Browsing Tag

puri rath yatra

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥକାଠ

ପୁରୀ (କେନ୍ୟୁଜ): ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ। ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଆସିଛି ୧୧୪ ଖଣ୍ଡ ରଥକାଠ।ଦୁଇଟି ଟ୍ରକରେ ୧୨, ୨୦ ଓ ୪୦ ଫୁଟିଆ ଅସନ ଧଉରା ସହ ୧୦ ଖଣ୍ଡ ଫାସି କାଠ ଆସି ପହଞ୍ଚିଛି। ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକ ଥିବା ବେଳେ…

ଦ୍ରୁତଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ: ୪୨ଟି ରୁ ୧୫ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠୁଛି ରଥଖଳା। କରୋନା କଟକଣାକୁ ମାନି ଦ୍ରୁତଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ତେବେ ଆବଶ୍ୟକ ୪୨ଟି ଚକ ମଧ୍ୟରୁ ପାଖାପାଖି ୧୫ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଚକ ପାଇଁ…

ଆସନ୍ତାକାଲି ରଥଯାତ୍ରା, ତିନି ରଥ ପାଇଁ ଆଜି ବିଜେ ହେଲା ଆଜ୍ଞାମାଳ

ପୁରୀ: ତିନି ରଥ ପାଇଁ ବିଜେ ହୋଇଛି ଆଜ୍ଞାମାଳ । ତିନି ବାଡ଼ରୁ ତିନି ରଥ ପାଇଁ ଆସିଛି ଆଜ୍ଞାମାଳ ।  ଆସନ୍ତାକାଲି ରଥଯାତ୍ରା । ତେଣୁ ସିଂହଦ୍ୱାର ପାଖକୁ ରଥ ଆଣିବାକୁ ସେବୟତମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଆଣିଛନ୍ତି । ରଥଯାତ୍ରା ନେଇ ଆଶା ଉଜ୍ଜିବୀତ ହେବା ପରେ ଟିଭି ମାଧ୍ୟମରେ କାଳିଆ ଦର୍ଶନ…

ରଥଯାତ୍ରା ନୀତି ନେଇ ସଂଧ୍ୟାରେ ହେବ ନିଷ୍ପତ୍ତି

ପୁରୀ(କେନ୍ଯୁଜ୍): ସୁପ୍ରିମକୋର୍ଟଙ୍କ ରାୟ ମାନି ଚଳିତ ବର୍ଷ ପୁରୀରେ ହେବ ନାହିଁ ରଥଯାତ୍ରା । ମନ୍ଦିର ଭିତରେ କେମିତି ହେବ ନୀତି ସେନେଇ ସଂଧ୍ୟାରେ  ଛତିଶା ନିଯୋଗ ସହ ଆଲୋଚନା କରାଯିବ । ବୈଠକରେ ନିଯୋଗ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ରହିବେ । ଆଲୋଚନା ପରେ ଯାହା ନିଷ୍ପତ୍ତି…

ବାହ୍ୟଶତ୍ରୁ ଆକ୍ରମଣ ଯୋଗୁ ଅତୀତରେ ବି ବନ୍ଦ ରହିଥିଲା ରଥଯାତ୍ରା, ଏଥରକ ଦାଉ ସାଧିଲା କରୋନା

‘ଜଗନ୍ନାଥ’ ନାଁଟି ଶୁଣିଦେବା ମାତ୍ରେ ଆଖି ସାମ୍ନାକୁ ଚାଲିଆସେ ବଡ଼ ବଡ଼ କଳା କଳା ଦୁଇଟି ଆଖି। ଏହି ଆଖି ଦୁଇଟିକୁ ଦେଖିବାକୁ କାହିଁ କେତେ ଦୂରରୁ ଭକ୍ତଟିଏ ଧାଇଁ ଆସେ ଶ୍ରୀକ୍ଷେତ୍ର। ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତିକୁ ଦର୍ଶନ କରିବା ବେଳେ ଆଖି ଆପେ ଆପେ ମୁଦି ହୋଇଯାଏ। ଭାବର ଠାକୁର…

ଏ ମାସରେ ନବଦିନାତ୍ମକ ଯାତ୍ରାରେ ବାହାରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଜାଣନ୍ତୁ ଜୁନ୍‌ ମାସରେ ପଡ଼ୁଛି ଆଉ କି କି…

କରୋନା ଭାଇରସ ଯୋଗୁ ଲୋକମାନେ ଏବେ ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ସ୍ଥିତି ଶୀଘ୍ର ସୁଧୁରିଯାଉ ବୋଲି ଲୋକେ ପ୍ରାର୍ଥନା କରୁଛନ୍ତି। ଏବେ ଲକ୍‌ଡାଉନ୍‌ ଯୋଗୁ ସବୁ ପୂଜାପାର୍ବଣ ବନ୍ଦ ହୋଇଛି। ତେବେ ଏହି ଜୁନ୍‌ ମାସରେ ବହୁ ପୂଜାବ୍ରତ ଆସୁଛି। ସେଥିମଧ୍ୟରେ ଓଡ଼ିଆଙ୍କ ସବୁଠୁ ବଡ଼ ପର୍ବ ଜଗନ୍ନାଥଙ୍କ…

ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ନିୟୋଜିତ ରହିବେ ୧୫୦ ଦଇତା ସେବାୟତ, ଚୂଡ଼ାନ୍ତ ହେଲା ତାଲିକା

ପୁରୀ: ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ନିୟୋଜିତ ରହିବେ ୧୫୦ ଦଇତା ସେବାୟତ । ଶ୍ରୀଜଗନ୍ନାଥଙ୍କ ସେବାରେ ୬୦, ଶ୍ରୀବଳଭଦ୍ରଙ୍କ ସେବାରେ ୫୦, ଦେବୀ ସୁଭଦ୍ରାଙ୍କ ନୀତିରେ ୩୦ ଜଣ ଓ ଶ୍ରୀସୁଦର୍ଶନଙ୍କ ନୀତିରେ ୧୦ ଜଣ ଦଇତାପତି ରହିବେ । ଏନେଇ ଦଇତାପତି ନିଯୋଗର ତାଲିକା ଚୂଡ଼ାନ୍ତ…

ରଥ ନିର୍ମାଣ କାମ ଠିକ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଠିକ ସମୟରେ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏନେଇ ଆଇନଜୀବୀ ଜୟନ୍ତ ବଳଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି କରି ସଠିକ ସମୟରେ ରଥ ନିର୍ମାଣ ଶେଷ କରିବାକୁ ହାଇକୋର୍ଟ କହିଛନ୍ତି । ଶୁଣାଣି ବେଳେ ରଥ ନିର୍ମାଣ କାମ ଆଗେଇ…

କଣ ସତରେ ବଡ଼ ଦାଣ୍ଡକୁ ଆସିବେନି ଚତୁର୍ଦ୍ଧା ମୂର୍ତ୍ତି ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ

ରଥଯାତ୍ରା ଦିନ ପହଣ୍ଡି ପୂର୍ବରୁ ଘୋଷକମାନେ କୁହନ୍ତି, ରଥ ଅପେକ୍ଷାରେ ପଥ ଅପେକ୍ଷାରେ । ଏବେ କିନ୍ତୁ କରୋନା ପରିସ୍ଥିତି ଏମିତି ଅବସ୍ଥା କରିଛି ଯେ ରଥ କାମ ଆରମ୍ଭ ହୋଇ ପାରୁନାହିଁ । ସେଇ ପଥ ଉପରେ ରଥ କାଠ ଅପେକ୍ଷା କରିଛି ମହାରଣା ସେବାୟତଙ୍କ ନିହାଣ ମୁନକୁ । ଆଉ କିଛି ଏବେବି ଓହ୍ଲାଇ…

ବିଧି ରକ୍ଷା କରିବାକୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି, ମନ୍ଦିର ଭିତରେ…

ପୁରୀ: ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟତୃତୀୟା ନୀତି । ସରକାରୀ ନିୟମ ପାଳନ କରି ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା । ରଥଯାତ୍ରା ଓ ଅକ୍ଷୟ ତୃତୀୟା ପାଳନ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ପରେ ଏହା କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଜଗତଗୁରୁଙ୍କ ପରାମର୍ଶ…

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥ କାଠ

ପୁରୀ: ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥ କାଠ । ଆଜି ସମୁଦାୟ ୨୦ ଖଣ୍ଡ ଅସନ ଓ ଧଉରା କାଠ ପହଞ୍ଚିଛି । ଏହା ଭିତରେ ଅଛି ଖଣେ ଅସନ ଓ ୧୯ ଖଣ୍ଡ ଧଉରା କାଠ । ଭଞ୍ଜନଗର ଘୁମୁସୁର ବନଖଣ୍ଡରୁ ଏହି କାଠ ଆସି ପହଞ୍ଚିଛି । ସାତଟି ପର୍ଯ୍ୟାୟରେ ମୋଟ୍‌ ୨୪୪ଟି ରଥ କାଠ ପହଞ୍ଚିଛି । ସେପଟେ…

ରଥଯାତ୍ରା ଉପରେ ପଡିପାରେ କରୋନା ପ୍ରଭାବ, ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି

ପୁରୀ: କରୋନା ମହାମାରୀ ପାଇଁ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ଏଯାଏ କୌଣସି ନିଷ୍ପତ୍ତି ହୋଇ ନାହିଁ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଶ୍ରୀଜିଉଙ୍କ ରଥଯାତ୍ରା ଆୟୋଜନ ନେଇ…