Browsing Tag

new born baby

ଜନ୍ମ ନେଲା ଅଦ୍ଭୁତ ଶିଶୁ, ଯାହାର ଶରୀରରେ ଥିଲା ଛୁରୀରେ ଚିରାହେଲା ଭଳି ଚିହ୍ନ

ଆଜିକାଲିର ଦୁନିଆରେ ମଣିଷଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଯାଇଥାଏ । ବୟସ୍କ ଲୋକଙ୍କ ମୁକାବିଲାରୁ ଯୁବ ପିଢିଙ୍କ ନିକଟରେ ଅନେକ ପ୍ରକାରର ନୂଆ ରୋଗ ଦେଖାଯାଇଥାଏ । ତେବେ ପଶ୍ଚିମ ବଙ୍ଗଳାର ହାଓ୍ଵଡାରେ ଜନ୍ମିତ ଏକ ନବଜାତକ ଶିଶୁର ଶରୀରରେ ହୋଇଥିବା ଏକ ରୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

କୋରାପୁଟରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରସବ କଲେ ମହିଳା, ଜନ୍ମ ଦେଲେ ଶିଶୁପୁତ୍ର

କୋରାପୁଟ: କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରସବ କଲେ ମହିଳା। ଜନ୍ମ ଦେଲେ ଶିଶୁପୁତ୍ର। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାଠରଗଡ଼ା ସଙ୍ଗରୋଧ ଗୃହରେ ଘଟିଛି ଏହି ଘଟଣା । ତେବେ ବର୍ତ୍ତମାନ  ମାଆ ଓ ଶିଶୁ ପୁତ୍ର ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାପଡିଛି । ଉଭୟଙ୍କୁ ବୋରିଗୁମ୍ମା…

ଭଗବାନ ହିଁ ସାହା: ଅଧାବାଟରେ ଜନ୍ମ ହେଲା ଶିଶୁକନ୍ୟା, ଶେଷର ଗାଁ ଜମି ବନ୍ଧା ପକାଇ ନାଗପୁରରୁ ଭଦ୍ରକ ଫେରିଲେ ଦମ୍ପତ୍ତି

ଭଦ୍ରକ : ଏପ୍ରିଲ ୨ ତାରିଖ । ସୁରତରୁ ବସ୍ ଯୋଗ‌େ ଭଦ୍ରକ ଫେରୁଥିଲେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର କୁବେରା ଗ୍ରାମର ସୁଶାନ୍ତ ବେହେରା ଏବଂ ତାଙ୍କ ପତ୍ନୀ । ହଠାତ୍ ଅଧାବାଟରେ ପତ୍ନୀଙ୍କର ଆରମ୍ଭ ହୋଇଗଲା ଗର୍ଭ ଯନ୍ତ୍ରଣା। କଣ କରିବେ କିଛି ଭାବିବା ପୂର୍ବରୁ ସବୁ ମାନବିକତାକୁ ଅଣଦେଖା କରି…

କଟକ ସିଡିଏ ଅଞ୍ଚଳରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

କଟକ: ପୁଣି ଅଲୋଡା ହେଲା ଶିଶୁ କନ୍ୟା। ଏଭଳି ଏକ ଘଟଣା ଘଟିଛି କଟକରେ । କଟକ ସିଡିଏ ରିଙ୍ଗରୋଡ୍ ସେକ୍ଟର-୮ ନିକଟରୁ ଏକ ନବଜାତ ଶିଶୁ କନ୍ଯାକୁ ଉଦ୍ଧାର କରାଯାଇଛି । ଖବର ପାଇ ଆଜି ପୂର୍ବାହ୍ନରେ ମରକତ୍ ନଗର ଥାନା ଆଇଆଇସିଙ୍କ ସହିତ ଏକ ଟିମ୍ ଏକ ଜନ୍ମିତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ।…

ନୟାଗଡ଼ରେ ପୁଣି ନବଜାତର ମୃତଦେହ ଉଦ୍ଧାର, ପଲିଥିନରେ ବନ୍ଧା ହୋଇ ଭାସୁଥିଲା ପୋଖରୀରେ

ନୟାଗଡ଼: ନୟାଗଡ଼ରେ ପୁଣି ନବଜାତର ମୃତଦେହ ଉଦ୍ଧାର । ଭାପୁର ବ୍ଳକ୍‌ କରବର ଗାଁ ମଝିରେ ଥିବା ଏକ ପୋଖରୀରେ ମୃତଦେହ ପଲିଥିନରେ ବନ୍ଧା ହୋଇ ଭାସୁଥିବା ଦେଖିବାକୁ ମିଳିଛି । ଶିଶୁଟିର ମୃତଦେହକୁ କିଏ ଓ କାହିଁକି ପକାଇଲା ତାହା ଏଯାଏ ଜଣାପଡିନାହିଁ । ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ହେଉଥିବାରୁ…

ମାଲକାନଗିରି ମେଡିକାଲ ନିକଟରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର : ଶରୀରରେ ଏକାଧିକ କ୍ଷତ, ନାହିଁ ଗୋଟିଏ ଗୋଡ଼

ମାଲକାନଗିରି: ମାଲକାନଗିରିରେ ଚାଞ୍ଚଲ୍ୟ। ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟୁ ନବଜାତ ଶିଶୁକନ୍ୟାର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତ ଶିଶୁ ଦେହରେ ଅନେକ କ୍ଷତ ଚିହ୍ନ ରହିଥିବା ବେଳେ ଗୋଟିଏ ଗୋଡ଼ ମଧ୍ୟ ନାହିଁ। ଏହାକୁ କେଉଁ ଅଜଣା ଜନ୍ତୁ ଖାଇ…

