Browsing Tag

puri

ରହସ୍ୟମୟ ପୁରୀ ଗଙ୍ଗାମାତା ମଠ ସୁଡଙ୍ଗ, କିଛି ବିଦେଶୀ ନାଗରିକ ସୁଡଙ୍ଗରୁ ବାହାରିବା ପରେ ଜୋର ଧରିଲା ଚର୍ଚ୍ଚା

ପୁରୀ(କେନ୍ୟୁଜ୍):  ପୁରୀ ଗଙ୍ଗାମାତା ମଠ ସୁଡଙ୍ଗକୁ ନେଇ ପୁଣି ଚର୍ଚ୍ଚା । କିଛି ବିଦେଶୀ ନାଗରିକ ବିଭିନ୍ନ ମଠ ବୁଲିବା ପରେ ଏହି ଚର୍ଚ୍ଚା ଏବେ ଜୋର । ଏହି ସୁଡଙ୍ଗ ସତ ନା ମିଛ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଐତିହାସିକଙ୍କ ମତରେ ଏହି ସୁଡଙ୍ଗ ଶ୍ୟାମାକାଳୀ ମନ୍ଦିର ନିକଟ ପୁରୁଣା…

ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ସୁରକ୍ଷା ଜୋନ୍‌ ମଧ୍ୟରେ ହୋଇଛି ଉଚ୍ଛେଦ କାର୍ଯ୍ୟ, ଆଜି ଖଜାପଟି ଓ ଆଚାରୀ ମଠକୁ…

ପୁରୀ(କେନ୍ୟୁଜ୍):ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ସୁରକ୍ଷା ଜୋନ୍‌ ମଧ୍ୟରେ ହୋଇଛି ଉଚ୍ଛେଦ କାର୍ଯ୍ୟ । ଆଜି ଖଜାପଟି ଓ ଆଚାରୀ ମଠକୁ ଉଚ୍ଛେଦ  କରାଯାଇଛି । ବହୁ ପୁରାତନ ଖଜାପଟିରେ ଦୀର୍ଘ ବର୍ଷ ଧରି ଖଜା ପ୍ରସ୍ତୁତ ଓ ବିକ୍ରି ହୋଇ ଆସୁଥିଲା । ଏଠାରେ ପ୍ରାୟ ୧୨ଟି ଖଜା ଦୋକାନ ସହ କିଛି…

+୩ ପାସ କରିଦେବା ପାଇଁ ଲାଞ୍ଚ ନେଉଥିଲେ ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟ ପିଅନ ଓ କିରାଣି, ଭିଡିଓ ହେଲା ଭାଇରାଲ

ପୁରୀ(କେନ୍ୟୁଜ୍):  ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟ କର୍ମଚାରୀ ପାସ୍‌ କରାଇବାକୁ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ ହୋଇଛି । +୩ରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କଠାରୁ କଲେଜର ପିଅନ ଓ କିରାଣି ଲାଞ୍ଚ ନେଉଥିବାର ପ୍ରମାଣ ଭାଇରାଲ ହୋଇଥିବା ଭିଡିଓରେ ରହିଛି। ଏହାପରେ ପଦକ୍ଷେପ ସ୍ୱରୂପ…

ଦିଲ୍ଲୀ: ଉତ୍ତମ ପ୍ଳାଷ୍ଟିକ ପରିଚାଳନା ପାଇଁ ଜାତୀୟସ୍ତରରେ ପୁରୀକୁ କରାଗଲା ପୁରସ୍କୃତ

ପୁରୀ(କେନ୍ୟୁଜ୍): ଉତ୍ତମ ପ୍ଳାଷ୍ଟିକ ପରିଚାଳନା ବ୍ୟବସ୍ଥା ନିମନ୍ତେ ଜାତୀୟ ସ୍ତରରେ ପୁରୀକୁ ପୁରସ୍କାର ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଓ ସ୍ୱଚ୍ଛ ଗ୍ରାମୀଣ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଜିଲ୍ଲାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସହରରେ ପ୍ଳାଷ୍ଟିକ…

ନାଗରିକତା ସଂଶୋଧନ ଆଇନକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମର୍ଥନ, କହିଲେ ଜାତିସଂଘରେ ସ୍ୱତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା…

କେନ୍ୟୁଜ୍(ବ୍ୟୁରୋ): ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଜାରି ରହିଥିବା ଦ୍ୱିମତ ମଧ୍ୟରେ ପୁରୀ ଶଙ୍କରାଚାର୍ଯ୍ୟ ଏହାକୁ ସମର୍ଥନ କରିଛନ୍ତି । ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ପ୍ରତିକ୍ରିୟା ଦେଇ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ଦାବି କରିଛନ୍ତି ।…

ଖାକିରେ କଳଙ୍କର ଛିଟା, ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ASI ଚିତ୍ତ ରଞ୍ଜନ ଦାସ ଅଟକ

