Browsing Tag

nasa

ମିଳିଲା ବିକ୍ରମ ଲ୍ୟାଣ୍ଡରର ସନ୍ଧାନ, ଫଟୋ ଜାରି କଲା ନାସା

ନୂଆଦିଲ୍ଲୀ: ମିଳିଲା ବିକ୍ରମ ଲ୍ୟାଣ୍ଡରର ସନ୍ଧାନ । ବିକ୍ରମ ଲ୍ୟାଣ୍ଡରର ଫଟୋ ଜାରି କଲା ନାସା । ନାସା ମୁନ୍‌ ମିସନ ବିକ୍ରମ ଲ୍ୟାଣ୍ଡରର ଭଗ୍ନାବଶେଷ ପାଇଛି । ସେପ୍‌ଟେମ୍ବର ୭ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଥିଲା । ହେଲେ ଶେଷ ମୁହୂର୍ତ୍ତରେ ବିକ୍ରମ ଲ୍ୟାଣ୍ଡର ସହ…

ଅନୁଗୁଳ: ନାସା ନାଁରେ ଠକେଇ, ହୁଲୁରିସିଂହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶୁଭ୍ରାଂଶୁଙ୍କ ଆମେରିକା ଗସ୍ତ…

ଅନୁଗୁଳ: ନାସା ନାଁରେ ଠକେଇ। ଅନୁଗୁଳ ଜିଲ୍ଲା ହୁଲୁରିସିଂହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶୁଭ୍ରାଂଶୁ ତାଙ୍କର 'ମାଭିକ' ପ୍ରକଳ୍ପ ପାଇଁ ନାସା ଯିବାକୁ ମନୋନୀତ ହୋଇଥିବା ନେଇ ଏକ ଇ-ମେଲ୍ ଆସିଥିଲା। ନଭେମ୍ବର ୨୮ରେ ସେ ଆମେରିକା ଯିବା ପାଇଁ ଏଥିରେ ଉଲ୍ଲେଖ ରହିଥିଲା। ଏନେଇ…

ପୃଥିବୀକୁ ଧ୍ୱଂସ କରିପାରେ ଏପୋଫିସ୍‌ ଉଲ୍‌କାପିଣ୍ଡ! NASA ଜାରି କଲା ତାରିଖ

ଉଲ୍‌କାପିଣ୍ଡ ‘ଏପୋଫିସ୍‌’କୁ ‘GOD of disturbances’ ବୋଲି କୁହାଯାଏ। ଅର୍ଥାତ୍‌ ଏହା ପୃଥିବୀକୁ ଧ୍ୱଂସ କରିପାରେ। ଏପୋଫିସ୍‌ ପୃଥିବୀ ସହ ଧକ୍କା ହେଲେ ଲକ୍ଷ ଲକ୍ଷ ଲୋକଙ୍କର ଦୁନିଆରୁ ଚିହ୍ନବର୍ଣ୍ଣ ଲିଭିଯିବ ବୋଲି ସ୍ପେସ୍‌ ଏଜେନ୍ସି ନାସା (NASA) କହିଛି। ନାସା ଅନୁସାରେ, ୧୦ଟି ଅଲଗା…

ସାମ୍ନାକୁ ଆସିଲା ନାସାର ପ୍ରଥମ ଇଲେକ୍ଟ୍ରିକ୍‌ ବିମାନ

ନାସାର ପ୍ରଥମ ଅଲ୍‌ ଇଲେକ୍ଟ୍ରିକ୍‌ ବିମାନ ଏକ୍ସ-୫୭ ମ୍ୟାକ୍ସେଓ୍ଵଲ ଗତ ଶୁକ୍ରବାର ଦିନ ସାମ୍ନାକୁ ଆସିଛି। ଏହା କାଲିଫର୍ଣ୍ଣିୟାର ଏରୋନୋଟିକ୍ସ ଲ୍ୟାବରେ ତିଆରି କରାଯାଇଥିଲା। ଏଥିରେ ଇଟାଲୀରେ ନିର୍ମିତ ହୋଇଥିବା ଟେକନେମ ପି ୨୦୦୬ଟି ଡବଲ ଇଞ୍ଜିନ୍‌ ପ୍ରୋପେଲର ଲାଗିଛି। ୨୦୧୫ରୁ ଏହି ବିମାନ…

