Browsing Tag

pizza

ଏଟିଏମ୍‌ ରୁ ଟଙ୍କା ନୁହେଁ ବାହରୁଛି ପିଜା, ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ମେସିନ୍‌

ଏଟିଏମ୍‌ ନାଁ ଶୁଣିଲେ ଟଙ୍କା କଥା ମନକୁ ଆସେ । କିନ୍ତୁ ଏବେ ଆସିଛି ଏକ ନୂଆ ଏଟିଏମ୍‌ । ଯେଉଁଥିରୁ ଟଙ୍କା ନୁହେଁ ବାହରୁଛି ପିଜା । ଏଭଳି ଏକ ଏଟିଏମ୍‌ ଚଣ୍ଡିଗଡ଼ରେ ଇନଷ୍ଟଲ କରାଯାଇଛି । ଚଣ୍ଡିଗଡ଼ର ସୁଖନା ହ୍ରଦ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ଏଠାରେ ଏକ ନୂଆ ପିଜା…

ପିଜା ଖାଇଲେ ଦୂର ହେବ ରିମାଟଏଡ୍ ଆର୍ଥ୍ରାଇଟିସ୍ ରୋଗ, ରିସର୍ଚ୍ଚ ରୁ ମିଳିଲା ସୂଚନା

ପିଜା ଖାଇବା ଦ୍ୱାରା ଦୂରେଇ ଯାଇଥାଏ ଏହି ଗୁରୁତର ରୋଗ। କଣ ଆଶ୍ଚର୍ଯ୍ୟ ହୋଇଗଲେ କି ? କିନ୍ତୁ କଥା ଟା ସତ । ନିକଟରେ ହୋଇଥିବା ଅଧ୍ୟୟନରେ ଜଣା ପଡିଛି ଯେ ଯଦି ପିଜା ଭଲ ଜିନିଷ ବ୍ୟବହାର କରି ତିଆରି କରଯାଏ ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ରହିବ। ଏମିତିକି ରିମାଟଏଡ୍ ଆର୍ଥ୍ରାଇଟିସ୍ ସହିତ…

ପିଜ୍ଜା ଖୁଆଇବା ପଡ଼ିଲା ମହଙ୍ଗା: ପ୍ରେମିକା ବାପାଙ୍କୁ ଦେଖି ଭୟରେ ଲୁଚିଗଲା ପ୍ରେମିକ, ଛାତରୁ ଖସି ଉଡ଼ିଗଲା ପ୍ରାଣବାୟୁ

ହାଇଦ୍ରାବାଦରୁ ଏକ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି। ଏଠାରେ ନିଜ ପ୍ରେମିକାକୁ ପିଜ୍ଜା ଖୁଆଇବା ୨୦ ବର୍ଷର ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁବକଙ୍କ ସହ ଏଭଳି ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଯୁବକଙ୍କ ପରିବାର ଲୋକେ ଘଟଣାକୁ ନେଇ ଦୁଃଖରେ ଭାଙ୍ଗି…

‘ପିଜା ଓ ସ୍ୟାଣ୍ଡୱିଚ୍ Baked ନୁହେଁ, ଏହା ରନ୍ଧାଖାଦ୍ୟ’: ରାଜସ୍ଥାନ ହାଇକୋର୍ଟ

ରାଜସ୍ଥାନ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ଯେ ପିଜା ଏବଂ ସ୍ୟାଣ୍ଡୱିଚ୍ ହେଉଛି ରନ୍ଧାଖାଦ୍ୟ ଅର୍ଥାତ୍ ଏହା Cooked ଫୁଡ୍‌। ଏହା Baked ବ୍ରାଣ୍ଡେଡ୍ ଖାଦ୍ୟ ନୁହେଁ। ଏହି ପୂରା ମାମଲା ରାଜସ୍ଥାନ ଭାଲ୍ୟୁ ଆଡେଡ୍‌ ଟ୍ୟାକ୍ସ ୨୦୦୩ ସହିତ ଜଡିତ ରହିଛି। କଥାଟି ହେଲା,…

ଭାରି ସୁଆଦିଆ ସ୍ୱାଦିଷ୍ଟ ଚି଼ଜି ପିଜ୍ଜା ପରଠା, ଘରେ କରନ୍ତୁ ପ୍ରସ୍ତୁତ

ଆଜିକାଲିର ପିଲା ଘର ଖାଇବା ଅପେକ୍ଷା ବାହାର ଖାଇବା କହିବାକୁ ବେଶୀ ପସନ୍ଦ କରନ୍ତି । ପିଜ୍ଜା କଥା କହିଲେ ତ କଥା ସରିଲା । ଯୋଉ ବୟସର ପିଲା ହୋଇଥିଲେ ବି ଆଗ ପାଟିରୁ ଲାଲ ବୋହି ପଡିବ । କିନ୍ତୁ ବାହାରେ ପିଜ୍ଜା ଦର ବହୁ ଅଧିକ ହୋଇଥିବାରୁ ସବୁବେଳେ ତାହା କିଣି ଖାଇବା ସେତେଟା ସମ୍ଭବ ହୋଇନଥାଏ…

