Browsing Tag

nabarangpur news

ନବରଙ୍ଗପୁର ଭଣ୍ଡିମାଲ ଗାଁରେ ଅଭାବନୀୟ ଘଟଣା: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା

ନବରଙ୍ଗପୁର : ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଏହି ଘଟଣା ଦେଖିଯାଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମୃତ ସ୍ତ୍ରୀ ଜଣକ ହେଲେ ପାର୍ବତୀ ଜାନୀ, ସ୍ୱାମୀ ନୀଳଧର ଯାନୀ। ସ୍ତ୍ରୀକୁ ଟାଙ୍ଗିଆରେ…

ଉମରକୋଟ ତୋହରା ଗାଁରେ ବିବାହ ଭୋଜି ଖାଇ ପ୍ରାୟ ୫୦ ଅସୁସ୍ଥ

ଉମରକୋଟ: ନବରଙ୍ଗପୁର ଉମରକୋଟ ବ୍ଲକ ତୋହରା ଗାଁରେ ଭୋଜି ଖାଇ ପ୍ରାୟ ୫୦ ଅସୁସ୍ଥ । ଗାଁରେ ଗତକାଲି ୫ରୁ ୬ଟି ଘରେ ବିବାହ ଭୋଜିର ଆୟୋଜନ ହୋଇଥିଲା। ବାହାଘର ଭୋଜି ଖାଇବା ପରେ ଅସୁସ୍ଥ ହୋଇ ପଡିଛନ୍ତି ୫୦ରୁ ଅଧିକ ଗ୍ରାମବାସୀ। ଅସୁସ୍ଥ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ…

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ସ୍ଥିତ ତାରିଣୀ ମନ୍ଦିର ପରିସରରେ ଭାଲୁ, ଆତଙ୍କିତ ଲୋକେ

ନବରଙ୍ଗପୁର : ମନ୍ଦିର ଭିତରେ ଭାଲୁ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ସ୍ଥିତ ତାରିଣୀ ମନ୍ଦିର ପରିସରରେ ବୁଲୁଛି ଭାଲୁ। ଭାଲୁଟି ମାଳିସାହିରେ ଥିବା ତାରିଣୀ ମନ୍ଦିର ପାଚେରୀ ଡେଇଁ ମନ୍ଦିର ବେଢା ମଧ୍ୟରେ ବୁଲୁଛି। ଏହାପରେ ଭତରା ସାହିରେ ପଶିଯାଇଥିଲା। ଜନବସତିରେ ଭାଲୁକୁ ଦେଖି ଲୋକମାନେ…

ମା’ଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେଇ ଜଗନ୍ନାଥ ମନ୍ଦିରକୁ ୧ କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ପରିବାର ଲୋକେ

ମା'ଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେଇ ୧ କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ପରିବାର ଲୋକେ। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ବର୍ତ୍ତମାନ ଯୁଗରେ ପିଲାମାନେ ମା' ବାପାଙ୍କୁ ଅନାଉନଥିବା ବେଳେ ନବରଙ୍ଗପୁରର ଏହି ପରିବାର ମା' ଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ପାଖାପାଖି ୧ କୋଟି ଟଙ୍କାରୁ…

ଭାରସାମ୍ୟ ହରାଇ ଘର ଭିତରେ ପଶିଗଲା ପିକଅପ୍‌ ଭ୍ୟାନ୍: ଦୁଇ ଶିଶୁ ମୃତ, ଅନ୍ୟ ୨ ସହିତ ବୃଦ୍ଧ ଗୁରୁତର

ଉମରକୋଟ: ନବରଙ୍ଗପୁର ଜିଲ୍ଲାରେ ଅଘଟଣ । ଚନ୍ଦାହାଣ୍ଡି ଝରାବାହଲରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଘର ଭିତରେ ପଶିଗଲା ପିକଅପ୍‌ ଭ୍ୟାନ୍‌। ଯାହା ଫଳରେ ଦୁର୍ଘଟଣାରେ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଖାଲି ସେତିକି ନୁହେଁ ଅନ୍ୟ ୨ ଶିଶୁ ଓ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।…

ନବରଙ୍ଗପୁର ସର୍ଗିଗୁଡା ଗାଁକୁ ମଦମୁକ୍ତ କରିବା ପାଇଁ କଡା କଟକଣା: ମଦୁଆଙ୍କୁ ଗାଁ ମଝି ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ…

ନବରଙ୍ଗପୁର: ମଦୁଆଙ୍କୁ ଗାଁ ମଝି ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ଗ୍ରାମବାସୀ। ଗାଁ ଭିତରକୁ ମଦୁଆଙ୍କୁ ପ୍ରବେଶ ନିଷେଧ ଜାରି କରି ମଦମୁକ୍ତ ଗ୍ରାମ କରିବାକୁ ନିଷ୍ପତି ନେଇଥିଲେ ଗ୍ରାମବାସୀ | ଏଭଳି ସ୍ଥଳେ ଗତକାଲି ୨ଜଣ ମଦ୍ୟପ ମଦ୍ୟ ପାନ କରି ଗାଁ ଭିତରକୁ ପ୍ରବେଶ କରିବାରୁ ଗାଁ ଲୋକେ ମିଶି ଦୁଇ…

