Browsing Tag

ranji trophy

‘କୋହଲିଙ୍କୁ ବୋଲିଂ ଦିଅ’… ଅରୁଣ ଜେଟଲୀ ଷ୍ଟାଡିୟମରେ ଚିତ୍କାର କଲେ ଫ୍ୟାନ୍ସ

ବିରାଟ କୋହଲି ରଣଜୀ ଟ୍ରଫି ୨୦୨୫ ପାଇଁ ଦିଲ୍ଲୀ ଟିମରେ ଖେଳୁଛନ୍ତି । ଦିଲ୍ଲୀ ଟିମ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ ରେଲୱେ ବିପକ୍ଷରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳୁଛି । ଏହି ମ୍ୟାଚରେ ଦୀର୍ଘ ୧୨ ବର୍ଷ ପରେ ବିରାଟ କୋହଲିଙ୍କୁ ରଣଜୀ ଟ୍ରଫିରେ ଦେଖିବାକୁ ମିଳିଛି ।…

ବିରାଟ କୋହଲିଙ୍କୁ ଦେଖିବା ପାଇଁ ପାଗଳ ହେଲେ ଦିଲ୍ଲୀ ଫ୍ୟାନ୍ସ, ଷ୍ଟାଡିୟମରେ ପଶିବା ବେଳେ ମାରପିଟ, ୩ ଆହତ

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ୧୩ ବର୍ଷ ପରେ ରଣଜୀ ଟ୍ରଫି ଖେଳିବେ । କୋହଲି ଦିଲ୍ଲୀ ଟିମ ପାଇଁ ଖେଳୁଛନ୍ତି । ଆଜି ଦିଲ୍ଲୀ ଏବଂ ରେଲୱେ ମଧ୍ୟରେ ମ୍ୟାଚ ଖେଳାଯିବ । ତେବେ ଏତେ ଦିନ ପରେ ବିରାଟ ଫେରିଥିବାରୁ ତାଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ଭିଡ ଜମିଛି । ଏହି ମ୍ୟାଚରେ ଦିଲ୍ଲୀ…

ରଣଜୀ ପାଇଁ ଦିଲ୍ଲୀ ପହଞ୍ଚିଲେ ବିରାଟ କୋହଲି, ବଢିଲା ସୁରକ୍ଷା, ସାଥି ଖେଳାଳିଙ୍କ ସହିତ କଲେ ମସ୍ତି

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ରଣଜୀ ଟ୍ରଫି ଖେଳିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ଅଭ୍ୟାସ ମ୍ୟାଚ ଖେଳିବା ପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ପହଞ୍ଚିଛନ୍ତି କୋହଲି । ଏହି ମ୍ୟାଚକୁ ଦର୍ଶକ ଫ୍ରିରେ ଦେଖିପାରିବେ । ତେଣୁ ବିରାଟଙ୍କ ପାଇଁ ସୁରକ୍ଷା ବଢାଇ ଦିଆଯାଇଛି ।…

ରୋହିତ ଶର୍ମାଙ୍କ ସୁରକ୍ଷାରେ ତ୍ରୁଟି, ରଣଜୀ ମ୍ୟାଚ୍ ବେଳେ ରୋହିତଙ୍କ ନିକଟରେ ଦୌଡି ଆସିଲେ ଯୁବକ

ମୁମ୍ବାଇ ଏବଂ ଜମ୍ମୁ ମଧ୍ୟରେ ରଣଜୀ ଟ୍ରଫି ୨୦୨୫ର ଏକ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଜମ୍ମୁ ମୁମ୍ବାଇକୁ ହରାଇ ଦେଇଥିଲା । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମୁମ୍ବାଇ ପାଇଁ ମ୍ୟାଚ ଖେଳୁଥିଲେ । କିନ୍ତୁ ଏହି ମ୍ୟାଚରେ କିଛି ଖାସ୍ କରିପାରିନଥିଲେ । ହେଲେ ଏହି ମ୍ୟାଚରେ ରୋହିତଙ୍କ…

