Browsing Tag

odisha govt

+୨ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ଲାପଟପ୍‌ ସ୍କିମ୍‌ : ଆବେଦନ କରିବାର ସମୟସୀମା ବଢ଼ାଇଲା ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌) : +୨ ପାସ୍‌ କରିଥିବା ସ୍କଲାର ଛାତ୍ରଛାତ୍ରୀଙ୍କ ପାଇଁ ବିଜୁ ଯୁବ ଶଶକ୍ତିକରଣ ଯୋଜନା ଅଧୀନରେ ଲାପଟପ କିଣିବା ପାଇଁ ସରକାର ଦେଉଥିବା ଆର୍ଥିକ ସହାୟତା ପାଇଁ ଆବେଦନ ତାରିଖର ସମୟସୀମା ପୁଣି ଥରେ ବୃଦ୍ଧି କରାଯାଇଥିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା…

୨୦୧୮-୧୯ ଓଡ଼ିଶା କ୍ଷଦ୍ରଶିଳ୍ପ ନିଗମ ଲାଭ କରିଛି ୧ କୋଟି ୪୦ ଲକ୍ଷ ଟଙ୍କା, ରାଜ୍ୟ ସରକାରଙ୍କୁ ପ୍ରାଦନ କଲା ଲାଭାଂଶ

କେନ୍ୟୁଜ୍(ବ୍ୟୁରୋ): ଓଡିଶା କ୍ଷଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଂଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରା ଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡିଶା କ୍ଷଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ…

ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ୍ ଓ ଛୋଟ ଗାଡିର କଡାକଡି ଯାଞ୍ଚ, ଆଜିଠୁ ୨୭ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର…

କେନ୍ୟୁଜ୍: ରାଜ୍ୟ ସରକାରଙ୍କୁ ସ୍କୁଲ ପିଲାଙ୍କ ଚିନ୍ତା। ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ କିମ୍ବା ଛୋଟ ଗାଡିର ;ଚାଲିଛି କଡାକଡି ଯାଞ୍ଚ। ଆଜିଠୁ ୨୭ ତାରିଖ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର ଡ୍ରାଇଭ୍‌। ଏହି ସ୍ପେଶାଲ୍‌ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ…

ରାଉରକେଲାରେ ମୁଖ୍ୟ ସଚିବ ଓ 5T ସଚିବ, ସର୍ବବୃହତ ହକି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟର କରୁଛନ୍ତି ତଦାରଖ

ରାଉରକେଲା(କେନ୍ଯୁଜ୍): ରାଉରକେଲାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍‌। BPUT ପରିସରରେ ନିର୍ମିତ ହେଉଥିବା ଅନ୍ତର୍ଜାତୀୟ ସ୍ତରର ଦେଶର ସର୍ବବୃହତ ହକି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି । ଏହାସହ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ…

ଓଡ଼ିଶା ସରକାର ଆଣିବେ ନୂଆ ଗୁଣ୍ଡା ଆଇନ୍‌, ଜିଲ୍ଲାପାଳମାନଙ୍କୁ ମିଳିବ ସ୍ୱତନ୍ତ୍ର କ୍ଷମତା

ଭୁବନେଶ୍ୱର (କେନ୍ୟୁଜ): କ୍ରାଇମ୍‌ ସିଣ୍ଡିକେଟ୍‌ ଉପରେ ହେବ ପ୍ରହାର । ସାବାଡ୍‌ ହେବେ ଗୁଣ୍ଡା ବଦମାସ । ସଂଗଠିତ ଅପରାଧ କଲେ କଡ଼ା ଶାସ୍ତି ମିଳିବ । ଓଡ଼ିଶା ସରକାର ଆଣିବେ ନୂଆ ଗୁଣ୍ଡା ଆଇନ୍‌ । ପ୍ରମାଦ ଗଣିବେ ହାର୍ଡକୋର୍‌ କ୍ରିମିନାଲ । ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତି ହେବ । ଏହି ଆଇନ…

IAS ଅଫିସର ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ବ

ଭୁବନେଶ୍ବର(କେନ୍ଯୁଜ୍): IAS ଅଫିସର ସ୍ତରରେ ଅଦଳବଦଳ । ବିଶାଲ ଦେବଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ । ସେ ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗର ସଚିବ ଥିଲେ। ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ। ସେ ଅର୍ଥ ବିଭାଗ ସଚିବ ଥିଲେ। ସେହିପରି ପଞ୍ଚାୟତିରାଜ…

ଏପ୍ରିଲ ମାସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର, ଜାଣନ୍ତୁ କଣ ରହିଛି କଟକଣା

