ଯୁଗାଡ଼ ଡଙ୍ଗା ତିଆରି କରି ଗର୍ଭବତୀ ମହିଳାଙ୍କୁ ନଦୀ ପାର୍ କରାଇ ମେଡିକାଲରେ ପହଁଚାଇଲେ ଯବାନ
ମାଲକାନଗିରି: ପାହାଡ଼ିଆ ନଦୀର ପ୍ରଖର ସ୍ରୋତ । ତା ଭିତରେ ଜଣେ ମହିଳାଙ୍କୁ କାଠ ପଟା ଉପରେ ବସାଇ ଦଉଡ଼ି ସାହାଯ୍ୟରେ ପାରି କରାଉଛନ୍ତି ଆମ ଯବାନମାନେ । ଏ ଦୃଶ୍ୟ ଦେଖିଲେ ଲାଗୁଛି କେଉଁ ହଲିଉଡ୍ କି ବଲିଉଡ୍ ଫିଲ୍ମର ସୁଟିଂ ଚାଲିଛି । ହେଲେ ସତରେ ଇଏ ସିନେମା ନୁହେଁ ବାସ୍ତବ ଦୃଶ୍ୟ ।…