Browsing Tag

railway

ରେଲୱେରେ ଅନେକ ପଦବୀରେ ନିଯୁକ୍ତି ଜାରି, କେବଳ ଇଣ୍ଟରଭ୍ଯୁ ମାଧ୍ଯମରେ ହେବ ଚୟନ

ରେଲୱେରେ ଚାକିରି ପାଇଁ ଆଶା ରଖିଥିବା ପାର୍ଥୀଙ୍କ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ ଇଷ୍ଟର୍ଣ୍ଣ ରେଲୱେର ହାୱଡା ଡିଭିଜନ ସ୍ଥିତ ଅର୍ଥୋପେଡିକ୍ ହସ୍ପିଟାଲରେ କଣ୍ଟ୍ରାକ୍ଟ ମେଡିକାଲ ପ୍ରୋକ୍ଟିସନର ଏବଂ ନର୍ସିଂ ସୁପରିଟେଣ୍ଡେଣ୍ଟ ପଦବୀରେ ନିଯୁକ୍ତି ନେଇ…

ସ୍ନାତ୍ତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବିନା ପରୀକ୍ଷାରେ ପାଇପାରିବେ ରେଲୱେରେ ନିଯୁକ୍ତି

ଇଷ୍ଟକୋଷ୍ଟ ରେଲୱେର ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ ପାରାମେଡିକାଲ ଷ୍ଟାଫ, ଫାର୍ମାସିଷ୍ଟ, ହସ୍ପିଟାଲ ଆଟେଣ୍ଡାଣ୍ଟ ଏବଂ କଣ୍ଟ୍ରାକ୍ଟ ପ୍ରୋକ୍ଟିସନର ପଦବୀରେ ନିଯୁକ୍ତି ପାଇଁ ସୂଚନା ଜାରି କରାଯାଇଛି। ଇଛୁକ ଆବେଦନକାରୀ ଏହି ପଦବୀରେ ଆବଦେନ କରିବାକୁ…

ମାଲ ପରିବହନରେ ପୂର୍ବତଟ ରେଳବାଇର ରେକର୍ଡ, ସାରା ଦେଶରେ ଅଧିକାର କଲା ୧ନମ୍ବର ସ୍ଥାନ

କେନ୍ୟୁଜ(ବ୍ୟୁରୋ): ମାଲ ପରିବହନରେ ପୂର୍ବତଟ ରେଳବାଇର ରେକର୍ଡ । ୨୦୧୯-୨୦ ଆର୍ଥିକ ବର୍ଷରେ ୨ଶହ ନିୟୁତ ଟନ୍‌ ପଣ୍ୟ କାରବାର ହୋଇଛି । ଏଥିସହ ସବୁ ରେଳବାଇ ମଧ୍ୟରେ ମାଲ ପରିବହନ, ମାଲ ମହାସୁଲ ଆଦାୟ କ୍ଷେତ୍ରରେ ପୂର୍ବତଟ ରେଳବାଇ ଏକ ନମ୍ବର ସ୍ଥାନ ଅଧିକାର କରିଛି । ଗତ ଆର୍ଥିକ ବର୍ଷରେ…

ଭାରତୀୟ ରେଲୱେର ମଡର୍ନ ଟଏଲେଟ୍‌, ପ୍ରତିବର୍ଷ ସଞ୍ଚୟ କରିବ ୪ ଲକ୍ଷ ଲିଟର ପାଣି, ସୋସିଆଲ ମିଡିଆରେ ଘୂରିବୁଲୁଛି ଫଟୋ

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ମରିନ୍‌ ଲାଇନ୍‌ ରେଲୱେ ଷ୍ଟେଶନରେ ମଡର୍ନ ଟଏଲେଟ୍‌ ନିର୍ମାଣ କରାଯାଇଛି। ପ୍ଲାଟ୍‌ଫର୍ମ ନମ୍ବର ୧ରେ ତିଆରି କରାଯାଇଥିବା ଏହି ଟଏଲେଟ୍‌ରେ ପାଣି ଫୁଆରା ଛାଡ଼ୁଥିବା ନଳ ଲଗାଯାଇଛି। ଏହାଦ୍ୱାରା ପାଣିକୁ ସଞ୍ଚୟ କରାଯାଇପାରିବ। ନିକଟରେ ରେଲୱେ ସୋସିଆଲ ମିଡିଆରେ…

ଟ୍ରେନ୍‌ରେ ବିନା ଟିକେଟ୍‌ରେ ଗଲେ ବି ଧରିବନି ପୋଲିସ୍‌, କିନ୍ତୁ !

