ଝାରସୁଗୁଡ଼ାରେ ଠିକାଦାରକୁ ପଥରରେ ଛେଚି ହତ୍ୟା, ପାଉଣାକୁ ନେଇ ବଚସା ହେବା ପରେ ହତ୍ୟା ସନ୍ଦେହ
ଠିକାଦାରକୁ ପଥରରେ ଛେଚି ହତ୍ୟା। ଝାରସୁଗୁଡ଼ା ସହରର ଏକତାଲିର ଏକ ଭଡ଼ା ଘରୁ ଠିକାଦାରଙ୍କ ମୃତଦେହ ଉଦ୍ଧାର। ୩୨ବର୍ଷିୟ ଠିକାଦାର ଫାସିଦୁଲ ରେହମାନଙ୍କୁ ପଥରରେ ଛେଚି ହତ୍ୟା କରଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଦୀର୍ଘ ଦିନ ଧରି ଫାସିଦୁଲ ସେଠାରେ ରହି ଆସୁଥିଲା। ତାଙ୍କ ସହ…