ପୁରୀ(କେନ୍ୟୁଜ୍):ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ASI ଚିତ୍ତ ରଞ୍ଜନ ଦାସଙ୍କୁ ପିପିଲି ପୋଲିସ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଘଟଣା ନେଇ ପୀଡ଼ିତାଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଡାକ୍ତରୀ ମାଇନା ପାଇଁ…

ନୂଆ ବର୍ଷରେ ଶ୍ରୀକ୍ଷେତ୍ରରେ ଫୁଟିଲା ବୋମା,୫ଆହତ

ପୁରୀ(କେନ୍ୟୁଜ୍): ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ଫୁଟିଛି ବୋମା।  ଷଣ୍ଢପୁର ଅଞ୍ଚଳରେ ଜମିଜମା ବିବାଦକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବୋମାମଡ ହୋଇଛି। ଘଟଣା ସ୍ଥଳରୁ ୫୦ ରୁ ଅଧିକ ବୋମ ଜବତ ହୋଇଛି । ଏଥିରେ ୫ ଜଣ ଆହତ ହୋଇଥିବାର ସୂଚନା ମିଳିଛି। । ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି…

ଲୋକାର୍ପିତ ହେଲା ପୁରୀ ଶ୍ରୀଜଗନ୍ନାଥ ହେରିଟେଜ କରିଡର ଡ୍ରାଫ୍ଟ ଆର୍କିଟେକ୍ଚରାଲ ପ୍ଲାନ, ମୁଖ୍ୟମନ୍ତ୍ରୀ କଲେ…

ପୁରୀ ଶ୍ରୀଜଗନ୍ନାଥ ହେରିଟେଜ କରିଡର ଡ୍ରାଫ୍ଟ ଆର୍କିଟେକ୍ଚରାଲ ପ୍ଲାନ ଲୋକାର୍ପିତ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତବିଶେଷ ଜମି ଦେଇଛନ୍ତି…

ଶ୍ରୀକ୍ଷେତ୍ରରେ ନୂଆବର୍ଷ ସୁରକ୍ଷା କଡ଼ାକଡ଼ି, ମୁତୟନ ରହିବେ ୬୫ ପ୍ଲାଟୁନ୍‌ ଫୋର୍ସ

ପୁରୀ(କେନ୍ୟୁଜ୍): ଦିନେ ପରେ ନୂଆବର୍ଷ । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ସମ୍ଭାବନା ରହିଛି । ଏଥିପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ରହିବେ ୬୫ ପ୍ଲାଟୁନ୍‌ ପୋଲିସ ଫୋର୍ସ । ସୁବାସ ବୋଷ ଛକରୁ…

ପୁରୀ ଜିଲ୍ଲାରେ ଫନି ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯିବ ବାତ୍ୟା ପ୍ରତିରୋଧକ ବାସ ଗୃହ, ଏଥିପାଇଁ କରାଗଲା ଭୂମି ପୂଜନ

ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଲାରେ ଫନି ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯିବ ବାତ୍ୟା ପ୍ରତିରୋଧକ ବାସ ଗୃହ । ଏଥିପାଇଁ ଭୂମି ପୂଜନ କରାଯାଇଛି । ସଦର ବ୍ଳକ୍‌ ଗୋପାଳପୁର ବଡ ଭୋଇ ସାହିରେ ଭୂମିପୂଜନ ହୋଇଛି । ପୁରୀ ଜିଲ୍ଲାପାଳ, L &T ମୁଖ୍ୟ କାର୍ଯ୍ୟ ନିର୍ବାହୀ, ବଡ ଭୋଇ ସାହି ଗାଁକୁ…

ଉତ୍ତରପ୍ରଦେଶରେ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା, ବିରୋଧ କଲା ଶ୍ରୀଜଗନ୍ନାଥ ସେନା

ପୁରୀ(କେନ୍ୟୁଜ୍): ଇସ୍କନ ପରେ ଡିସେମ୍ବର ୨୯ରେ ହେବାକୁ ଯାଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଏହାଛଡ଼ା ଉତ୍ତରପ୍ରଦେଶ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଣ୍ରୀମନ୍ଦିର ପ୍ରଶାସନ ନୀତି ପ୍ରଶାସକଙ୍କୁ ଦାବିପତ୍ର…

ପୁରୀ: ମୁହଁ ଖୋଲିଲେ ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭୁଯୁକ୍ତ ଜିତେନ୍ଦ୍ର ସେଠୀର ଦ୍ବିତୀୟ ସ୍ତ୍ରୀ, କହିଲେ…

ପୁରୀ(କେନ୍ୟୁଜ୍):  ପୁରୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର ସେଠୀର ଦ୍ୱିତୀୟ ପତ୍ନୀ ମୁହଁ ଖୋଲିଛନ୍ତି । କହିଛନ୍ତି, ଜିତେନ୍ଦ୍ର ଭଳି ଜଣେ ଅପରାଧୀକୁ ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ । ସେ ମୋ ସହ ମଧ୍ୟ ଏଭଳି ବ୍ୟବହାର…