Browsing Tag

Navaratri puja

ନବରାତ୍ରି: ସପ୍ତମୀରେ କରନ୍ତୁ ମା’କାଳରାତ୍ରୀଙ୍କ ପୂଜା

ନବରାତ୍ରୀର ଆଜି ସପ୍ତମ ଦିନ। ଆଜି ମା’ କାଳରାତ୍ରୀଙ୍କ ପୂଜା କରାଯାଏ। ମା’ କାଳରାତ୍ରୀ ନବଦୁର୍ଗାଙ୍କ ସପ୍ତମ ସ୍ୱରୂପ। ମା’ଙ୍କ ଏହି ରୂପ ବହୁତ ଭୟଙ୍କର ହୋଇଥାଏ। ମା’ ଏହି ବେଶରେ କଳା ରଙ୍ଗର ରୂପ ଧାରଣ କରିବା ସହିତ ତିନି ନେତ୍ର ଧାରଣ କରିଥାନ୍ତି। ମା’ କାଳରାତ୍ରୀଙ୍କ ଗଳାରେ ବୁଦ୍ୟତ୍‌ର…

ନବରାତ୍ରିର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ କରନ୍ତୁ ପୂଜା, ଦୂର ହେବ ସବୁ ବଡ କଷ୍ଟ

ଆଜି ନବରାତ୍ରର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପଜା କରାଯାଏ। ନିଜର ସ୍ମିତହାସ୍ୟର ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା। ମା’ ଅନାହତ ଚକ୍ରକୁ ନିୟନ୍ତ୍ରିତ କରନ୍ତି। ଆସନ୍ତୁ ଜାଣିବା ମାଙ୍କ ଚତୁର୍ଥ ସ୍ବରୂପ ମା କୁଷ୍ମାଣ୍ଡାଙ୍କ ମହିମା,…

ନବରାତ୍ରିର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ମା’ଙ୍କୁ ଉପାସନା କରିବାର ନିୟମ

ଶାରଦୀୟ ନବରାତ୍ରିର ଆଜି ହେଉଛି ଦ୍ୱିତୀୟ ଦିନ। ଆଜିର ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ଉପାସନା କରିବା । ମା’ ବ୍ରହ୍ମଚାରିଣୀ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଘୋର ତପସ୍ୟା କରିଥିଲେ। ଏହି କାରଣ ଯୋଗୁଁ ତାଙ୍କୁ ବ୍ରହ୍ମଚାରିଣୀ ନାମରେ ଜଣାଯାଏ। ମା’ ବ୍ରହ୍ମଚାରିଣୀଙ୍କ ପୂଜା…

ଶାରଦୀୟ ନବରାତ୍ରୀ ପୂଜା: କେବେ ବି କରନ୍ତୁ ନାହିଁ ଏହିସବୁ ଭୁଲ୍‌, ନଚେତ ନକାରାତ୍ମକ ଶକ୍ତି ନେଇଯିବ ପୂଜା ଫଳ

ଶାରଦୀୟ ନବରାତ୍ରୀ ପର୍ବ ଆରମ୍ଭ ହେବାକୁ ଯାଉଛି। ଏହିଦିନରେ ଅଧିକାଂଶ ଲୋକ ବ୍ରତ ଉପବାସ ରଖନ୍ତୁ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ମା’ ଦୁର୍ଗାଙ୍କ ୯ ଦିବସୀୟ ନବରାତ୍ରୀ ବ୍ରତ ସମୟରେ ସଞ୍ଜମତା ଏବଂ ଅନୁଶାସନ ପାଳନ କରିବା ନିତାନ୍ତ ଆବଶ୍ୟକ। ନବରାତ୍ରୀରେ ଦେବୀ ମା’କୁ ପ୍ରସନ୍ନ କରିବା ପାଇଁ…

ନବରାତ୍ରୀ ବ୍ରତରେ ପିଅନ୍ତୁ ଏହି ସ୍ମୁଦୀ, ଦିନଯାକ ରଖିବ ସତେଜ

ଆଗକୁ ଆସୁଛି ନବରାତ୍ରୀ । ସମସ୍ତେ ମା ଦୁର୍ଗାଙ୍କ ଆରଧାନ କରିବା ସହ ଉପାସ, ବ୍ରତ ମଧ୍ୟ କରିଥାନ୍ତି। ନବରାତ୍ରୀରେ ମାଙ୍କ ବ୍ରତ ନଅ ଦିନ ପର୍ଯ୍ୟନ୍ତ କରାଯାଏ। ଏହି ଦିନରେ ବ୍ରତ ଉପାସ କରିବା ଯୋଗୁଁ ଦୁର୍ବଳତା ଲାଗିଥାଏ। ଏହି ସମୟରେ କିଛି ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇବା…

ନବରାତ୍ରୀରେ ଦେବୀ ମା’ ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ୟବହାର କରନ୍ତୁ ଏହି ୯ଟି ରଙ୍ଗ

ନବରାତ୍ରୀର ମହା ପର୍ବ ଆରମ୍ଭ ହେବା ପାଇଁ ଆଉ କିଛି ଦିନର ଅପେକ୍ଷା। ଚଳିତ ବର୍ଷ ବର୍ଷରେ ୪ଟି ନବରାତ୍ରୀ ମଧ୍ୟରୁ ଏହି ନବରାତ୍ରୀରେ ସବୁଠାରୁ ଖାସ୍‌ ମହତ୍ୱ ରହିଛି। ଏହି ଦିନରେ ଲୋକମାନେ ଦେବୀ ମା’ ଙ୍କ ନଅଟି ସ୍ୱରୂପକୁ ବିଧିବଧ ଭାବେ ପୂଜା କରିଥାନ୍ତି। ଅନେକ ଲୋକମାନେ ଏହି ୯ ଦିନ ଉପବାସ…