ଭୁବନେଶ୍ୱର (କେ ନ୍ୟୁଜ୍‌) : ବିଭିନ୍ନ କ୍ଷେତ୍ରରେ ଆମେ କାମ କଲା ବେଳେ ଅନେକ ବ୍ୟବସ୍ଥା ପ୍ରତି ଆମର ନଜର ନଥାଏ । ତେଣୁ ସେ ସରକାରୀ ହେଉ କି ବେସରକାରୀ କ୍ଷେତ୍ର, ଆମେ ଠକି ଯାଉ କେବଳ ଆମ ଅଜ୍ଞତା ପାଇଁ । ଆଜି ଆପଣଙ୍କୁ ଆମେ ଜଣାଇବୁ ଟ୍ରେନ୍‌ରେ ଯାତ୍ରା କଲା ବେଳେ କି କି ସୁବିଧା ରହିଛି,…

ଗୁରୁତର ରୋଗୀଙ୍କୁ ରେଳ ଯାତ୍ରାରେ ମିଳୁଛି 75 ପ୍ରତିଶତ ପର୍ଯ୍ୟନ୍ତ ରିହାତି!

ଭାରତୀୟ ରେଲେଓ୍ଵ କିଛି ସ୍ୱତନ୍ତ୍ର ଲୋକଙ୍କ ପାଇଁ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିବା ଉପରେ ୭୫ ପ୍ରତିଶତ ପଯ୍ୟର୍ନ୍ତ ରିହାତି ଦେଉଛି। ଏହି ବିଶେଷ ବର୍ଗରେ ବୃଦ୍ଧ ବ୍ୟକ୍ତି ଏବଂ ଦିବ୍ୟାଙ୍ଗଙ୍କ ବ୍ୟତୀତ କିଛି ଖାସ୍‌ ରୋଗୀ ମଧ୍ୟ ସାମିଲ ଅଛନ୍ତି। ରୋଗୀମାନେ ଯେପରି ଚିକିତ୍ସା ପାଇଁ ଗୋଟିଏ ସହରରୁ…

ଏବେ ଟ୍ରେନରେ ଉପଲବ୍ଧ ହେବ ସାତ୍ତ୍ୱିକ ଭୋଜନ

ଶାରଦୀୟ ନବରାତ୍ର ଆରମ୍ଭ ହୋଇଗଲାଣି । ଏହି ସମୟରେ ବହୁ ଲୋକ ଉପବାସ ରଖିଥାନ୍ତି ବା କେବଳ ସାତ୍ତ୍ୱିକ ଭୋଜନ କରିଥାନ୍ତି । ଏହି ସମୟରେ ଯଦି କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡେ ତେବେ ବେଶୀ ଅସୁବିଧା ଭୋଜନକୁ ନେଇ ହୋଇଥାଏ । ଯଦିବା କେଉଁ ଠାକୁ ଯିବାକୁ ପଡେ ତେବେ ବ୍ରତ ଧାରୀ ମାନେ ଘରୁ ନିଜ…

ଏପରି ଏକ ଦେଶ, ଯେଉଁଠାରେ ଟ୍ରେନ ଚଲାଇବା ଠାରୁ ଟିକେଟ କାଟିବା କାମ କରୁଛନ୍ତି ପିଲା

ସମସ୍ତ ଦେଶରେ ଯାତାୟାତ କରିବା ପାଇଁ ରେଲୱେ ସବୁଠାରୁ ସୁଗମ ଏବଂ ମହତ୍ତ୍ୱପୂର୍ଣ୍ଣ ସାଧନ। ରେଳବାଇରେ ଚାକିରି କରିବା ପାଇଁ ମଧ୍ୟ ବିଭିନ୍ନ ପରୀକ୍ଷା ଦେବା ସହ ବୟସ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଥାଏ। କିନ୍ତୁ ଏପରି ଏକ ଦେଶ ରହିଛି, ଯେଉଁଠାରେ ସମଗ୍ର ରେଳବାଇର ଦାୟିତ୍ୱ ପିଲାମାନଙ୍କ ଉପରେ…

