Browsing Tag

ram mandir

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟ ଘୋଷଣା, ୨୨ ଜାନୁଆରୀ ଦିନ ୧୨.୨୦ ମିନିଟରେ ହେବ ଆୟୋଜନ

ଅଯୋଧ୍ୟା ରାମ ମନ୍ଦିର ୨୦୨୪ ଜାନୁଆରୀ ୨୨ରେ ଉଦଘାଟନ ହେବ । ୨୨ ତାରିଖ ଦିନ ୧୨ଟା ୩୦ରୁ ୧ଟା ମଧ୍ୟରେ ହେବ ଉଦଘାଟନ କାର୍ଯ୍ୟକ୍ରମ । ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାଣ ପ୍ରତିଷ୍ଠା ହେବାର ଗୋଟେ ସପ୍ତାହ ପୂର୍ବରୁ ପୂଜା ଆରମ୍ଭ ହେବ । ତେବେ ପ୍ରାଣ ପ୍ରତିଷ୍ଠା ହେବାର…

ରାମନଗରୀରେ ଆଜି ଦୀପୋତ୍ସବ, ଏକାସାଙ୍ଗରେ ୨୪ ଲକ୍ଷ ଦୀପ ଜଳି ବିଶ୍ବ ରେକର୍ଡ ହେବ

ଆଜି ଅଯୋଧ୍ୟାରେ ୨୫ ଲକ୍ଷ ଦୀପ ଜଳି ରେକର୍ଡ ହେବ । ଦୀପୋତ୍ସବରେ ଆଜି ପୁଣି ଥରେ ରାମନଗରୀ ଅଯୋଧ୍ୟାରେ ନୂଆ ରେକର୍ଡ ହେବ । ଆଜି ୫୧ଟି ଘାଟରେ ଏକାଠି ଜଳିବ ୨୪ ଲକ୍ଷ ଦୀପ । ଯାହାକି ଏକ ବିଶ୍ବରେକର୍ଡ । ଗତ ୬ ବର୍ଷ ହେଲାଣି ଅଯୋଧ୍ୟାରେ ଦୀପୋତ୍ସବ ବିଶ୍ୱ ରେକର୍ଡ କରୁଛି । ପ୍ରତିବର୍ଷ ନିଜର…

୧୧ କିଲୋ ସୁନା ଏବଂ ୧୦୧ ହୀରାର ମୁକୁଟ ରାମଲାଲାଙ୍କୁ ଦାନ କରିବାକୁ ଚାହୁଁଛି ସୁକେଶ ଚନ୍ଦ୍ରଶେଖର, ଜେଲରୁ ପଠାଇଲା ଚିଠି

ଦିଲ୍ଲୀ ଜେଲରେ ସଜା କାଟୁଥିବା ସୁକେଶ ଚନ୍ଦ୍ରଶେଖର ପୁଣି ଏକ ନୂଆ ଇଚ୍ଛା ଜାହିର କରିଛନ୍ତି । ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ପାଇଁ ୧୧ କିଲୋ ସୁନା ଏବଂ ୧୦୧ ହୀରା ଖଚିତ ମୁକୁଟ ଦାନ କରିବାକୁ ଇଚ୍ଛା ରଖିଛି ସୁକେଶ । ଏଥିପାଇଁ ଜେଲରୁ ଏକ ଚିଠି ଲେଖି ମୂର୍ତ୍ତି ଦାନ କରିବା…

ବହୁ ପ୍ରତୀକ୍ଷାର ଅନ୍ତ, ଜାନୁଆରୀ ୨୨ତାରିଖରେ ଅଯୋଧ୍ୟା ରାମ ମନ୍ଦିର ହେବ ପ୍ରତିଷ୍ଠା

କେନ୍ୟୁଜ୍(ବ୍ୟୁରୋ):  ଜାନୁଆରୀ ୨୨ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା। ଉତ୍ତର ପ୍ରଦେଶ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ଗର୍ଭ ଗୃହରେ ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ସ୍ଥାପନା ହେବ। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ସ୍ଥଳରୁ ଖନନ ବେଳେ ମିଳିଲା ପ୍ରାଚୀନ ମୂର୍ତ୍ତି ଓ ସ୍ତମ୍ଭ; ସୂଚନା ଦେଲା ମନ୍ଦିର…

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହେବାକୁ ବସିଛି । ମନ୍ଦିର ନିର୍ମାଣ ସ୍ଥଳରେ ଖନନ ବେଳେ ସେଠାରୁ ପ୍ରାଚୀନ ମନ୍ଦିରର କିଛି ଅବଶେଷ ମିଳିଛି, ଯେଉଁଥିରେ କେତେକ ପ୍ରାଚୀନ ମୂର୍ତ୍ତି ଏବଂ ସ୍ତମ୍ଭ ଦେଖିବାକୁ ମିଳିଛି । ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ…

‘ପୁଣିଥରେ ଘଟିପାରେ ଗୋଧ୍ରା ଭଳି କାଣ୍ଡ’, ଅଯୋଧ୍ୟା ରାମ ମନ୍ଦିର ଉଦ୍‌ଘାଟନକୁ ନେଇ ବିବାଦୀୟ ବୟାନ ଦେଲେ ଉଦ୍ଧବ…