ଉମରକୋଟ : ଇଏ ବିଶ୍ୱାସ ନା ଅନ୍ଧବିଶ୍ୱାସ, ପାହାଡରୁ ଖସିଥିବା ବିରାଟକାୟ ପଥରକୁ ଭଗବାନ ଭାବି ପୂଜା କରୁଛନ୍ତି ଲୋକେ

ଉମରକୋଟ: ବିଶ୍ୱାସ, ଅବିଶ୍ଵାସ ଓ ଅନ୍ଧବିଶ୍ୱାସରେ ଚାଲିଛି ଏହି ଦୁନିଆ। କେତେବେଳେ ପରିସ୍ଥିତିରେ ପଡି ହେଉ କିମ୍ବା ଅନ୍ଧବିଶ୍ୱାସରେ ପଡି ମଣିଷ ଏମିତି କିଛି କାମ କରିଥାଏ ଯାହା ପଶ୍ଚାତାପ କରିବାକୁ ପଡେ। ବାରମ୍ବାର ଅନ୍ଧବିଶ୍ବାସକୁ ନେଇ ଅନେକ ଅପରାଧ ହେଉଥିବା ସହିତ କେତେ ଯେ ଭଣ୍ଡ ବାବାଙ୍କ…

ନବରଙ୍ଗପୁର ଦହଣା ସଦାଶିବ ହାଇସ୍କୁଲ ପରିସରରେ ଭାଲୁ, କାବୁ କରିବା ପାଇଁ ତାର ଗତି ବିଧି ଉପରେ ନଜର ରଖିଛନ୍ତି ବନ…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ଭାଲୁ । ଗତକାଲି ଠାରୁ ଭାଲୁ ସ୍କୁଲ ପରିସରରେ ରହିଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହୋଇ ସ୍କୁଲକୁ ରାତିରେ ଆସି ସକାଳ ହେଲେ ଚାଲି ଯାଉଥିଲା । କିନ୍ତୁ…

ନବରଙ୍ଗପୁର: ମୋବାଇଲ୍‌ ଧରିବାକୁ ବାପା ମନାକରିବାରୁ ଆତ୍ମହତ୍ୟା କଲା ନାବାଳକ ପୁଅ

ନବରଙ୍ଗପୁର: ମୋବାଇଲ..ଆଜିକାଲି ସମସ୍ତଙ୍କ ମୁହଁରେ କେବଳ ଏହି ଗୋଟିଏ ଶବ୍ଦ ଶୁଣିବାକୁ ମିଳୁଛି। ଲୋକମାନେ ଏବେ ଏତେ ମାତ୍ରାରେ ମୋବାଇଲ ବ୍ୟବହାର କରୁଛନ୍ତି ଯେ ସକାଳୁ ଉଠିବା ପରଠୁ ରାତିରେ ଶୋଇବା ଯାଏଁ ତାଙ୍କ ଆଖେ ପାଖେ ରଖୁଛନ୍ତି। କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିବା…

୧୧ ମାସ ପରେ ପୋଲିସ କବ୍‌ଜାରେ ନକଲି ଡେପୁଟି ଡ୍ରଗ୍ସ କଣ୍ଟ୍ରୋଲର, ଡାକ୍ତରଙ୍କ ପାଖରୁ ଲୁଟି ନେଇଥିଲେ ଏକ ଲକ୍ଷ ଟଙ୍କା

ନବରଙ୍ଗପୁର: ନବରଙ୍ଗପୁରରୁ ଧରାପଡ଼ିଲା ସୁଟ୍‌ବୁଟ୍‌ ପିନ୍ଧା ଭଦ୍ର ଲୁଟେରା । । ନିଜକୁ ଡେପୁଟି ଡ୍ରଗ୍ସ କଣ୍ଟ୍ରୋଲର କହି ଡାକ୍ତରଙ୍କଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଲୁଟେରା ଜଣଙ୍କ ଡାକ୍ତରଙ୍କ ଘରେ ପହଞ୍ଚି ଲାଇସେନ୍ସ ସହ ବିଭିନ୍ନ କାଗଜପତ୍ର ମାଗିଥିଲେ । ଡାକ୍ତରଙ୍କ ପାଖରେ ଅଧିକ ଷ୍ଟକ…

ନବରଙ୍ଗପୁର: ଘର ଭିତରୁ ବିଶାଳକାୟ ବିରୁଡ଼ି ବସା ଉଦ୍ଧାର କଲା ବନ ବିଭାଗ, ଦେଖିବାକୁ ଜମିଲା ଲୋକଙ୍କ ଭିଡ

ନବରଙ୍ଗପୁର: ଘର ଭିତରୁ ବିଶାଳକାୟ ବିରୁଡ଼ି ବସା ଉଦ୍ଧାର କରିଛି ବନ ବିଭାଗ । ସମସ୍ତେ ବିରୁଡ଼ି ବସା ଦେଖିଥିବେ କିନ୍ତୁ ଏତେ ବଡ଼ ବିରୁଡ଼ି ବସା କେହି କେବେ ଆଗରୁ ଦେଖି ନଥିବେ । ନବରଙ୍ଗପୁର ଗୌଡ଼ସାହି ନାଗେଶ୍ୱର ରଥଙ୍କ ଘରେ ଏକ ବଡ଼ ମାଟି ହାଣ୍ଡି ଆକାରର ଗୋଲ ବିରୁଡ଼ି ବସାଟି ଦୀର୍ଘ ୬ ମାସ ହେବ…