ପ୍ରଥମ ଥର ରେଳ ଟିକଟ୍‌ରେ ସ୍ଥାନ ପାଇବ ଓଡ଼ିଆ ଭାଷା

କେନ୍ୟୁଜ୍: ପ୍ରଥମ ଥର ପାଇଁ ରେଳ ଟିକଟ୍‌ରେ ସ୍ଥାନ ପାଇବ ଓଡ଼ିଆ ଭାଷା । ଆଜିଠାରୁ ବିଧିବଦ୍ଧ ଭାବେ ରାଜ୍ୟର ୩୧୭ଟି ରେଳ ଷ୍ଟେସନରେ ଓଡ଼ିଆ ଭାଷାରେ ଲେଖା ହୋଇଥିବା ଟିକଟ୍‌ ମିଳିବ । ଇଂରାଜୀ ଓ ହିନ୍ଦି ସହିତ ଓଡ଼ିଆ ଭାଷାରେ ଟ୍ରେନ୍‌ ଛାଡିବା ଓ ଟ୍ରେନ୍‌ ରହିବା ସ୍ଥାନ ଉଲ୍ଲେଖ ରହିବ । ଓଡ଼ିଆ…

ଭାରତୀୟ ରେଲୱେ ୩ ଲକ୍ଷ କର୍ମଚାରୀଙ୍କୁ କରିବ ଛଟେଇ, ଜାଣନ୍ତୁ କାହାର ଯିବ ଚାକିରି . . .

ଏବେ କର୍ମସ୍ଥଳରେ ସଠିକ୍ ଭାବେ କର୍ତ୍ତବ୍ଯ କରୁନଥିବା କର୍ମଚାରୀଙ୍କୁ ତଡିବା ପାଇଁ ଯୋଜନା କରୁଛି ରେଳବାଇ। ଭାରତୀୟ ରେଳବାଇ ପକ୍ଷରୁ ସବୁ ଜୋନାଲ ଅଫିସକୁ ଉକ୍ତ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ରେଲବାଇ…

ଭାରତୀୟ ରେଲୱେ: ଏଣିକି ଫିଙ୍ଗର ପ୍ରିଣ୍ଟ ଜରିଆରେ ସହଜରେ ମିଳିବ ଜେନେରାଲ କ୍ଲାସ୍ ଟିକେଟ, ଜାଣନ୍ତୁ ଆଉ କେଉଁ ଟ୍ରେନରେ…

ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଟିକେଟକୁ ନେଇ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି, ଯେଉଁଥିରେ ଯାତ୍ରୀଙ୍କୁ ସହଜରେ ମିଳିଯିବ ଟ୍ରେନ୍ ସିଟ୍। ଟିକେଟ ପାଇଁ ରେଲୱେ ପ୍ରଥମ ଥର ଲାଗି ବାୟୋମେଟ୍ରିକ୍ ସିଷ୍ଟମ୍ ବ୍ୟବହାର କରିବ, ଯଦ୍ଦ୍ବାରା ପ୍ଲାଟଫର୍ମରୁ ଟିକେଟ ନେବା ଏବଂ…

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ନେଇ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ, ରେଳମନ୍ତ୍ରୀ ରଖିଲେ ଉତ୍ତର

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ନେଇ ଲୋକସଭାରେ କନ୍ଧମାଳ ସାଂସଦ ଡକ୍ଚର ଅଚ୍ୟୁତ ସାମନ୍ତ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇ ଜୁଲାଇ ୧୭ ତାରିଖରେ ରେଳମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା- ବଲାଙ୍ଗିର ରେଳ ଲାଇନ୍‌ର ଖୋର୍ଦ୍ଧା ରୋଡ଼ଠାରୁ ନୟାଗଡ଼ ପର୍ଯ୍ୟନ୍ତ ୬୫.୩୮…