Browsing Tag

oxygen

କର୍ଣ୍ଣାଟକ ଚମରାଜନଗର ଜିଲ୍ଲା ହସ୍ପିଟାଲରେ କରୁଣ ଚିତ୍ର: ଅକ୍ସିଜେନ୍‌ ଅଭାବରୁ ୨୪ କୋଭିଡ୍‌ ରୋଗୀଙ୍କ ଜୀବନ

କର୍ଣ୍ଣାଟକ: ଅକ୍ସିଜେନ୍‌ ଅଭାବରୁ ପୁଣି ସାମନାକୁ ଆସିଲା କରୁଣ ଚିତ୍ର। ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବରୁ ଚାଲିଗଲା ୨୪ କୋଭିଡ୍‌ ରୋଗୀଙ୍କ ଜୀବନ । କର୍ଣ୍ଣାଟକ ଚମରାଜନଗର ଜିଲ୍ଲା ହସ୍ପିଟାଲରେ ୨୪ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଅକ୍ସିଜେନ ଅଭାବ ଓ ଅନ୍ୟାନ୍ୟ କାରଣରୁ ରୋଗୀଙ୍କ ଜୀବନ ଯାଇଥିବା…

ଅକ୍ସିଜେନ ହବ୍‌ ପାଲଟିଛି ଓଡ଼ିଶା: ୮ ରାଜ୍ୟକୁ ଯୋଗାଉଛି ମେଡିକାଲ ଅକ୍ସିଜେନ୍

ଭୁବନେଶ୍ବର: ଅକ୍ସିଜେନ ହବ୍‌ ପାଲଟିଛି ଓଡ଼ିଶା । ୮ ରାଜ୍ୟକୁ ଯୋଗାଉଛି ମେଡିକାଲ ଅକ୍ସିଜେନ । ୨୧୪ ଟ୍ୟାଙ୍କରରେ ପଠାଗଲାଣି ୩ହଜାର ୯୬୪ ମେଟ୍ରିକ ଟନ ଅକ୍ସିଜେନ । ଆନ୍ଧ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼ ଓ ତାମିଲନାଡୁକୁ ପଠାଯାଇଛି ।…

ତୁରନ୍ତ ଅକ୍ସିଜେନ୍‌ ଯୋଗାଇ ଦିଅ, ନହେଲେ କାର୍ଯ୍ୟାନୁଷ୍ଠା; କେନ୍ଦ୍ର ସରକାରଙ୍କୁ ଏଭଳି ତାଗିଦ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ । ଦିଲ୍ଲୀକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍‌ ଯୋଗାଇ ଦିଅ । ଯଦି କେନ୍ଦ୍ର ସରକାର ଏହା ନକରନ୍ତି ତେବେ ଏହା ଅଦାଲତ ଅବମାନନା ବୋଲି ଧରାଯିବ । ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଦିଲ୍ଲୀକୁ ତାର…

ଶରୀରରୁ କମିଯାଉଛି କି ଅକ୍ସିଜେନ ସ୍ତର, ନିୟନ୍ତ୍ରଣକୁ ଆଣିବା ପାଇଁ ଖାଆନ୍ତୁ ଏହି ଜିନିଷ

ବର୍ତ୍ତମାନ କରୋନା ଯେମିତି ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି ଭାବିଲା ବେଳକୁ ଭୟ ଲାଗୁଛି। କରୋନାର ଦ୍ୱିତୀୟ ଲହରରେ ଲୋକମାନେ ଅଧିକ ସଂକ୍ରମଣ ହେଉଥିବା ଦେଖିବାକୁ ମିଳୁଛି। ଅନେକ ରୋଗୀଙ୍କର ତ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଉଛି। ଲୋକଙ୍କ ଶରୀରରୁ ଅକ୍ସିଜେନ୍ ସ୍ତର କମୁଥିବା…

ଅସହାୟତାର ନଗ୍ନ ଚିତ୍ର: ଭଉଣୀ ପାଇଁ ଅକ୍ସିଜେନ୍‌ ନେଉଥିବା ବେଳେ ପାଦ ତଳେ ସିଲିଣ୍ଡରକୁ ରଖିଛନ୍ତି ତହସିଲଦାର, ହାତ…

