Below header
Browsing Tag

rajinikanth

ସାରା ବିଶ୍ୱର ୧୧୦୦ଟି ହଲ୍‌ରେ ରିଲିଜ୍‌ ହେବ ରଜନୀକାନ୍ତଙ୍କ ଫିଲ୍ମ ‘ଅନ୍ନାଥେ’, ଭାଙ୍ଗିବ ସବୁ ରେକର୍ଡ

ସାଉଥ୍‌ ମେଗାଷ୍ଟାର ରଜନୀକାନ୍ତଙ୍କ କ୍ରେଜ୍‌ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ରହିଛି। ଏଣୁ ତାଙ୍କ ଫିଲ୍ମ ଫରେନ୍‌ରେ ମଧ୍ୟ ରିଲିଜ୍‌ ହୋଇଥାଏ। ତେବେ ବର୍ତ୍ତମାନ ଉକ୍ତ ଧାରାକୁ ବଜାୟ ରଖି ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଅନ୍ନାଥେ’ ମଧ୍ୟ ବିଦେଶରେ ରିଲିଜ୍‌ ହେବାକୁ ପ୍ରସ୍ତୁତ ହୋଇଛି।…

ହାର୍ଟ ସର୍ଜରୀ ପରେ ଘରକୁ ଫେରିଲେ ସୁପରଷ୍ଟାର ରଜନୀକାନ୍ତ, ଫଟୋ ସେୟାର କରି ଫ୍ୟାନ୍‌ଙ୍କୁ ଦେଲେ ଖୁସି ଖବର

ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ରଜନୀକାନ୍ତ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ନିଜେ ରଜନୀକାନ୍ତ ହିଁ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି। ରଜନୀକାନ୍ତ ନିଜ ଘର ଭିତରକୁ ଯାଉଥିବା…

ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ହସ୍ପିଟାଲରେ ସୁପରଷ୍ଟାର ରଜନୀକାନ୍ତ। ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରଜନୀକାନ୍ତ। ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ରୁଟିନ୍‌ ଚେକଅପ୍‌ ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ତାଙ୍କୁ ଦାଦା…

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲ୍‌କେ ଆଓ୍ଵାର୍ଡ, ଟ୍ଵିଟ୍‌ କରି ଦେଲେ ସୂଚନା

ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲ୍‌କେ ଆଓ୍ଵାର୍ଡ। ରଜନୀକାନ୍ତଙ୍କୁ ସିନେ ଜଗତର ଏହି ସର୍ବଶ୍ରେଷ୍ଠ ପୁରସ୍କାର ମିଳିବା ନେଇ ସୁପରଷ୍ଟାର ନିଜେ କହିଛନ୍ତି। ଆଜି ଚେନ୍ନାଇ ସ୍ଥିତ ନିଜ ଘର ବାହାରେ ମିଡିଆଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରଜନୀକାନ୍ତ। ଏ ଅବସରରେ…

ରଜନୀକାନ୍ତଙ୍କ ଫ୍ୟାନ୍‌ ଦେଲେ ଛେଳି ବଳି, ରକ୍ତରେ କଲେ ‘Annaatthae’ ପୋଷ୍ଟରର ଅଭିଷେକ

ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ କ୍ରେଜ୍‌ ଦୀର୍ଘ ବର୍ଷ ହେଲାଣି ରହିଛି। ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଭଗବାନଙ୍କ ଭଳି ପୂଜା କରନ୍ତି। ନିକଟରେ ରଜନୀକାନ୍ତଙ୍କ ଅପ୍‌କମିଂ ଫିଲ୍ମ Annaatthae ରେ ତାଙ୍କର ଫାଷ୍ଟଲୁକ୍‌ ରିଲିଜ୍‌ ହୋଇଛି। ଏହି ପୋଷ୍ଟ ଆସିବା ପରେ ଫ୍ୟାନ୍‌ମାନେ ଖୁସିରେ ବିଭୋର…

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ଆଓ୍ଵାର୍ଡ

ରଜନୀଙ୍କୁ ସମ୍ମାନ। ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ୫୧ତମ ଦାଦା ସାହେବ ଫାଲକେ ଆଓ୍ବାର୍ଡ । ଗୁରୁବାର ଦିନ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଏହାକୁ ନେଇ ଘୋଷଣା କରିଛନ୍ତି ।ଏହି ଦାଦା ସାହେବ ଫାଲକେ କୁ ଭାରତୀୟ ସିନେମାରେ ସବୁଠାରୁ ପ୍ରତିଷ୍ଠିତ ପୁରଷ୍କାର…

