Browsing Tag

puri

ପୁରୀ ରଥଯାତ୍ରା ନିଷ୍ପତ୍ତି ମେ ୩ ପରେ ନୁହେଁ ମେ ୧୭ ପରେ ନିଆଯିବ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବଢ଼ିଗଲା ଲକ୍‌ଡାଉନ୍‌ ଅବଧି । ଆହୁରି ଦୁଇ ସପ୍ତାହ ବର୍ତ୍ତମାନ ଭଳି ରହିବାକୁ ପଡ଼ିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହେବା ପରେ ଏବେ ସମସ୍ତଙ୍କର ଚିନ୍ତା ପଶିଛି । କାରଣ ଅନ୍ତତଃ ଦ୍ୱିତୀୟ ଲକ୍‌ଡାଉନ୍‌ ମେ ୩ ତାରିଖରେ ଶେଷ ହୋଇଥିଲେ…

ପୁରୀ: ଲକଡାଉନ କଟକଣା ଯୋଗୁଁ ଆରମ୍ଭ ହୋଇପାରୁନାହିଁ ରଥନିର୍ମାଣ କାମ

ପୁରୀ: ଅକ୍ଷୟ ତୃତୀୟାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ଭିତରେ ରଥକାଠ ଅନୁକୂଳ ହୋଇଥିଲା । ବିଧି ଅନୁଯାୟୀ ରଥକାଠ ଅନୁକୂଳ ହୋଇଥିଲେ ମଧ୍ୟ ରଥଖଳାରେ ଏପର୍ଯ୍ୟନ୍ତ ରଥ ନିର୍ମାଣ କାମ ହୋଇନାହିଁ । ୮ଟି ପର୍ଯ୍ୟାୟରେ ରଥକାଠ ପହଞ୍ଚି ସାରିଛଇ । କିନ୍ତୁ ଲକଡାଉନ କଟକଣା ଯୋଗୁ…

ଏଥର ନରେନ୍ଦ୍ର ପୁଷ୍କରିଣୀକୁ ଚାପ ଖେଳିବା ପାଇଁ ଯିବେ ନାହିଁ ମହାପ୍ରଭୁ

ପୁରୀ (କେ ନ୍ୟୁଜ୍‌) : ସେ ଜଗତର ନାଥ । ସେ ବିଶ୍ୱ ନିୟନ୍ତା । କୁହାଯାଏ ତାଙ୍କ ଇଚ୍ଛା ବିରୁଦ୍ଧରେ ପତ୍ର ବି ହଲେ ନାହିଁ । ଆକୁ ତାଙ୍କର ଘୋଷଯାତ୍ରା ହେବ କି ନାହିଁ ସେହି ନିଷ୍ପତ୍ତି ନେବେ । ହେଲେ ଏଇ ଦୁନିଆଁର ମନୁଷ୍ୟଙ୍କ ପାଇଁ ମାନବ ଲୀଳା କରୁଥିବା ଶ୍ରୀଜୀଉ ଏବେ କରୋନା ଲକ୍‌ଡାଉନ୍‌ରେ…

ଛେପ ପକାଇବା ନେଇ ପୁରୀରେ ଜାରି ହେଲା କଟକଣା, ଅମାନ୍ୟ କଲେ ଦେବାକୁ ହେବ ଫାଇନ

ପୁରୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀ ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ କଡା କଟକଣା ଲଗାଯାଇଛି। ଏହାକୁ ଅମାନ୍ୟ କଲେ ପ୍ରଥମ ୩ଥର ୨୦୦ଟଙ୍କା ଓ ପରେ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ। ଏଥିପାଇଁ ପୌରସଂସ୍ଥା ଓ ବ୍ଲକ ସ୍ତରର ଅଧିକାରୀମାନଙ୍କୁ ଏନ୍‌ଫୋର୍ସମେଣ୍ଟ…

