Browsing Tag

newborn baby

ହସ୍ପିଟାଲରେ ଏମିତି ଦୁରବସ୍ଥା! ନବଜାତ ଶିଶୁର ଗୋଡ଼ ହାତକୁ କାମୁଡ଼ି କଣା କରିଦେଇଛି ମୂଷା

ଝାଡ଼ଖଣ୍ଡ: ହସ୍ପିଟାଲରେ ନବଜାତକକୁ କାମୁଡ଼ି କ୍ଷତାକ୍ତ କରିଛି ମୂଷା। ମୂଷା କାମୁଡ଼ାରେ ଛୁଆଟିର ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି ଝାଡ଼ଖଣ୍ଡର ଏକ ସରକାରୀ ହସ୍ପିଟାଲରେ। ଏଠାକାର ଗିରିଡିହର ଏକ ସରକାରୀ ହସ୍ପିଟାଲରେ ଏକ ନବଜାତ ଶିଶୁର ଗୋଡ଼ ଓ…

ପାକ୍‌ରେ ପିଲା ଚୋରି: ହସ୍ପିଟାଲରେ ନବଜାତକ ଜାଗାରେ କଣ୍ଢେଇ ରଖି ଛୁଆକୁ ଅପହରଣ କରିନେଲେ ଦୁର୍ବୃତ୍ତ

ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ହସ୍ପିଟାଲରେ ଏକ ନବଜାତ ଶିଶୁ କନ୍ୟାକୁ ଅପହରଣ କରି ଅପହରଣକାରୀ ତା’ ସ୍ଥାନରେ ଏକ କଣ୍ଢେଇ ରଖିଦେଇଛନ୍ତି। ଏହି ଛାତିଥରା ଘଟଣା ଘଟିଛି ଅକ୍ଟୋବର ୩୧ରେ। ଦୁବୃର୍ତ୍ତମାନେ ରାଓ୍ଵଲପିଣ୍ଡି ସହରର ହୋଲି ଫ୍ୟାମିଲି…

ନବଜାତକ ଜିତିଗଲା ଜୀବନ ଯୁଦ୍ଧ, ଜନ୍ମର ୨୦ ଦିନ ପରେ ହୋଇଥିଲା କରୋନା ସଂକ୍ରମିତ

ସାରା ଦେଶରେ କୋଭିଡ ମହାମାରୀ ଭିତରେ ଚଣ୍ଡୀଗଡ଼ରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ନବଜାତକ କରୋନାକୁ ମାତ ଦେଇ ସମସ୍ତଙ୍କ ମୁଁହରେ ହସ ଫୁଟାଇଛି। ଖବରରୁ ଜଣାପଡ଼ିଛି, ଗୁରଦୀପ ସିଂ ଓ ତାଙ୍କ ସ୍ତ୍ରୀ ସନ୍ଦୀପ କୌର ଏପ୍ରିଲ ପ୍ରାରମ୍ଭରେ ଏକ ଶିଶୁପୁତ୍ରର ମାଆ, ବାପା ହୋଇଥିଲେ। କିନ୍ତୁ…

ପୁଣି ଅଲୋଡା ହେଲା ମା’ର ମମତା, ରାସ୍ତା କଡ ମକାବାଡିରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘରରେ ଘଟିଛି ଏକ ଅଭାବନୀୟ ଘଟଣା । ପରୋବେଲାରୁ ଚୁରୁରଡି ଯିବା ରାସ୍ତାରେ ଏକ ମକାବାଡ଼ିରେ ଶିଶୁଟିକୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ଆଶାଦିଦି ପହଞ୍ଚି ଛୁଆଟିକୁ ଉଦ୍ଧାର କରି ପ୍ରଥମେ ଜୋଡିଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିିଥିଲେ…

ଆଶ୍ଚର୍ଯ୍ୟ ! ଜନ୍ମ ହେବାର ମାତ୍ର କିଛି ସମୟ ପରେ ଚାଲିବାକୁ ଲାଗିଲା ନବଜାତ, ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ଯାହାକି କେବଳ ଡାକ୍ତରମାନଙ୍କୁ ନୁହେଁ ବରଂ ସାରା ଦୁନିଆକୁ ଆଶ୍ଚର୍ଯ୍ୟ କରି ରଖିଦେଇଛି । ହେବେ ନାହିଁ ବା କେମିତି କାରଣ ଭିଡିଓରେ ଦେଖିବାକୁ ମିଳିଛି ଯେ ଜନ୍ମ ହେଉ ହେଉ ପିଲାଟି ଚାଲିବାକୁ ଚେଷ୍ଟା କରୁଥିଲା । 'video…

ନବଜାତ ଶିଶୁକୁ ଧରିଥିଲେ ନର୍ସ, ସାମାନ୍ୟ ଭୁଲ୍ ଯୋଗୁ ଘଟିଗଲା ଏମିତି ଘଟଣା, ଭୋ ଭୋ ହୋଇ କାନ୍ଦିଉଠିଲା ମା’

ୟୁପିର ରାୟବରେଲିରେ ସୋମବାର ଏକ ହସ୍ପିଟାଲରେ ଜଣେ ନବଜାତ ଶିଶୁ ସହ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ନର୍ସଙ୍କ ଦାୟିତ୍ୱହୀନତାରୁ ଶିଶୁଟିର ମୃତ୍ୟୁ ଘଟିଛି। ପରିବାର ଲୋକ ଅଭିଯୋଗ କରିଛନ୍ତି, ଜନ୍ମ ହେବା ପରେ ନର୍ସ ଶିଶୁଟିକୁ ଯାଞ୍ଚ କରୁଥିଲେ। ହଠାତ ଏହି ସମୟରେ ଶିଶୁଟି ନର୍ସଙ୍କ ହାତରୁ…

ଯାଜପୁର : ନବରାତ୍ରୀ ବେଳେ ଏଭଳି ଅଘଟଣ, ଡଷ୍ଟବିନ୍‌ ଭିତରୁ ଉଦ୍ଧାର ହେଲା ଅଲୋଡା ଶିଶୁ କନ୍ୟା

ଯାଜପୁର ଟାଉନ(କେନ୍ୟୁଜ୍): ବର୍ତ୍ତମାନ ନବରାତ୍ରୀ ଚାଲୁଥିବା ବେଳେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ସମସ୍ତେ ବ୍ୟସ୍ତ। କିନ୍ତୁ ଏହି ଶାରଦୀୟ ନବରାତ୍ରୀ ସମୟରେ ମହିଳାଙ୍କୁ ସମ୍ମାନ ଦେଇ ମା’ଙ୍କୁ ଦେବୀ ରୂପରେ ପୂଜା କରାଯାଉଥିବା ବେଳେ ସେପଟେ ଅଲୋଡ଼ା ହେଉଛି ଶିଶୁକନ୍ୟା । ଏକ ଅଲୋଡା ଶିଶୁ କନ୍ୟାକୁ…

ଗଞ୍ଜାମ : କେନାଲରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

ଗଞ୍ଜାମ(କେନ୍ୟୁଜ୍): ପୁଣି ଶିଶୁ କନ୍ୟା ଅଲୋଡ଼ା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗାଁ ନିକଟ ଏକ କେନାଲରୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ଖଲ୍ଲିକୋଟ- କୋଦଳା ରାସ୍ତାର ମଥୁରା ଭରଷା ଗାଁ ମଝିରେ ଥିବା ବଡ଼ ଶଙ୍ଖ ନିକଟରେ ଶିଶୁ କନ୍ୟାର ମୃତ ଦେହ…

ବାଲେଶ୍ବର : ନବଜାତ ଶିଶୁର ମୃତ ଦେହକୁ ଟାଣି ଖାଇଲା କୁକୁର

ବାଲେଶ୍ବର(କେନ୍ୟୁଜ୍) :ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ନବଜାତ ଶିଶୁର ମୃତ ଦେହକୁ କୁକୁରମାନେ ଟାଣି ଖାଉଥିବା ଦେଖିବାକୁ ମିଳିଥିଲା। ଆଜି ଅପରାହ୍ନରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଚିକିତ୍ସାଳୟର ପ୍ରସୂତୀ ବିଭାଗ ନିକଟରେ ଏହି ଦୃଶ୍ୟ ଦେଖି ରୋଗୀଙ୍କ…

ବଲାଙ୍ଗିର: ପୁଣି ନବଜାତ ଶିଶୁର ମୃତଦେହକୁ ଝୁଣି ଖାଇଲେ କୁକୁର

ବଲାଙ୍ଗିର (କେ ନ୍ୟୁଜ୍‌) : ନବଜାତ ଶିଶୁର ମୃତଦେହକୁ ଝୁଣି ଖାଇଲେ କୁକୁର। ବଲାଙ୍ଗିର- ଆଟଗାଁ ରାସ୍ତାରେ ଘଟିଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ଶିଶୁଟିର ମୃତଦେହକୁ ପୁଡ଼ାପାଲି ନିକଟ ଲକ୍ଷ୍ମୀ ଯୋରରେ ଫିଙ୍ଗି ଦିଆଯାଇଥିଲା। ବୁଲା କୁକୁର ମୃତଦେହକୁ ଝୁଣି ଖାଇ ରାସ୍ତା ଉପରେ ଛାଡ଼ି ପଳାଇ…

ଭୁବନେଶ୍ୱର : ବାଲ୍ଟି ଭିତରେ ନବଜାତ ଶିଶୁ ପୁତ୍ରର ମୃତଦେହ

ଭୁବନେଶ୍ୱର : ବାଲ୍ଟି ଭିତରେ ନବଜାତ ଶିଶୁ ପୁତ୍ରର ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ନୂଆପଲ୍ଲୀ ଥାନା ଅଧୀନସ୍ଥ ଏନ-୬ ରେ ଥିବା ଏକ ଘରର ପଛପାଖ ପାଚେରୀ ନିକଟରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରିଛି ପୋଲିସ୍ । ପରେ ବ୍ୟବଚ୍ଛେଦ…