ରାଜନୈତିକ ଦଳ ଗଢିବେନି ରଜନୀକାନ୍ତ, ସ୍ୱାସ୍ଥ୍ୟଗତ କାରଣରୁ ନେଲେ ଏଭଳି ନିଷ୍ପତ୍ତି

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ରାଜନୈତିକ ଦଳ ନ ଗଢିବାକୁ ଘୋଷଣା କଲେ ରଜନୀକାନ୍ତ । ରଜନୀକାନ୍ତ କହିଛନ୍ତି ରାଜନୀତିକୁ ପ୍ରବେଶ ନକରି ମଧ୍ୟ ମୁଁ ଜନସେବା କରିପାରିବି । ସେ କହିଛନ୍ତି ଏହି ଅସୁସ୍ଥତାକୁ ମୁଁ ସତର୍କବାଣୀଭାବେ ଗ୍ରହଣ କରିଛି । pic.twitter.com/bUzAYURjdv — Rajinikanth…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରଜନୀକାନ୍ତ, ସପ୍ତାହେ ଯାଏଁ ବିଶ୍ରାମ ନେବାକୁ ଡାକ୍ତରଙ୍କ ପରାମର୍ଶ

ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ। ରବିବାର ସେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ ତରଫରୁ ଜାରି ହୋଇଥିବା ବୁଲେଟିନ୍‌ରେ ସୂଚନା ଦିଆଯାଇଛି। ୩ ଦିନ ତଳେ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ସେ ମେଡିକାଲରେ…

କାଲି ହସ୍ପିଟାଲରେ ଭର୍ତ୍ତି ହେବା ପରେ ଏବେ କେମିତି ଅଛି ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲ ଜାରି କଲା…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ ରକ୍ତଚାପ ଯୋଗୁ ଶୁକ୍ରବାର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଟିକେ ଭଲ ଅଛି ଓ ତାଙ୍କ ରିକଭରି ମଧ୍ୟ ଠିକ୍‌ଭାବେ ହେଉଛି। ଶନିବାର ସକାଳେ ଜାରି ହୋଇଥିବା ମେଡିକାଲ ବୁଲେଟିନ୍‌ରେ ଏହି ସୂଚନା ଦିଆଯାଇଛି।…

ଷ୍ଟେରଲାଇଟ୍‌ ବିରୋଧ ପ୍ରଦର୍ଶନରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ରଜନୀକାନ୍ତ, କୋର୍ଟରେ ହାଜର ହେବାକୁ ସମନ୍‌

ରଜନୀକାନ୍ତଙ୍କୁ ସମନ୍‌। ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ ନିଜ ବୟାନ ଯୋଗୁ ବିବାଦ ମଧ୍ୟକୁ ଟାଣି ହୋଇଛନ୍ତି। ଷ୍ଟେରଲାଇଟ୍‌ ଫ୍ୟାକ୍ଟ୍ରିର ବିରୋଧ ପ୍ରଦର୍ଶନ ମାମଲାରେ ବିବାଦୀୟ ବୟାନ ଦେଇଥିବାରୁ କୋର୍ଟ ରଜନୀକାନ୍ତଙ୍କୁ ସମନ ପଠାଇଛନ୍ତି। ଏଥିସହ ଜାନୁଆରୀରେ ପଚରାଉଚରା ପାଇଁ ହାଜର…

ଡିସେମ୍ବର ୩୧ରେ ନିଜ ରାଜନୈତିକ ଦଳର ଘୋଷଣା କରିବେ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଜାନୁଆରୀରେ ହେବ ଲଞ୍ଚ

ଶେଷରେ ନିଜ ରାଜନୈତିକ ଦଳର ସସପେନ୍ସ ଉପରୁ ପରଦା ଉଠାଇଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତ। ଚଳିତବର୍ଷ ଡିସେମ୍ବର ୩୧ ତାରିଖରେ ରଜନୀକାନ୍ତ ନିଜ ରାଜନୈତିକ ଦଳର ଘୋଷଣା କରିବେ ଓ ଆସନ୍ତା ବର୍ଷ ଜାନୁଆରୀରେ ଏହାକୁ ଲଞ୍ଚ କରିବେ। ଏନେଇ ରଜନୀକାନ୍ତ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।…

ରଜନୀକାନ୍ତଙ୍କ କରୋନା ସତର୍କତା ଭିଡିଓକୁ ହଟାଇଲା ଟ୍ଵିଟର, ଅସନ୍ତୋଷବ୍ୟକ୍ତ କରି ଫ୍ୟାନ୍‌ କରୁଛନ୍ତି ଏଭଳି କାମ

କରୋନା ଭାଇରସ୍‌ର ସଂକ୍ରମଣର ପ୍ରଭାବ କମ୍‌ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲର ସମର୍ଥନ କରିଥିବା ମେଗା ଷ୍ଟାର ରଜନୀକାନ୍ତଙ୍କ ଭିଡିଓକୁ ଟ୍ଵିଟର ହଟାଇ ଦେଇଛି। ଏନେଇ ଜଣାପଡ଼ିବା ପରେ ଭାରତରେ #ShameOnTwitterIndia ଟ୍ରେଣ୍ଡ କରୁଛି। ଶନିବାର ଦିନ ରଜନୀକାନ୍ତ…