ପୁରୀ ପିପିଲି ଅଂଚଳରେ ଜଣେ ଚିହ୍ନଟ ପରେ ଗ୍ରାମକୁ ସିଲ କଲା ପ୍ରଶାସନ

ପୁରୀ : ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ଏକ ଗ୍ରାମକୁ ସ୍ଥାନୀୟ ପ୍ରଶାସନ ସିଲ କରିଛି । ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଆକ୍ରାନ୍ତ ଏଠାକାର ବୋଲି ଜଣାପଡିବା ପରେ ଉପଜିଲ୍ଲାପାଳ ଗ୍ରାମକୁ ସିଲ କରିଛନ୍ତି ପୁରୀ । ଆକ୍ରାନ୍ତଙ୍କୁ ଓ ତାଙ୍କ ପରିବାରକୁ କ୍ଵାରେନଟାଇନରେ…

ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟକୁ ଫେରିଲା ୟେସ୍‌ ବ୍ୟାଙ୍କରେ ଜମାଥିବା ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା, ଅଧିକ ସୁଧ ଦେଉଥିବା…

କେନ୍ୟୁଜ୍(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟକୁ ଫେରିଲା ୟେସ୍‌ ବ୍ୟାଙ୍କରେ ଜମାଥିବା ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ୨ଟି କିସ୍ତିରେ ୧୨୩ କୋଟି ଓ ୩୩ କୋଟି ମିଶି ମୋଟ ୧୫୬ କୋଟି ଟଙ୍କା ୟେସ ବ୍ୟାଙ୍କରେ ଜମା ହୋଇଥିଲା । ଆଜି ଏହି ଟଙ୍କା ମାଚ୍ୟୋର୍ଡ ହୋଇ ୩ କୋଟି ୩୫ ଲକ୍ଷ…

ନୃଶଂସ ସ୍ବାମୀର ଉନ୍ମତ୍ତ କାଣ୍ଡ, କିଛି ଟଙ୍କା ପାଇଁ ବଜାର ମଝିରେ ପେଚକସ୍‌ରେ ସ୍ତ୍ରୀକୁ ପିଟି ପିଟି ସ୍ୱାମୀ କଲା…

ବ୍ରହ୍ମଗିରି(କେନ୍ୟୁଜ୍): ବଜାର ମଝିରେ ସ୍ତ୍ରୀକୁ ପିଟି ପିଟି ରକ୍ତାକ୍ତ କଲା ସ୍ୱାମୀ । ପୁରୀ ଜିଲ୍ଲା ବ୍ରହ୍ମଗିରି ବଜାରରେ ଅଭାବନୀୟ ଘଟଣା ଘଟିଛି । କିଛି ଟଙ୍କା ପାଇଁ ବଜାର ମଝିରେ ପେଚକସ୍‌ରେ ସ୍ତ୍ରୀକୁ ପିଟି ପିଟି ସ୍ୱାମୀ ରକ୍ତାକ୍ତ କରିଛି । ଜୀବନ ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୀତା…

ପୁରୀରେ ବିଦେଶୀ କରୋନା ସନ୍ଦିଗ୍ଧ, ୟୁରୋପ ଲିଥୁଆନିଆର ନାବାଳିକାଙ୍କୁ କରାଗଲା ହସ୍ପିଟାଲରେ ଭର୍ତ୍ତି 

ପୁରୀ(କେନ୍ୟୁଜ୍):  ଅସୁସ୍ଥ ପରେ ପୁରୀ ଡାକ୍ତରଖାନାରେ ଜଣେ ବିଦେଶୀ ପର୍ଯ୍ୟଟକ ଭର୍ତ୍ତି । ୟୁରୋପ ଲିଥୁଆନିଆର ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୩ ସପ୍ତାହ ହେବ ସେ ଥଣ୍ଡା ଓ କାଶରେ ପୀଡ଼ିତ ଅଛନ୍ତି । ଆଜି ପରିବାର ଲୋକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ…

ଦୋଳପୂର୍ଣ୍ଣିମାରେ ପୁରୀ ବଡ଼ଦାଣ୍ଡରେ ଅଭାବନୀୟ ଘଟଣା, ନିଶାସକ୍ତ ଥିବା ଯୁବତୀଙ୍କୁ ନିର୍ଧୁମ ଛେଚିଲେ ଲୋକେ

ପୁରୀ(କେନ୍ୟୁଜ୍): ପୁରୀ ବଡ଼ଦାଣ୍ଡରେ ଅଭାବନୀୟ ଘଟଣା। ନିଶାସକ୍ତ ଥିବା ଯୁବତୀଙ୍କୁ ମାଡ଼ । ଗୋଇଠା, ବିଧା ମାରି ଚାଲିଛନ୍ତି ଲୋକେ। ଦୋଳପୂର୍ଣ୍ଣିମା ଦିନର ଏହି ଘଟଣା। ସମସ୍ତେ ଦେଖୁଥିଲେ ମଧ୍ୟ କେହି ଅଟକାଇବାକୁ ଚେଷ୍ଟା କରି ନଥିଲେ । ଚେୟାରରେ ବସିବା ଘଟଣାକୁ ନେଇ ଏହାର ସୂତ୍ରପାତ ହୋଇଥିଲା।…

ପୁଣି ଖାକି ଖାଇଲା ଲାଞ୍ଚ, ପୁରୀ ଟାଉନ ଥାନା ASIଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ

ପୁରୀ(କେନ୍ୟୁଜ୍): ଲାଞ୍ଚ ନେଇ ଧରା ପଡିଲେ ପୁରୀ ଟାଉନ ଥାନାର ଏଏସଆଇ ବିରଞ୍ଚି ରାଉଳ। ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ବିଭାଗ। ମିଳିଥିବା ସୂଚନା ମୁତାବକ ଗତକାଲି ଶ୍ରୀଯୁକ୍ତ ରାଉଳ ବିଜୟ କୁମାର ଖୁଣ୍ଟିଆ ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏକ କେସ ପାଇଁ ୩ହଜାର ଟଙ୍କା…

ରହସ୍ୟମୟ ପୁରୀ ଗଙ୍ଗାମାତା ମଠ ସୁଡଙ୍ଗ, କିଛି ବିଦେଶୀ ନାଗରିକ ସୁଡଙ୍ଗରୁ ବାହାରିବା ପରେ ଜୋର ଧରିଲା ଚର୍ଚ୍ଚା

ପୁରୀ(କେନ୍ୟୁଜ୍):  ପୁରୀ ଗଙ୍ଗାମାତା ମଠ ସୁଡଙ୍ଗକୁ ନେଇ ପୁଣି ଚର୍ଚ୍ଚା । କିଛି ବିଦେଶୀ ନାଗରିକ ବିଭିନ୍ନ ମଠ ବୁଲିବା ପରେ ଏହି ଚର୍ଚ୍ଚା ଏବେ ଜୋର । ଏହି ସୁଡଙ୍ଗ ସତ ନା ମିଛ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଐତିହାସିକଙ୍କ ମତରେ ଏହି ସୁଡଙ୍ଗ ଶ୍ୟାମାକାଳୀ ମନ୍ଦିର ନିକଟ ପୁରୁଣା…

ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ସୁରକ୍ଷା ଜୋନ୍‌ ମଧ୍ୟରେ ହୋଇଛି ଉଚ୍ଛେଦ କାର୍ଯ୍ୟ, ଆଜି ଖଜାପଟି ଓ ଆଚାରୀ ମଠକୁ…

ପୁରୀ(କେନ୍ୟୁଜ୍):ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ସୁରକ୍ଷା ଜୋନ୍‌ ମଧ୍ୟରେ ହୋଇଛି ଉଚ୍ଛେଦ କାର୍ଯ୍ୟ । ଆଜି ଖଜାପଟି ଓ ଆଚାରୀ ମଠକୁ ଉଚ୍ଛେଦ  କରାଯାଇଛି । ବହୁ ପୁରାତନ ଖଜାପଟିରେ ଦୀର୍ଘ ବର୍ଷ ଧରି ଖଜା ପ୍ରସ୍ତୁତ ଓ ବିକ୍ରି ହୋଇ ଆସୁଥିଲା । ଏଠାରେ ପ୍ରାୟ ୧୨ଟି ଖଜା ଦୋକାନ ସହ କିଛି…