କ’ଣ ଆପଣ ଜାଣନ୍ତି କି ? ନାସା କିପରି ରଖିଥାଏ ତାର ଅନ୍ତରୀକ୍ଷ ଯାନର ନାମ

କଲମ୍ବିଆ : ଆକ୍ୱା, ଗ୍ଲୋରୀ, ଆପୋଲୋ.. ଆଦି ନାସାର ଅତୀତ ଏବଂ ବର୍ତ୍ତମାନରେ ଛଡାଯାଇଥିବା ଅନ୍ତରୀକ୍ଷ ଯାନର ନାମ। କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି କି, ନାସା କିଭଳି ଏହି ଅନ୍ତରୀକ୍ଷ ଯାନର ନାମକରଣ କରିଥାଏ ? ଆପଣ କେବେ ଏହା ବିଷୟରେ ଚିନ୍ତା କରିନଥିବେ ନିଶ୍ଚିତ। କିନ୍ତୁ ଏହି ନାମକୁ ଏକ…

ଚନ୍ଦ୍ରଯାନ-୨ର ଲାଣ୍ଡର ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଛି: ନାସା

ଲାଣ୍ଡର ‘ବିକ୍ରମ’ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏହି ତଥ୍ୟ ଦେଇଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା । ଚନ୍ଦ୍ରଯାନ-୨ର ଲାଣ୍ଡର ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଛି । ଲ୍ୟାଣ୍ଡିଂ ସାଇଟର କିଛି ଫଟୋ ଜାରି କରିଛି ନାସା । LRO କ୍ୟାମେରା ଦ୍ୱାରା ଫଟୋଚିତ୍ର ଉତ୍ତୋଳନ କରାଯାଇଛି।…

ଚନ୍ଦ୍ରାୟାନ- ୨ ଅଭିଯାନ ଦ୍ୱାରା ନାସା କମାଇବାକୁ ଚାହୁଁଥିଲା କୋଟି କୋଟି ଟଙ୍କା, ଜାଣନ୍ତୁ କେମିତି

ଯଦିବା ଚନ୍ଦ୍ରାୟାନ -୨ ଅଭିଯାନ ପୁରା ହେଇପାରିନାହିଁ ବା ଅଧୁରା ରହିଯାଇଛି । କିନ୍ତୁ ଭାରତୀୟ ବୈଜ୍ଞାନିକ ମାନଙ୍କର ନିଜ ଉପରୁ ବିଶ୍ୱାସ ବା ଭାରତୀୟ ମାନଙ୍କର ନିଜ ବୈଜ୍ଞାନିକ ମାନଙ୍କ ଉପରୁ ଭରଷା ଉଠିନାହିଁ । ବୈଜ୍ଞାନିକ ମାନଙ୍କ ସୂଚନା ଅନୁଯାୟୀ ଏବେବି ଆର୍ବିଟରଟି ଚନ୍ଦ୍ରର ପରିକ୍ରମା…

ଚନ୍ଦ୍ରଯାନ-୨ : ନାସାକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ଫଟୋ, ଲ୍ୟାଣ୍ଡର ବିକ୍ରମକୁ ନେଇ ପୁଣି ଉଜ୍ଜୀବିତ ହେଲା ଆଶା

ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଙ୍ଗ ନକରିପାରିବା ପରେ ଏବେ ଦିନ ପରେ ଦିନ ବିତିବାରେ ଲାଗିଛି । ସମୟ ବିତିବା ସହିତ ଲ୍ୟାଣ୍ଡର ସହିତ ସମ୍ପର୍କ ରଖିବାର ଆଶା ସେତିକି ମଉଳିବାର ଲାଗିଛି । କିନ୍ତୁ ନାସା' ର ଗୋଟେ ପ୍ରୟାସ ପୁଣି ଥରେ ଆଶା ସଞ୍ଚାର କରିଛି । ଆମେରିକାର…