କେନ୍ୟୁଜ୍(ବ୍ୟୁରୋ): ଏପ୍ରିଲ ମାସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର। କରୋନାର ଦ୍ବିତୀୟ ଲହରୀକୁ ଆଖିଆଗରେ ରଖି କିଛି କଟକଣା ଓ କିଛି କଟକଣା ମୁକ୍ତ କରିଛନ୍ତି। ନଜର ପକାନ୍ତୁ  କଣ କଣ  ରହିଛି କଟକଣା। RTPCR ଟେଷ୍ଟିଂ ଯଥା ସମ୍ଭବ ଅଧିକା କରିବାକୁ  ନିର୍ଦ୍ଦେଶ…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ମାଟ୍ରିକ ପରୀକ୍ଷା ଫିସ୍‌ ଛାଡ କଲେ ସରକାର

ଭୁବନେଶ୍ୱର (କେନ୍ୟୁଜ) : ମାଟ୍ରିକ ପରୀକ୍ଷା ଫି ଛାଡ କଲେ ମୁଖ୍ୟମନ୍ତ୍ରୀ। ସିଏମଙ୍କର ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ପରୀକ୍ଷା ଫି ଛାଡ ପାଇଁ ୨୭ କୋଟି ବ୍ୟୟଭାର ବହନ କରିବେ ସରକାର।ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମାଟ୍ରିକ ପରୀକ୍ଷା ପାଇଁ ପ୍ରତି…

ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ, ଭିଡିଓ କନ୍‌ଫରେନ୍ସିଂରେ ଉପସ୍ଥିତ ରହି କର୍ମୀମାନଙ୍କୁ ସମ୍ବୋଧନ କରିବେ…

ଭୁବନେଶ୍ବର: ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ୨୪ ତମ ପ୍ରତିଷ୍ଠା ଦିବସ ପାଳୁଛି ଦଳ । କୋଭିଡ୍‌ ନିୟମକୁ ଅନୁପାଳନ କରି ଦଳୀୟ କାର୍ଯ୍ୟାଳୟରେ ସମାବେଶ ଆୟୋଜନ ହେବ । ଭିଡିଓ କନ୍‌ଫରେନ୍ସିଂରେ ଉପସ୍ଥିତ ରହି କର୍ମୀମାନଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଓଡିଶାରେ ଖାଲି ପଡିଛି ଅନେକ ପଦବୀ, ୭ ସେପ୍ଟେମ୍ବର ପର୍ଯ୍ୟନ୍ତ କରିପାରିବେ ଆବେଦନ

କରୋନା ସମୟରେ ଓଡିଶା ସରକାର ଆସନ୍ତା ୨ ବର୍ଷ ପାଇଁ ନିଯୁକ୍ତି ବନ୍ଦ କରିଦେଇଥିବା ବେଳେ ଏବେ ଆଉ ଏକ ସୁଯୋଗ ରହିଛି। ଓଡିଶା କର୍ମଚାରୀ ଚୟନ ଆୟୋଗ (OSSC) ରେ ଖାଲିପଡିଥିବା ଅନେକ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ…

ଗାଁକୁ ଯିବା ପାଇଁ ଦରମା ମାଗିବାରୁ ମାଡ଼ ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କୁ ଅଭିଯୋଗ

କେନ୍ୟୁଜ ବ୍ୟୁରୋ: ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼ । ଗାଁକୁ ଯିବା ପାଇଁ ଦରମା ମାଗିବାରୁ ମାଡ ମରାଯାଇଥିବା ଅଭିଯୋଗ । ବେଙ୍ଗାଳୁରୁ ରୁରାଲ ଜିଲ୍ଲା ଦୋଡାବଲ୍ଲାପୁରା ତାଳୁଙ୍କଠାରେ ଥିବା ଚନ୍ଦନ ଟେକ୍ସ ଟାଇଲ କମ୍ପାନୀରୁ ଏହି ଅଭିଯୋଗ ହୋଇଛି । କମ୍ପାନୀରେ ଶତାଧିକ ଓଡ଼ିଆ ଶ୍ରମିକ…

କରୋନା ମୁକାବିଲା : ରାଜ୍ୟ ସରକାରଙ୍କ ଆଗରେ ୫ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟ ସରକାରଙ୍କ ଆଗରେ ୫ଟି ବଡ଼ ଚ୍ୟାଲେଞ୍ଜ ରହିଛି। କରୋନା ପଜିଟିଭ ସଂଖ୍ୟା ନିୟନ୍ତ୍ରଣକୁ ଆଣିବା ରାଜ୍ୟ ସରକାରଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ । ଦ୍ୱିତୀୟ ଚ୍ୟାଲେଞ୍ଜ ହେଉଛି ଲକ୍‌ଡାଉନ୍‌କୁ ମାସେ ବିତିଲାଣି । ଲୋକେ ଘର ଭିତରେ ଛାଟିପିଟି ହେଲେଣି। ଏ…