କେନ୍ଦୁଝର: ପୁଣି ଅଲୋଡା ଶିଶୁ କନ୍ୟା, ମାଟି ତଳୁ ଉଦ୍ଧାର କଲେ ଗ୍ରାମବାସୀ

ଘଟଗାଁ(କେନ୍ୟୁଜ୍): ମାଟି ତଳୁ  ଉଦ୍ଧାର  ହେଲା ନବଜାତ ଶିଶୁକନ୍ୟାର ମୃତ ଦେହ। ଏପରି ଘଟଣା ଘଟିଛି କେନ୍ଦୁଝର  ଜିଲ୍ଲାର ହରିଚନ୍ଦନପୁର ବ୍ଲକର ନିପାଣିଆ ଗ୍ରାମରେ। ଆଜି ସକାଳୁ ଗ୍ରାମବାସୀମାନେ ଏକ ନବଜାତ ଶିଶୁ କନ୍ୟାର ମ୍‌ତ ଦେହ ମାଟିତଳୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଘଟଣା…

ସ୍ମାର୍ଟ ସିଟିର ହୃଦୟ ପାଲଟୁଛି ଜଡ,  ନବଜାତ ଶିଶୁକନ୍ୟାର ଠିକଣା ରାସ୍ତା କଡ଼  

ଭୁବନେଶ୍ବର(କେନ୍ୟୁଜ୍): କନ୍ୟା ସନ୍ତାନ ଭାବି ରାସ୍ତା କଡକୁ ଫିଙ୍ଗିଦେଲେ ବାପା ମା। ଉଦ୍ଧାର କରି ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କଲା ପୋଲିସ। ଘଟଣା କେଉଁ ଦୁର୍ଗମ ଅଞ୍ଚଳର ନୁହେଁ ବରଂ ଖୋଦ ରାଜଧାନୀରେ ଦେଖିବାକୁ ମିଳିଛି ଏପରି ଘଟଣା। ଏମିତିରେ ଅନେକ ସମୟରେ ରାଜଧାନୀର ରାସ୍ତାକଡ଼ରେ…

ନବଜାତ ଶିଶୁକୁ ଦେଖା କରିବାକୁ ଯାଉଛନ୍ତି କି ? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା

ଖୁବ୍ କୋମଳ ହୋଇଥାନ୍ତି ନବଜାତ ଶିଶୁ । ଏହା ସହ ସେମାନଙ୍କ ରୋଗପ୍ରତିଶୋଧ ଶକ୍ତି ମଧ୍ୟ ଖୁବ୍ ଦୁର୍ବଳ । ସେଥିପାଇଁ ଯଦି ଆପଣଙ୍କ ଘରେ କିମ୍ବା କୌଣସି ସମ୍ପର୍କୀୟଙ୍କ ଘରକୁ ନୂଆ କୁନି ଅତିଥି ଆସିଲେ ଭଲ ହେବ ଯଦି କିଛି ଦିନ ଯାଏଁ ତା ନିକଟକୁ ନଯିବେ । ଯଦି ନବଜାତ ଶିଶୁକୁ ଦେଖିଯିବାକୁ…

ନିର୍ବାଚନ ପରିଣାମ ଦିନ ମୁସଲିମ୍ ପରିବାରରେ ଜନ୍ମ ହେଲା ପୁଅ, ମା’ ନାଁ ରଖିଲେ ନରେନ୍ଦ୍ର ମୋଦି

ମେ’ ୨୩ ରେ ପ୍ରକାଶ ପାଇଲା ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ରର ଫଳାଫଳ । ବହୁମତ ସହ ଦେଶରେ ସରକାର ଗଢିବେ ମୋଦି ସରକାର । ତେବେ ଏହି ଦିନ ଉତ୍ତରପ୍ରଦେଶ ଗୋଣ୍ଡାରେ ଏକ ମୁସଲିମ୍ ପରିବାରରେ ଜନ୍ମ ହୋଇଛି ଶିଶୁ ପୁତ୍ର । ଯାହାର ନାଁ ରଖାଯାଇଛି ନରେନ୍ଦ୍ର ଦାମୋଦର ଦାସ ମୋଦି । ନବଜାତ ଶିଶୁଟିର…

ଜନ୍ମିତ ଶିଶୁକୁ ବିକ୍ରି କରିବାକୁ ପ୍ରୟାସ,ଚାଇଲ୍ଡ ଲାଇନ ହାତରେ ଧରା ପଡିଲେ ଦମ୍ପତି

ଝାରସୁଗୁଡ଼ : ଜନ୍ମିତ ଶିଶୁକୁ ବିକ୍ରି କରିବାକୁ ପ୍ରୟାସ କରୁଥିବା ବେଳେ ଚାଇଲ୍ଡ ଲାଇନ ହାତରେ ଧରା ପଡିଲେ ଦମ୍ପତି। ଝାରସୁଗୁଡ଼ ଜିଲ୍ଲା ଏକାତାଲି ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ଜିଲ୍ଲା ଡାକ୍ତରଖାନାରେ ସନ୍ତାନ ପ୍ରସବ ପରେ ଶିଶୁ ପୁତ୍ରକୁ ଘରକୁ ଆଣିଥିଲେ ଦମ୍ପତି। ମାତ୍ର ଘରର…