ଲ୍ୟାଣ୍ଡର ବିକ୍ରମକୁ ହ୍ୟାଲୋ କହିଲା ନାସା

ଲ୍ୟାଣ୍ଡର ବିକ୍ରମକୁ ହ୍ୟାଲୋ କହିଲା ନାସା। ଆମେରିକାର ପ୍ରତିରକ୍ଷା ଗବେଷଣା ସଂସ୍ଥା ନାସା ବିକ୍ରମକୁ ମେସେଜ୍‌ ପଠାଇଛି। କାଲିଫର୍ଣ୍ଣିଆରେ ଥିବା ଡିପ୍‌ ସ୍ପେସ୍‌ ନେଟଓ୍ଵାର୍କ ବା DSN ଜରିଆରେ ରେଡିଓ ଫ୍ରିକ୍ୱେନ୍ସୀ ପଠାଇଛି ନାସା। ଚନ୍ଦ୍ର ରେଡ଼ିଓ ରିଫ୍ଲେକ୍ଟର ଭାବରେ ଏହାକୁ ଗ୍ରହଣ କରି…

ନାସା ସର୍ଭର ହ୍ୟାକ, ମଙ୍ଗଳ ଅଭିଯାନ ସହ ଜଡିତ ତଥ୍ୟ ହେଲା ଚୋରି

ଆମେରିକୀ ସ୍ପେସ୍ ଏଜେନ୍ସି ନାସା ହ୍ୟାକିଂର ଶିକାର ହୋଇଛି। ଦୁନିଆର ବିଭିନ୍ନ ବଡ଼ବଡ଼ ଅନୁଷ୍ଠାନର ସର୍ଭରକୁ ନିଜର କେନ୍ଦ୍ର କରିବା ପରେ ଏବେ ହ୍ୟାକର୍ସଙ୍କ ନଜର ନାସା ଉପରେ। ନାସାର ଅଫିସ ଅଫ ଇସ୍ପେକ୍ଟର ଜେନେରାଲ (OIG) ଦ୍ବାରା ଏହି ସପ୍ତାହରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ଏହାର…

ନାସା ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଖୁଲାସା, ଚନ୍ଦ୍ରଙ୍କ ପଛରେ ଲୁଚି ରହିଛି ସୂର୍ଯ୍ୟଙ୍କ ଇତିହାସ

ନାସାର ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଖୁଲାସା । ଚନ୍ଦ୍ରଙ୍କ ଉପରେ ରହିଛି ସୂର୍ଯ୍ୟଙ୍କ ପ୍ରାଚୀନ ରହସ୍ୟ । ଯାହା ଜୀବନର ବିକାଶକୁ ବୁଝାଇବାରେ ମହତ୍ୱପୂର୍ଣ୍ଣ ଅଟେ। ପାଖାପାଖି ଚାରି ଶହ କୋଟି ବର୍ଷ ପୂର୍ବେ ସୂର୍ଯ୍ୟ ସୌର ମଣ୍ଡଳରେ ତୀବ୍ର ବିକିରଣ, ଉଗ୍ର ବେଗ, ଉଚ୍ଚା ଶକ୍ତ ବାଦଲ ବାହାରୁଥିଲା ।…

ଦୁନିଆର ପ୍ରଥମ ଇଲେକଟ୍ରିକ୍ ଏୟାରକ୍ରାଫ୍ଟ ପ୍ରସ୍ତୁତ କରିବ ନାସା, ରିସର୍ଚ୍ଚ ଆରମ୍ଭ

ୱାଶିଂଟନ୍ : ନାସା ଏକ ଏପରି ଏୟାରକ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ଚିନ୍ତା କରୁଛି ଯାହା ଗ୍ରୀନହାଉସ ଗ୍ୟାସକୁ ବିକିରଣ ହେବାକୁ ଦେବନାହିଁ। ଏହି ଇଲେକଟ୍ରୋନିକ ଏୟାରକ୍ରାଫ୍ଟ ପାଇଁ ନାସା ତରଫରୁ ରିସର୍ଚ୍ଚ ଆରମ୍ଭ ହୋଇସାରିଛି। ରିସର୍ଚ୍ଚ ଜରିଆରେ ପର‌୍ୟ୍ୟବରଣ ଅନୁକୁଳ ପାୱାର ସୋର୍ସ ଭାବେ…