ରଣଜୀ ଟ୍ରଫିରେ ବି ଫେଲ୍ ମାରିଲେ ରୋହିତ ଶର୍ମା, ଯଶସ୍ବୀ ଜୟସୱାଲ ବି ଫ୍ଲପ୍

ଟିମ ଇଣ୍ଡିଆର ଟେଷ୍ଟ ଏବଂ ଦିନିକିଆ ଟିମର ଅଧିନାୟକ ରୋହିତ ଶର୍ମା ୧୦ ବର୍ଷ ପରେ ରଣଜୀ ଟ୍ରଫିକୁ ଫେରିଛନ୍ତି । ମୁମ୍ବାଇ ଟିମ ପକ୍ଷରୁ ରୋହିତ ଖେଳୁଛନ୍ତି । ମୁମ୍ବାଇର ବିକେସି ମଇଦାନରେ ଜମ୍ମୁ କଶ୍ମୀର ବିପକ୍ଷରେ ଖେଳିବାକୁ ଓହ୍ଲାଇଥିଲେ ରୋହିତ ଶର୍ମା । ଏହି ମ୍ୟାଚରେ ସମସ୍ତଙ୍କ ନଜର ରୋହିତ…

ବିରାଟ କୋହଲି ଖେଳିବେନି ରଣଜୀ ମ୍ୟାଚ୍, ବେକ ସମସ୍ୟାରୁ ହୋଇନାହାନ୍ତି ସୁସ୍ଥ

ବିସିସିଆଇର ନୂଆ ନିୟମ ଅନୁଯାୟୀ, ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଘରୋଇ ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହିତ ରଣଜୀ ଟ୍ରଫି ଖେଳିବେ ଅନ୍ୟ ଖେଳାଳି । ଜାନୁଆରୀ ୨୩ରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫିରେ ବିରାଟ କୋହଲି ଖେଳିବେ ବୋଲି ଚର୍ଚ୍ଚା ଚାଲିଥିଲା…

ରଣଜୀ ଟ୍ରଫିକୁ ଫେରୁଛନ୍ତି ବିରାଟ କୋହଲି, ୧୨ ବର୍ଷ ପରେ ଖେଳିବେ ମ୍ୟାଚ

ରଣଜୀ ଟ୍ରଫି ଖେଳିବେ ବିରାଟ କୋହଲି । ଦୀର୍ଘ ୧୨ ବର୍ଷ ପରେ ଭାରତୀୟ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲି ରଣଜୀ ଟିମକୁ ଫେରିଛନ୍ତି । ରଣଜୀ ଟ୍ରଫି ୨୦୨୪-୨୫ ଖେଳିବେ କୋହଲି । ଏହାପୂର୍ବରୁ ବିରାଟ କୋହଲି ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ୨୦୧୨-୧୩ ସିଜିନ ପାଇଁ ଖେଳିଥିଲେ । ଏହାପରେ ରଣଜୀ…

ବିସିସିଆଇର ନିଷ୍ପତ୍ତି, ଟେଷ୍ଟ ଖେଳାଳିଙ୍କ ଭଳି ରଣଜୀ ଖେଳାଳିଙ୍କୁ ମିଳିବ ଇନସେଣ୍ଟିଭ ସ୍କିମ

ରଣଜୀ ଖେଳାଳିଙ୍କୁ ବଡ ଉପହାର ଦେଇଛି ବିସିସିଆଇ । ଟେଷ୍ଟ ଖେଳାଳିଙ୍କ ପରେ ବିସିସିଆଇ ରଣଜୀ ଖେଳାଳିଙ୍କୁ ଉପହାର ଦେଇଛି । ଏହି ଖେଳାଳିମାନଙ୍କୁ ଇନସେଣ୍ଟିଭ ସ୍କିମ ଦେବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ । ରଣଜୀ କ୍ରିକେଟ ପ୍ରତି ଯୁବ ଖେଳାଳିଙ୍କ ଉତ୍ସାହ ବୃଦ୍ଧି କରିବା ସହ ବରିଷ୍ଠ…

