍‌ ବସ୍‌ ୧୪ ସରିଯାଇଛି। ଘରୁ ବାହାରିବା ପରେ ସମସ୍ତ ପ୍ରତିଯୋଗୀ ସେଲିବ୍ରେଶନ ମୁଡ୍‌ରେ ଅଛନ୍ତି। କିନ୍ତୁ ରାଖୀ ସାଓ୍ଵନ୍ତ ନିଜ ବ୍ୟକ୍ତିଗତ ଜୀବନରେ କଷ୍ଟକୁ ସାମ୍ନା କରୁଛନ୍ତି। ରାଖୀଙ୍କ ମା’ ଜୟା ସାଓ୍ଵନ୍ତ ବର୍ତ୍ତମାନ କ୍ୟାନସର ସହ ଲଢ଼ୁଛନ୍ତି। ରାଖୀ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ମା’ଙ୍କ…

ଗ୍ରହଣ କରିପାରୁନି ମା : ଚାରି ଦିନ ପରେ ମୃତ ଶିଶୁକୁ ମାଟିରୁ ଖୋଳି ବାହାର କଲା, ଆଉ ତା ପରେ..

ଝାରୁସୁଗୁଡା: ବୁଝିଲାନି ମା ମନ, ଚାରି ଦିନ ପରେ ମୃତ ଶିଶୁକୁ ମାଟିରୁ ଖୋଳି ବାହାର କଲା, କ୍ଷୀର ବି ଖୁଆଇବାକୁ ଚେଷ୍ଟା କଲା । ଏହିଭଳି ଏକ ଘଟଣା ଘଟିଛି ଝାରସୁଗୁଡା ସହରାଞ୍ଚଳର ଚାନ୍ଦମାରୀ ନିକଟରେ। ଏହି ଦୃଶ୍ୟ ସତରେ ଭାରି ହ୍ରୁଦୟସ୍ପର୍ଶୀ । ଶ୍ମଶାନ ପାଖରେ କଅଁଳା ଶିଶୁକୁ ଧରି…

ପୁଣି ହତାଦାର ହେଲା ମା, ପରିଣତ ବୟସରେ ବସରେ ବସାଇ ଏକା ଛାଡିଦେଲା ପୁଅ

ଗଞ୍ଜାମ: ପୁଣି ଜନ୍ମ କଲା ପୁଅ ହତାଦର କରିଛି ମାକୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ । ଚିକିଟି ବ୍ଲକ କେ.ନୂଆଗାଁର ବୃଦ୍ଧା ଓରାଲୁ ବିନ୍ଧାଣୀ । ତାଙ୍କର ତିନୋଟି ପୁଅ । ବଡପୁଅ ବୃନ୍ଦାବନ କେ.ନୂଆଗାଁରେ ରହୁଥିବା ବେଳେ, ମଝିଆ ପୁଅ କାଶୀ ଜକର ରେ ଓ…

ଲକ୍ ଡାଉନ୍ ଯୋଗୁଁ ଆସିପାରିଲେ ନାହିଁ ସ୍ବାମୀ କିମ୍ବା ପୁଅ, ଶେଷରେ ଅଲିଅଳି ଝିଅର ମୁଖାଗ୍ନି ଦେଲା ମା

ବିହାର: ଏହି କରୋନା ସଙ୍କଟ ଏକ ମାକୁ ଆଜୀବନ ଦୁଃଖ ଦେଇଯାଇଛି | ଏକମାତ୍ର ଅଲିଅଳି ଝିଅକୁ ହରାଇଛି ମା । ଲକ୍ ଡାଉନ୍ ଯୋଗୁଁ ରୋଗରେ ଘରେ ପଡି ପଡି ମୃତ୍ୟୁ ବରଣ କରିଛି ଝିଅ । ସବୁଠୁ ଦୁଃଖର କଥା ଏଭଳି ସମୟରେ ନା ବାପା ନା ଭାଇ, କେହିବି ନଥିଲେ ପାଖରେ । ଶେଷରେ ମା ସାମାଜିକ ପରମ୍ପରାକୁ…

ମା’ର ମମତା ଆଗରେ ହାର ମାନିଲା କରୋନା କଟକଣା, ପୁଅର ଦୁର୍ଘଟଣା ଖବର ପାଇ ପାଦରେ ଚାଲି ଚାଲି ପହଁଚିଲେ ସୁନ୍ଦରଗଡ଼ରୁ…