ବର୍ତ୍ତମାନ କରୋନା ସ୍ଥିତି ସାଂଘାତିକ ହୋଇଥିବା ବେଳେ ଦେଶର ସବୁଆଡ଼େ ଅକ୍ସିଜେନ୍‌ର ଅଭାବ ପରିଲକ୍ଷିତ ହେଉଛି। ଅକ୍ସିଜେନ୍‌ ଅଭାବରୁ ବହୁ ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ୁଥିବା ଖବର ପ୍ରତିଦିନ ଟିଭି, ଖବରକାଗଜରେ ପଢ଼ୁଛେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ…

୨୪ ଘଣ୍ଟା ନପୁରୁଣୁ ପ୍ରତିଶ୍ରୁତି ରକ୍ଷା କଲା ଆମେରିକା: ଅକ୍ସିଜେନ କନସେନ୍‌ଟ୍ରେଟର ନେଇ ଦିଲ୍ଲୀ ଆସୁଛି ଏଆର ଇଣ୍ଡିଆ…

ନୂଆଦିଲ୍ଲୀ: ୨୪ ଘଣ୍ଟା ନପୁରୁଣୁ ପ୍ରତିଶ୍ରୁତି ରକ୍ଷା କଲା ଆମେରିକା । ଅକ୍ସିଜେନ କନସେନ୍‌ଟ୍ରେଟର ନେଇ ଦିଲ୍ଲୀ ଆସୁଛି ଏଆର ଇଣ୍ଡିଆ ବିମାନ। ଆମେରିକାର ଜେଏଫକେ ଏୟାରପୋର୍ଟରେ ୩୧୮ ଅକ୍ସିଜେନ କନସେନ୍‌ଟ୍ରେଟର ଏୟାର ଇଣ୍ଡିଆ ବିମାନରେ ଲୋଡ କରାଯାଇଛି। ପୂର୍ବରୁ ଟିକା ଉତ୍ପାଦନରେ ଭାରତକୁ…

୭ ରାଜ୍ୟକୁ ଚାରି ଦିନରେ ୬୭ ଟ୍ୟାଙ୍କର ଅକ୍ସିଜେନ ପଠାଇଛି ଓଡ଼ିଶା

ଭୁବନେଶ୍ବର: ୭ ରାଜ୍ୟକୁ ଅକ୍ସିଜେନ ପଠାଇଛି ଓଡ଼ିଶା । ବିଭିନ୍ନ ଶିଳ୍ପ ସଂସ୍ଥା ପ୍ଲାଣ୍ଟରୁ ଯୋଗାଣ ହେଉଛି ଅକ୍ସିଜେନ। ଗତ ୪ ଦିନ ମଧ୍ୟରେ ୬୭ ଟ୍ୟାଙ୍କର ବାହାର ରାଜ୍ୟକୁ ପଠାଇଛି ଓଡ଼ିଶା । ୬୭ ଟ୍ୟାଙ୍କରରେ ୧୨୬୮ ମେଟ୍ରିକ ଟନ୍‌ ଅକ୍ସିଜେନ ପଠାଯାଇଛି । ଗ୍ରୀନ କରିଡର ଦେଇ ଏସବୁ ପରିବହନ…

ସାରାଦେଶ ପାଇଁ ଅକ୍ସିଜେନ୍‌ ପାଲଟିଛି ଓଡ଼ିଶା, ୭ ରାଜ୍ୟକୁ ପଠାଯାଇଛି ଅମ୍ଳଜାନ ଟ୍ୟାଙ୍କର

ଭୁବନେଶ୍ୱର(କେ.ନ୍ୟୁଜ): ସାରାଦେଶ ପାଇଁ ଅକ୍ସିଜେନ୍‌ ପାଲଟିଛି ଓଡ଼ିଶା । ଦେଶରେ ଅକ୍ସିଜେନ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ବାକି ରାଜ୍ୟ ପାଇଁ ଓଡ଼ିଶା ଯୋଗାଉଛି ସଞ୍ଜୀବନୀ । ଗୁରୁବାର ରାତିରୁ ଆଜି ପର୍ଯ୍ୟନ୍ତ ୪୯ଟି ଅକ୍ସିଜେନ୍‌ ଟ୍ୟାଙ୍କର ଓ କଣ୍ଟେନର ଯୋଗେ ୮୬୯…

ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅଛି ଅକ୍ସିଜେନ, ତଥାପି ଦୁଇଟି ପୁରୁଣା କାରଖାନାକୁ ପୁନରୁଦ୍ଧାର କରାଯାଇ ଅମ୍ଲଜାନ…

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ରହିଛି ଅକ୍ସିଜେନ୍‌। ଦୈନିକ ୩୫ଟନ୍‌ ଅକ୍ସିଜେନ ଆବଶ୍ୟକ ହେଉଥିବାବେଳେ ଉତ୍ପାଦନ ହେଉଛି ୩୫୦ଟନ୍‌। ଏବେ ୫ଟି କାରଖାନାରୁ ଅମ୍ଲଜାନ ଉତ୍ପାଦନ ହେଉଥିବାବେଳେ ଆଗାମୀ ୧୫ଦିନ ମଧ୍ୟରେ ଆଉ ୨ଟି ପୁରୁଣା କାରଖାନାର ପୁନରୁଦ୍ଧାର କରାଯାଇ…

ଦିଲ୍ଲୀ: ସାର୍‌ ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ଅତି ଗୁରୁତର ୨୫ ରୋଗୀଙ୍କ ମୃତ୍ୟୁ, ପହଞ୍ଚିଲା ନୂଆ ଅକ୍ସିଜେନ…

ଦେଶରେ କରୋନା ସଂକ୍ରମଣର ସ୍ଥିତି ବହୁତ ଭୟାବହ ରହିଛି। ଅକ୍ସିଜେନ ଅଭାବ ସମସ୍ୟା ସାଂଘାତିକ ରୂପ ନେଉଛି। ଏହାରି ଭିତରେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରୁ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଅତି ଗୁରୁତର ଥିବା ୨୫ ରୋଗୀଙ୍କର ଗତ ୨୪ ଘଣ୍ଟାରେ ମୃତ୍ୟୁ ଘଟିଛି। ତେବେ ଘଟଣା ପଛର କାରଣ…

ଓଡ଼ିଶାରୁ ସ୍ୱତନ୍ତ୍ର କରିଡର ଦେଇ ଅକ୍ସିଜେନ ଯୋଗାଣ ଆରମ୍ଭ: ଅନୁଗୁଳ, ଯାଜପୁରରୁ ଆନ୍ଧ୍ର ଓ ମହାରାଷ୍ଟ୍ର ପଠାଗଲା…

ଭୁବନେଶ୍ବର: ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଥିବାବେଳେ ଏହି ସଙ୍କଟ ଦୂର କରିବା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍‌ ପଠାଇବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଅନୁଗୁଳରୁ ବିଶାଖାପାଟଣା ଏବଂ ଯାଜପୁରରୁ ଆନ୍ଧ୍ର ଓ ମହାରାଷ୍ଟ୍ର ଟ୍ୟାଙ୍କର ପଠାଯାଇଛି। ପ୍ରଥମ…

ଅକ୍ସିଜେନ ଯୋଗାଣ କ୍ଷେତ୍ରରେ ଦିଲ୍ଲୀକୁ ଓଡ଼ିଶା ସମ୍ପୂର୍ଣ୍ଣ ସହଯୋଗ କରିବ, କେଜ୍ରିୱାଲଙ୍କ ସହ ଫୋନରେ କଥା ହେଲେ…

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ କୋଭିଡ ସ୍ଥିତି ନେଇ ଆଲୋଚନା କରିଛନ୍ତି । ଅକ୍ସିଜେନ ଯୋଗାଣ କ୍ଷେତ୍ରରେ ଦିଲ୍ଲୀକୁ ଓଡ଼ିଶା ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି…