୧୬୭ କୋଟି ଟଙ୍କାରେ ବିକ୍ରି ହେଲା ରାଜା ରବି ବର୍ମାଙ୍କ ପେଣ୍ଟିଂ
ମା’ ଯଶୋଦା, କୃଷ୍ଣ ଏବଂ ଗାଈର ଗୋଟିଏ ପେଣ୍ଟିଂ ଏବେ ଖୁବ ଚର୍ଚ୍ଚାରେ ରହିଛି । ଯେଉଁଥିରେ ମା’ ଯଶୋଦା ଗାଈ ପାଖରେ ଥିବାବେଳେ ମା’ଙ୍କ ପଛପଟେ କୃଷ୍ଣ ଖାଲି ଗ୍ଲାସଟିଏ ଧରି ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଯାହା ରାଜା ରବି ବର୍ମାଙ୍କ ପେଣ୍ଟିଂ । ପେଣ୍ଟିଂଟି ୧୬୭ କୋଟି ଟଙ୍କାରେ ବିକ୍ରି…