ପିଜ୍ଜା ପ୍ରେମୀ ରୁହନ୍ତୁ ସାବଧାନ, ଏବେ ପିଜ୍ଜାରେ ରହୁଛି ଜୀବନ୍ତ ପୋକ, ଥରେ ଦେଖନ୍ତୁ ଏହି ଭାଇରାଲ ଫଟୋ, ଖାଇବା କଥା…

ପିଜ୍ଜା ଖାଇବା ଆମ ସମସ୍ତଙ୍କୁ ପସନ୍ଦ । ପାର୍ଟି ହେଉ ଅବା ଅନ୍ୟ କୌଣସି ସେଲିବ୍ରେସନ । ଆଜି କାଲି ପିଜ୍ଜା –ବର୍ଗର ବିନା ସବୁ ଅଧୁରା । କିଛି ଲୋକଙ୍କୁ ଏହା ଏତେ ପସନ୍ଦ ଯେ ସେମାନେ ଏହାକୁ ଖାଇବା ପାଇଁ ମୌକା ଖୋଜିଥାନ୍ତି । କିନ୍ତୁ ଆଜି ଆମେ ଏମିତି ଏକ ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲା ପରେ…

ଜେଲରେ ବନ୍ଦୀ ଥିବା କଏଦୀଙ୍କ ଅଜବ କାରନାମା, ଜେଲରଙ୍କ ତଣ୍ଟିରେ ଛୁରୀ ଲଗାଇ ଅର୍ଡର କଲେ ପିଜ୍ଜା

ଜେଲରେ ବନ୍ଦୀ ଥିବା କଏଦୀଙ୍କ ଅଜବ କାଣ୍ଡ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏବେ ସ୍ୱିଡେନ୍‌ ଜେଲରୁ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ କିଛି କଏଦୀ ଜେଲରଙ୍କ ବେକରେ ଛୁରୀ ଲଗାଇ ପିଜ୍ଜା ଅର୍ଡର କରିବାକୁ ବାଧ୍ୟ କରିଥିବା ଜଣାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ସବୁଠୁ ଅଧିକ ଚର୍ଚ୍ଚାରେ…

୯ ବର୍ଷ ହେଲା ଅର୍ଡ଼ର ନକରିବି ପ୍ରତିଦିନ ଘରକୁ ଆସୁଛି ପିଜା, ଵ୍ୟସ୍ତରେ ପରିବାର

ଜୀବନରେ ସବୁବେଳେ କିଛି ନା କିଛି ସମସ୍ୟା ଥାଏ ଏବଂ ସେଥିମଧ୍ୟରୁ ଏପରି କିଛି ସମସ୍ୟା ଥାଏ ଯାହା ଆଶ୍ଚର୍ଯ୍ୟକର ହୋଇଥାଏ । କିଛି ଏହିପରି ସମସ୍ୟା ଦେଇ ଗତି କରୁଛନ୍ତି ବେଲଜିୟମର ଏଣ୍ଟୱର୍ପରେ ରହୁଥିବା ଜଣେ ବ୍ୟକ୍ତି, ତାଙ୍କର ସମସ୍ୟା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତାହେଲେ…

ହସ୍ପିଟାଲରେ ପିଜ୍ଜା ଡେଲିଭରି କରି କରୋନା ସଂକ୍ରମିତ ହୋଇଥିଲେ ଯୁବକ, ନିଜେ କଲେ ଖୁଲାସା

କରୋନା ସ୍ଥିତିକୁ ଆୟତରେ ଆଣିବାକୁ ସରକାର ଯେତେ ଉପାୟ ଆପଣାଇଲେ ମଧ୍ୟ କୌଣସି ନା କୌଣସି ବାଟରେ ଏହା ବ୍ୟାପୁଛି। ଦିଲ୍ଲୀରେ ଜଣେ ପିଜ୍ଜା ଡେଲିଭରି ବୟ ଠାରେ କରୋନା ପଜିଟିଭ ମିଳିଛି। ଏହା ଜଣାପଡ଼ିବା ପରେ ସେ ଡେଲିଭରି ଦେଇଥିବା ୭୨ ଟି ପରିବାରକୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ସେ ଆଉ…

ପିଜ୍ଜା ପାଇଁ ଅର୍ଡର କରି ୯୫,୦୦୦ ଟଙ୍କା ଠକାମୀର ଶିକାର ହେଲେ ଯୁବକ, ଜାଣନ୍ତୁ ପୂରା ଘଟଣା

ଫାଷ୍ଟ ଫୁଡ ଖାଦ୍ୟ ତାଲିକାରେ ପିଜ୍ଜାର ନାଁ ଆଗ ଆସିଥାଏ । ସବୁ ବର୍ଗର ଲୋକେ ଏହାକୁ ଖୁବ ପସନ୍ଦ କରନ୍ତି । ଏକ ୪ ରୁ ୫ ଜଣିଆ ପରିବାର ପାଇଁ ଅଧିକରୁ ଅଧିକ ୧୦୦୦ ଟଙ୍କା ଖର୍ଚ୍ଚ କଲେ ପେଟ ପୁରା ପିଜ୍ଜା ମିଳି ଯାଇପାରିବ । କିନ୍ତୁ ଆପଣ  ଶୁଣି ଆଶ୍ଚର୍ଯ୍ୟ ହେବେ ପିଜ୍ଜା ଖାଇବାର ଇଚ୍ଛାକୁ ପୂରଣ…