ବାଜିରେ ଲାଗିଛି ବିରଳ ପ୍ରାଣୀଙ୍କ ଜୀବନ, ବିପଦରେ ବାଦୁଡ଼ି ବଂଶ
ଯାଜପୁର: ପ୍ରାକୃତିକ ବିପର୍ଯ୍ୟୟରୁ ବାଦ ପଡୁ ନାହାଁନ୍ତି ବନ୍ୟପ୍ରାଣୀ । ଏବେ ବାଜିରେ ଲାଗିଛି ବିରଳ ପ୍ରାଣୀଙ୍କ ଜୀବନ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କବାଟବନ୍ଧ ଠାରେ କାହିଁ କେଉଁ କାଳରୁ ରହି ଆସୁଛନ୍ତି ଶହ ଶହ ସଂଖ୍ୟାରେ ବାଦୁଡ଼ି। ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିପଦରେ ପଡିଛନ୍ତି ଏହି ବିରଳ ପ୍ରାଣୀ ବାଦୁଡ଼ି । ନିକଟରେ ଏକ ଗଛ ଡାଳ ଭାଙ୍ଗିଯିବାରୁ ୧୫ ରୁ ଅଧିକ ବାଦୁଡିଙ୍କ ଜୀବନ ଯାଇଥିବା ବେଳେ ଏବେ ସେମାନଙ୍କ…
Read More...