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପୁଣିଥରେ ଗୋଧ୍ରା ଭଳି କାଣ୍ଡ ଘଟିପାରେ। ଠାକରେ ଦାବି କରିଛନ୍ତି, ରାମ ମନ୍ଦିରର ଉଦ୍‌ଘାଟନୀ ସମାରୋହ ପାଇଁ ସାରା ଦେଶରୁ ବହୁ ସଂଖ୍ୟାରେ ଲୋକେ ଉତ୍ତର ପ୍ରଦେଶର…

ଅଯୋଧ୍ୟା ରାମ ମନ୍ଦିରର ସମ୍ମୁଖ ପାର୍ଶ୍ୱର ପ୍ରଥମ ଫଟୋ ଜାରି, ୨୦୨୪ ଜାନୁୟାରୀ ସୁଦ୍ଧା ଉଦ୍‌ଘାଟନ

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମନ୍ଦିରର ଭୂତଳ କାମ ପ୍ରାୟତଃ ସମାପ୍ତ ହୋଇଗଲାଣି। ଏହାସହିତ ପ୍ରଥମ ତାଲା ପାଇଁ ୧୦ ଫୁଟ୍‌ର ପିଲର୍‌ ବି ପ୍ରସ୍ତୁତ ହୋଇଯାଇଛି। ଏବେ ମନ୍ଦିର ଟ୍ରଷ୍ଟ୍‍ ତରଫରୁ ନିର୍ମାଣ କାର୍ଯ୍ୟର ଏକ ଫଟୋ ଜାରି…

ଜଳ, ସ୍ଥଳ, ଏବଂ ଆକାଶ ତିନି ପାର୍ଶ୍ୱରୁ ସୁରକ୍ଷିତ ହେବ ରାମ ମନ୍ଦିର, ସୁରକ୍ଷା ଯୋଜନାରେ ଖର୍ଚ୍ଚ ହେବ ୩୮ କୋଟି ଟଙ୍କା

ଶ୍ରୀରାମ ମନ୍ଦିରର ସୁରକ୍ଷା ଯୋଜନାକୁ ନେଇ ଚାଲିଛି ପ୍ରସ୍ତୁତି । ଏହି ଯୋଜନାରେ ପାଖାପାଖି ୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପାଣ୍ଠିକୁ ଅନୁମୋଦନ କରାଯାଇଛି ଏବଂ ନିର୍ମାଣର ସମସ୍ତ ଦାୟିତ୍ୱ ୟୁପି ନିର୍ମାଣ ନିଗମକୁ ହସ୍ତାନ୍ତର କରାଯାଇଛି । ତେବେ ଆସନ୍ତା କିଛି ଦିନ ମଧ୍ୟରେ ଏହାର ଡିପିଆର…

ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନର ତାରିଖ ସ୍ଥିର, ଜାନୁୟାରୀ ୨୨ରେ ହେବ ପ୍ରଭୁଙ୍କର ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଉଦ୍‌ଘାଟନ ପାଇଁ ଶୁଭ ମୁହୂର୍ତ୍ତ ଆସିଛି। ଏଥିପାଇଁ ୨୦୨୪ ଜାନୁଆରୀ ୨୨ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ। ମନ୍ଦିରର ଗର୍ଭଗୃହରେ ପ୍ରଭୁ…

ରାମ ମନ୍ଦିର ପାଇଁ ୧ କୋଟି ଦେଇଥିବା ମହନ୍ତଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ଯଜ୍ଞ ଆୟୋଜନ ପାଇଁ କରୁଥିଲେ ପ୍ରସ୍ତୁତି

ମଧ୍ୟ ପ୍ରଦେଶର ନରସିଂହପୁରରୁ ସୋମବାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ମହନ୍ତ କନକ ବିହାରୀ ଦାସ ମହାରାଜଙ୍କ ମୃତ୍ୟୁ ଘଟିଛି। ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କାର ଡିଭାଇଡର୍ ସହ ଧକ୍କା ହୋଇ ଓଲଟି ପଡ଼ିଥିଲା।…

ଅଯୋଧ୍ୟା ରାମ ମନ୍ଦିରରେ ଏହି ଦିନ ସ୍ଥାପନ ହେବ ମୂର୍ତ୍ତି ଓ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ; ୭୦ ପ୍ରତିଶତ କାମ…

ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ବହୁତ ଦ୍ରୁତ ଗତିରେ ଆଗେଇ ଚାଲିଛି। ମନ୍ଦିରର ୭୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇ ସାରିଛି। ଏହାରି ଭିତରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ…

ଅଯୋଧ୍ୟା ରାମ ମନ୍ଦିର ପାଇଁ ପ୍ରତିମା ନିର୍ମାଣ କରି ପାରନ୍ତି ଓଡ଼ିଶା ଶିଳ୍ପୀ

ଭୁବନେଶ୍ୱର : ଅଯୋଧ୍ୟାର ପ୍ରସିଦ୍ଧ ରାମ ମନ୍ଦିର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆସନ୍ତା ବର୍ଷ ବା ୨୦୨୪ ଜାନୁଆରୀ ମାସରେ ଏହାର ପ୍ରତିଷ୍ଠା ଉତ୍ସବ ପାଳନ ନେଇ ସେ ଆଶାବାଦୀ ଅଛନ୍ତି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି । ତେଣୁ ମନ୍ଦିରରେ ପ୍ରତିମା…