ମୁମ୍ବାଇ ୪୨ଥର ପାଇଁ ଜିତିଲା ରଣଜୀ ଟ୍ରଫ, ଫାଇନାଲ୍‌ରେ ବିଦର୍ଭ ୧୬୯ ରନରେ ପରାସ୍ତ

ମୁମ୍ବାଇ : ମୁମ୍ବାଇକୁ ୪୨ତମ ରଣଜୀ ଟ୍ରଫି ଟାଇଟଲ୍‌ । ବିଦର୍ଭକୁ ୧୬୯ ରନରେ ହରାଇ ମୁମ୍ବାଇ ପୁଣି ରଣଜୀ ଟ୍ରଫି ଚାମ୍ପିଅନ୍‌ ହୋଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ବିଦର୍ଭକୁ ମାତ୍‌ ଦେଇ ମୁମ୍ବାଇ ଏକତରଫା ଭାବେ ଫାଇନାଲ ମ୍ୟାଚ୍‌ ଜିତିଛି । ମୁମ୍ବାଇର ଓ୍ଵାଙ୍ଖଡ଼େ ଷ୍ଟାଡିୟମରେ ଖେଳା…

ରଣଜୀ ଟ୍ରଫି ବିଷୟରେ ଆଲୋଚନା କରିବା ମନୋଜ ତିଓ୍ଵାରୀଙ୍କୁ ପଡିଲା ମହଙ୍ଗା, ବିସିସିଆଇ ଲଗାଇଲା ଜରିମାନା

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେବା ପରେ ଜରିମାନା ଦେଇଥିଲେ ଭାରତୀୟ ଟିମର ବ୍ୟାଟର ମନୋଜ ତିଓ୍ଵାରୀ । ରଣଜୀ ଟ୍ରଫି ବିଷୟରେ ଆଲୋଚନା କରିଥିବାରୁ ବିସିସିଆଇ ତାଙ୍କୁ ଜରିମାନା ଲଗାଇଥିଲା । ବିସିସିଆଇ ମନୋଜଙ୍କ ରଣଜୀ ଟ୍ରଫି ମ୍ୟାଚ୍‌ ଫିର ୨୦ % ଜରିମାନା ଲଗାଇଥିଲା । ତିଓ୍ଵାରୀ…

ହିମାଚଳ ପ୍ରଦେଶର ଯୁବ କ୍ରିକେଟର ସିଦ୍ଧାର୍ଥ ଶର୍ମାଙ୍କ ପରଲୋକ, ଗୁଜରାଟ ରଣଜୀ ଟ୍ରଫି ପାଇଁ ଖେଳୁଥିଲେ

ଭାରତୀୟ କ୍ରିକେଟ ଜଗତ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ହିମାଚଳ ପ୍ରଦେଶର ଯୁବ କ୍ରିକେଟର ସିଦ୍ଧାର୍ଥ ଶର୍ମାଙ୍କ ପରଲୋକ ହୋଇଛି । ହିମାଚଳ ପାଇଁ ଗୁଜରାଟ ରଣଜୀ ଟ୍ରଫି ଖେଳିଥିବା ୨୮ ବର୍ଷୀୟ ଯୁବ କ୍ରିକେଟର ସିଦ୍ଧାର୍ଥ ଶର୍ମାଙ୍କ ମୃତ୍ୟୁ ୧୨ ତାରିଖ ରାତିରେ ଘଟିଛି। ନିଜ ଟିମ ସହିତ…

ରଣଜୀ ଟ୍ରଫିରେ ରେକର୍ଡ କଲେ ପୃଥ୍ଵୀ ଶ, ୩୭୯ ରନ୍‌ କରି ଭାଙ୍ଗିଲେ ସଞ୍ଜୟ ମଞ୍ଜେରକରଙ୍କ ରେକର୍ଡ

ଷ୍ଟାର କ୍ରିକେଟର ପୃଥ୍ଵୀ ଶ ଦୀର୍ଘଦିନରୁ ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡିଛନ୍ତି। ଭଲ ଫର୍ମରେ ଥିବା ସତ୍ତ୍ୱେ ତାଙ୍କୁ ଟିମ୍‌ରେ ସ୍ଥାନ ମିଳୁନି । ଚୟନକର୍ତ୍ତା ଟିମ୍‌ ତାଙ୍କୁ ଦଳରେ ସ୍ଥାନ ଦେବାକୁ ଅରାଜି ରହିଛନ୍ତି। କିନ୍ତୁ ଏବେ ପୃଥ୍ଵୀ ଶ ଏମିତି ପ୍ରଦର୍ଶନ କରି ଆଲୋଚକଙ୍କୁ ମୁହଁତୋଡ ଜବାବ…