ଯାଜପୁର (କେନ୍ୟୁଜ) : ମା’ର ମମତା ଆଗରେ ହାର ମାନିଲା କରୋନା କଟକଣା । ଲକଡାଉନ ଯୋଗୁ ଗାଡି ମଟର ବନ୍ଦ ଥିବାବେଳେ ପୁଅର ଦୁର୍ଘଟଣା ଖବର ପାଇ ମା’ ଜଣକ ପାଦରେ ଚାଲି ଚାଲି ଯାଜପୁରରେ ପହଂଚିଛନ୍ତି । ମହିଳା ଜଣକ ହେଉଛନ୍ତି ସୁନ୍ଦରଗଡ ଅଂଚଳର ଅଂଜଳି ମିଶ୍ର । ସାଙ୍ଗରେ ପୁଣି ୭ବର୍ଷର ଝିଅ । ପୁଅ…

ଝିଅକୁ ଧୋକା ଦେଲା ମା, ଜ୍ୱାଇଁ ସହିତ କଲା ହନିମୁନ

ଝିଅ ବାହାଘର ପରେ ପ୍ରତି ମା' ଭଗବାନଙ୍କ ପାଖରେ ଗୁହାରି କରିଥାନ୍ତି କି ତାଙ୍କ ଝିଅ କେମିତି ସୁଖରେ ଘରସଂସାର କରୁ । ତା ଦାମ୍ପତ୍ୟ ଜୀବନରେ କୌଣସି ପ୍ରକାରର ଅସୁବିଧା ନ ଆସୁ । କିନ୍ତୁ ଜଣେ ମା ' ହିଁ ଯେତେବେଳେ ଝିଅର ଘର ଭାଙ୍ଗି ଦିଏ ଝିଅ ପାଇଁ ତା' ଠାରୁ ଦୁଃଖର କଥା ଆଉ କଣ ଅଛି । ଏମିତି…

ମା’କୁ ଖୋଜି ଖୋଜି ଡେନମାର୍କରୁ ଭାରତ ଆସିଥିଲେ ଏହି ବ୍ୟକ୍ତି, ଜାଣନ୍ତୁ ପୂରା ଘଟଣା

କୁହାଯାଏ ଦୁନିଆରେ ସବୁଠୁ ବଡ ସ୍ଥାନ ମା'ର ହିଁ ହୋଇଥାଏ । ମଣିଷ ହେଉ ବା ଜୀବଜନ୍ତୁ ଯେତେ ଆରାମଦାୟକ ଜୀବନଶୈଳୀ ଅତିବାହିତ କଲେ ମଧ୍ୟ ମା'ର ସ୍ନେହକୁ କେହି କେବେ ପୂରଣ କରି ପାରିବେ ନାହିଁ । ଜଗତର ସେହି ସବୁଠୁ ମୂଲ୍ୟବାନ ବସ୍ତୁ (ନିଜ ମା'ଙ୍କୁ) ଟିକୁ ଖୋଜିବା ପାଇଁ ହିଁ ଜଣେ ୭ ସମୁଦ୍ର ୧୩…

ସ୍ୱାମୀ ସହିତ ମନାନ୍ତରକୁ ସହିପାରିଲାନି ସ୍ତ୍ରୀ, ରାଗ ସୁଝାଇବାକୁ ଯାଇ ପିଲା ଉପରେ କଲେ ଏମିତି ଆକ୍ରମଣ

ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ନିଶ୍ଚିତ ଭାବେ ଦେଖୁଥିବେ। ସବୁଦିନ ଏପରି ଭାଇରାଲ ଭିଡିଓ ଯୋଗୁଁ ଘରୋଇ ହିଂସା ଲୋକଲୋଚନକୁ ଆସିପାରୁଛି। କେଉଁଠି ଜେଜେ ମା ନାତୁଣୀକୁ ପିଟୁଥିବା ବେଳେ କେଉଁ ବୋହୂ ଶ୍ୱଶୁରକୁ ପିଟୁଥିବା ଦେଖିବାକୁ ମିଳୁଛି। ଗତ କିଛିଦିନ ତଳେ ଜଣେ ମହିଳା…

ଆଇସିୟୁରେ ଭର୍ତ୍ତି ମା’କୁ ବଞ୍ଚାଇବା ପାଇଁ ଶାହାରୁଖ ଆପଣାଇଥିଲେ ଏହି ଉପାୟ

ବଲିଉଡର କିଙ୍ଗଖାନ ଶାହାରୁଖ ତାଙ୍କ ମା’ଙ୍କୁ ବଞ୍ଚାଇବା ପାଇଁ ଏପରି ଉପାୟ ଆପଣାଇଥିଲେ, ଯାହାକୁ ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ୧୫ବର୍ଷର ହୋଇଥିବା ବେଳେ ଶାହାରୁଖ୍ ଖାନଙ୍କ ବାପା ଦୁନିଆ ଛାଡ଼ି ଚାଲି ଯାଇଥିଲେ । ଏହା ପରେ ସମୟ ସହ ସେ ବାପାଙ୍କ ବିୟୋଗର ଦୁଃଖ ଭୁଲୁଥିବା ବେଳେ…